IBN ଓଡ଼ିଶା ବ୍ୟୁରୋ

ଏମିତି ଚୁଡି ପିନ୍ଧିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ହୋଇଥାଏ ଭାଗ୍ୟ ପରିବର୍ତ୍ତନ

ଦୁନିଆ ସାରା ବହୁ ମହିଳା ଯେଉଁ ମାନେ ବିବାହ ପରେ ନିଜ ହାତରେ ଚୁଡି ପିନ୍ଧିଥାନ୍ତି । ଆଜି ମୁଁ ଆପଣଙ୍କୁ ଚୁଡି ସମ୍ବନ୍ଧିତ କିଛି ଏମିତି କଥା କହିବି ଯାହା ଆପଣଙ୍କ ସହ ସହ ଆପଣଙ୍କ ସ୍ୱାମୀଙ୍କୁ ମଧ୍ୟ ଧନବାନ ବନେଇଦେବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ସର୍ବ ପ୍ରଥମେ କୌଣସି ବିବାହିତ ନାରୀ ତମ୍ବାର ଅଭୂଷଣ ପିନ୍ଧିବା କଥା ନୁହଁ ଏବଂ ତମ୍ବାର ଆଙ୍ଗୁଠି ଅବା ଚୁଡି ବିଲକୁଲବି ପିନ୍ଧିବା କଥା ନୁହଁ । ନହଲେ ହାନି ହୋଇପାରେ ।

କୁହାଯାଏ ଚୁଡି ପିନ୍ଧିବା ସମୟରେ ଯଦି ହଠାତ ଭାଙ୍ଗି ଯାଏ ତେବେ ସିଧା ତାକୁ କୌଣସି ଜାଗାରେ ଫିଙ୍ଗନ୍ତୁ ନାହିଁ, କାରଣ ଏହା ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଅଟେ ।ଏଥିପାଇଁ ଆପଣ ସେହି ଭଙ୍ଗା ଚୁଡିକୁ ୩ଥର ନିଜ ମଥାରେ ଲଗାନ୍ତୁ ଅବା ୩ଥର ସେହି ଚୁଡିକୁ ଚୁମନ୍ତୁ ଓ ତାପରେ କୌଣସି କାଗଜ ଅବା ଜରିରେ ଗୁଡ଼ାଇ ଆପଣ ଏହାକୁ ଡସ୍ତବିନରେ ପକାଇ ପାରନ୍ତି । କୁହାଯାଏ ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାମୀକୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡେନାହିଁ ।

 

ବେଳେ ବେଳେ ଫାଟି ଥିବା ଚୁଡି ଆସିଯାଏ ଏବଂ ଯାହା ହାଲକା ଫାଟି ଥିବ ତାକୁ ସ୍ତ୍ରୀ ଲୋକମାନେ ନିଜ ହାତରେ ପିନ୍ଧି ନିଅନ୍ତି, କିନ୍ତୁ ଏମିତି ଆପଣଙ୍କୁ ବିଲକୁଲବି କରିବା କଥା ନୁହଁ । ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ପାଇଁ ଦୁର୍ଭାଗ୍ୟ ନେଇ ଆସିଥାଏ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଅଛି ମହିଳାଙ୍କ ଦୁଇ ହାତରେ ଏକ ସମାନ ଚୁଡି ପିନ୍ଧିବା କଥା ନୁହଁ ।

 

ଏହାର ଅର୍ଥ ହେଲା ଡାହାଣ ହାତରେ ଆପଣ ଯେତିକି ଚୁଡି ପିନ୍ଧିଛନ୍ତି ବାମ ହାତରେ ଆପଣ ତାଠୁ ୧ରୁ୨ଟା ଚୁଡି ଅଧିକ ପିନ୍ଧିବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କ ସ୍ୱାମୀଙ୍କୁ ବହୁତ ଲାଭ ମିଳିଥାଏ ।

 

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button