IBN ଓଡ଼ିଶା ବ୍ୟୁରୋ

ଆପଣଙ୍କର ଝିଅ ହେବ କିମ୍ବା ପୁଅ ? ଏହା ଆପଣ ଅଲ୍ଟ୍ରାସାଉଣ୍ଡ ବିନା ମଧ୍ୟ ଜାଣିପାରିବେ, ଜାଣନ୍ତୁ କେମିତି

ଆଜିର ଯୁଗ ହେଉଛି କମ୍ପ୍ୟୁଟର ର ଯୁଗ । ପ୍ରତ୍ୟେକ କାର୍ଯ୍ୟ ଯନ୍ତ୍ର ଦ୍ୱାରା ସମ୍ଭବ । ମାନବ ର ଅଧିକାଂଶ କାର୍ଯ୍ୟ ଆଜି ଯନ୍ତ୍ର ଟିଏ ହିଁ କରୁଛି । ଏପରି ଯୁଗରେ ଚିକିତ୍ସା ବିଜ୍ଞାନ ପ୍ରତି ମଧ୍ୟ ଯନ୍ତ୍ର ର ଅବଦାନ ନିଶ୍ଚିତ ରୂପେ ପ୍ରଶଂସାଯୋଗ୍ୟ । ତେବେ ଆସନ୍ତୁ ଆଜି ଆମେ ଏପରି ଏକ ଗାଣିତିକ ସୂତ୍ର ସମ୍ପର୍କରେ ଜାଣିବା ଯାହା କୌଣସି ଚିକିତ୍ସା ବିଜ୍ଞାନ ସହ ଜଡିତ ଯନ୍ତ୍ର ର କାର୍ଯ୍ୟ ଦକ୍ଷତା ସହ ସମାନ ।ଚିକିତ୍ସା ବିଜ୍ଞାନ ରେ ବ୍ୟବହୃତ ଅଲ୍ଟ୍ରାସାଉଣ୍ଡ ନାମକ ଯନ୍ତ୍ର ର କାର୍ଯ୍ୟ ଏହି ଗାଣିତିକ ସୂତ୍ର କରିଦେଇପାରେ ।

ଆପଣ ଏହି ସୂତ୍ର କୁ ବ୍ୟବହାର କରି ଜାଣିପାରିବେ ଯେ ଜଣେ ଗର୍ଭବତୀ ଙ୍କର ଭବିଷ୍ୟତରେ ଯେଉଁ ପିଲାଟିଏ ଜନ୍ମ ଗ୍ରହଣ କରିବାକୁ ଯାଉଛି, ତାହା ପୁଅ ହେବ ଅବା ଝିଅ ।ପ୍ରଥମେ ଆପଣ ଯେଉଁ ଗର୍ଭବତୀ ଙ୍କର ସନ୍ତାନ କଣ ହେବାକୁ ଯାଉଛି ତାହା ନିର୍ଣ୍ଣୟ କରିବାକୁ ଚାହାନ୍ତି, ତାଙ୍କର ସମ୍ପୂର୍ଣ୍ଣ ନାମ ଟି ଲେଖିବେ । ଏହାପରେ ନାମରେ ଥିବା ସମସ୍ତ ଅକ୍ଷର ସଂଖ୍ୟା ନିର୍ଣ୍ଣୟ କରିବେ ।

 

ଏହାପରେ ତାଙ୍କର ଇଂରାଜୀ ଜନ୍ମ ମାସ କଣ ତାହା ପଚାରି ବୁଝିବେ । ଜନ୍ମମାସ ଜାଣିସାରିବା ପରେ ସେହି ମାସର କ୍ରମାଙ୍କ ନିର୍ଣ୍ଣୟ କରିବେ । ଯଥା : ଜାନୁଆରୀ ପାଇଁ ୧ , ଫେବୃଆରୀ ପାଇଁ ୨ ,ଏହିପରି ଭାବରେ ।

 

ଏହାପରେ ନାମରେ ଥିବା ଅକ୍ଷର ସଂଖ୍ୟା ସହ ମାସର କ୍ରମାଙ୍କ କୁ ଯୋଗ କରିବେ । ଏହି ଯୋଗଫଳ ସହ ୫୫ ଯୁକ୍ତ କରିବେ ।ଯେଉଁ ଯୋଗଫଳ ବାହାରିବ, ତା ସହ ୮ କୁ ହରଣ କରିବେ ।ବର୍ତ୍ତମାନ ଆପଣ ଭାଗଶେଷ କୁ ଲକ୍ଷ୍ୟ କରିବେ । ଯଦି ଭାଗଶେଷ ୧, ୩ ,୫ ହୁଏ ତେବେ ଭବିଷ୍ୟତରେ ପୁତ୍ର ସନ୍ତାନ ଟିଏ ଗର୍ଭବତୀ ପ୍ରସବ କରିବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button