IBN ଓଡ଼ିଶା ବ୍ୟୁରୋ

ନିଜ ସୁନ୍ଦରତା ପାଇଁ ବେଶ୍ୟା ହେଇଗଲା ସଂସାରର ସବୁଠୁ ସୁନ୍ଦର ଝିଅ, ପୁରା ସହରର ହେଉଥିଲା ମନୋରଞ୍ଜନ

ଯଦି ଆମେ ଇତିହାସ କୁ ଖୋଲି କରି ଦେଖିବା ଆମକୁ ବହୁତ ସାରା କାହାଣୀ ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଥାଏ । ଏମତି କିଛି କାହାଣୀ ପଢିବାକୁ ଏବଂ ଶୁଣିବାକୁ ଭଲ ଲାଗେ । କାରଣ କିଛି କାହାଣୀ ଏତେ ବାସ୍ତବିକ ହୋଇଥାଏ ଯେ ତାହା ଆମକୁ ପସନ୍ଦ ଆସେ । ଆଜି ଆମେ ସେହିଭଳି ଏକ କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ । ଆମ୍ରପାଲୀ ଙ୍କୁ ଇତିହାସ ର ସବୁଠାରୁ ସୁନ୍ଦର ମହିଳା କୁହାଯାଏ ଏବଂ କୁହାଯାଏ କି ତାଙ୍କ ଭଳି ସୁନ୍ଦର ଆଉ କେହି ମହିଳା ନଥିଲେ ।

 

ଆମ୍ରପାଲୀ ଙ୍କର ବାପା – ମାଆ ତାଙ୍କୁ ପିଲାବେଳୁ ଗୋଟେ ଗଛ ତଳେ ଛାଡିଦେଇ ଚାଲି ଯାଇଥିଲେ । ଏବଂ ସେହି ପିଲାର ଯିଏ ପାଳନ – ପୋଷଣ କରିଲା ସିଏ ତାକୁ ଆମ୍ରପାଲୀ ନାଁ ରଖିଲା । ଆମ୍ରପାଲୀ ନିଜର ଯୁବ ଅବସ୍ଥାରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏବଂ ତାଙ୍କ ସୁନ୍ଦରତା ରେ ସେ ସମସ୍ତ ଙ୍କର ମନ ମୋହୀ ନେଲେ ।କିନ୍ତୁ ବୋଧେ ଆମ୍ରପାଲୀ ର ସୁନ୍ଦରତା ତାଙ୍କ ଜୀବନ ପାଇଁ ସବୁଠୁ ବଡ ଶତୃ ପାଲଟି ଥିଲା। ଆମ୍ରପାଲୀ ଯେତେବଳେ ପୂର୍ଣ୍ଣ ଯୌବନ ଅବସ୍ଥାରେ ଆସିଲେ ସେ ସଂସାର ର ସବୁଠୁ ସୁନ୍ଦର ମହିଳା ଦେଖା ଗଲେ । ଆମ୍ରପାଲୀ ଙ୍କୁ ପାଇବା ପାଇଁ ଲୋକମାନେ ନିଜ ନିଜ ଭିତରେ ଯୁଧ୍ୟ କରିବା ପାଇଁ ତତ୍ପର ରହୁଥିଲେ ।

 

ଆମ୍ରପାଲୀ ର ଚର୍ଚ୍ଚା ସବୁଠାରେ ହେବାର ଲାଗିଲା । ଆମ୍ରପାଲୀ ର ପିତା – ମାତା ଙ୍କ ସମସ୍ୟା ବଢି ଗଲା କାରଣ ତାଙ୍କ ଝିଅ ଉପରେ ସମସ୍ତେ ଖରାପ ନଜର ପକାଉଥିଲେ । ଏଥିରୁ ସେ ଜାଣିଗଲେ ଯେ ଯଦି ଆମ୍ରପାଲୀର ବିବାହ କାହା ସହିତ କରିଦେଉଛନ୍ତି ତେବେ ଲୋକମାନେ ତାହାର ଶତୃ ହୋଇଯିବେ । ଏହି ଗମ୍ଭୀର ସମସ୍ୟା ର ସମାଧାନ ପାଇଁ ଗୋଟେ ଦିନ ୱୈଶାଲୀ ରେ ସଭା ର ଆୟୋଜନ କରାଗଲା ।

 

କିନ୍ତୁ ସବୁ ପ୍ରକାର ପ୍ରୟାସ କରିବା ପରେ ମଧ୍ୟ ଏହି ସମସ୍ୟା ର କୌଣସି ସମଧାନ ବାହାରିଲା ନାହିଁ । ଏବଂ ଶେଷରେ ସମସ୍ତଙ୍କ ସହମତିରେ ଆମ୍ରପାଲୀ କୁ ୱୈଶାଲୀ ର ନଗରୱଧୂ ମାନେ ବେଶ୍ୟା ଘୋଷିତ କରା ଗଲା । ଏହି ପରି ଏକ ସୁନ୍ଦର ଝିଅ କୁ ବିନା ନିଜର ସହମତି ରେ ନଗରବଧୂ କରାଗଲା ଏବଂ ସେ କେତେ ବର୍ଷ ପର୍ଯ୍ଯନ୍ତ ୱୈଶାଲୀ ର ଲୋକମାନଙ୍କର ମନୋରଞ୍ଜନ କରୁଥିଲେ ଏବଂ ବୟସ ସରିବା ସହିତ ବେଶ୍ୟାବୃତି ରୁ ବାହାରି ସେ ସବୁ କିଛି ତ୍ୟାଗ କରିବାର ନିର୍ଣ୍ଣୟ ନେଲେ ଏବଂ ଶେଷରେ ବୌଦ୍ଧ ଭିକ୍ଷୁଣୀ ହୋଇଗଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button