IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀ ଲୋକମାନେ ରୋଷେଇ ଘରେ ଏମିତି ରଖନ୍ତୁ ‘ତାୱା’ ରାତା ରାତି ବଦଳିଯିବ ଆପଣଙ୍କ ଭାଗ୍ୟ – କାଙ୍ଗାଳ ରୁ ହୋଇଯିବେ କୋଟିପତି

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ କୁହାଯାଏ ଯେ, ରୋଷେଇ ଘର ହେଉଛି ମାତା ଲଷ୍ମୀ ଙ୍କ ବାସ ସ୍ଥାନ । ସେଥିପାଇଁ ରୋଷେଇ ଘର ର ସ୍ୱଚ୍ଛତା ଓ ବାସ୍ତୁ ଉପରେ ଧ୍ୟାନ ଦେବା ଉଚିତ । ବିଶେଷକରି ତାୱା ଓ କଢେ଼ଇ କୁ କେଉଁ ସ୍ଥାନ ରେ ରଖିଲେ ମାତାଲକ୍ଷ୍ମୀ ପ୍ରସନ୍ନ ହେବେ ତା’ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ । ରୋଷେଇ ଘରେ ରଖା ଯାଇଥିବା ସବୁ ଵସ୍ତୁ ର ଅଲଗା ଅଲଗା ମହତ୍ତ୍ୱ ଥାଏ । ତାୱା ଓ କଢେଇ ରାହୁ ଙ୍କ ପ୍ରତିନିଧିତ୍ୱ କରିଥାଏ । ସେଥିପାଇଁ ସବୁ ବାସନ ଠାରୁ ଏହି ଦୁଇ ଟି ଜିନିଷ ସମ୍ମାନ ର ଅଧିକାରୀ ଅଟନ୍ତି ।ଅନେକ ଲୋକମାନଙ୍କର ମନରେ ଦ୍ୱନ୍ଦ ଆସେ ଯେ ତାୱା ଓ କଢେଇ କୁ ସିଧା ରଖାଯିବା ଉଚିତ ଅଥବା ଓଲଟା । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ରୋଷେଇ ଘର ସମ୍ବନ୍ଧୀୟ ଏଭଳି କିଛି ନିୟମ ଯାହା ସଠିକ ଭାବରେ କରିଲେ ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ରୋଷେଇ ଘର ହେଉଛି ମାତାଲଷ୍ମୀ ଙ୍କ ବାସସ୍ଥାନ । ତେଣୁ ଏହି ସ୍ଥାନ କୁ ସର୍ବଦା ପରିଷ୍କାର ପରିଛନ୍ନ ରଖନ୍ତୁ । ରାତି ଖାଇବା ଖାଇସାରିଲା ପରେ ସେଇ ଅଇଁଠା ବାସନ କୁ ଶୋଇବା ପୂର୍ବରୁ ସ-ଫା କରିଦିଅନ୍ତୁ । ଆଳସ୍ୟ ଯାଗୁଁ ଅନେକ ଲୋକ ଅଇଁଠା ବାସନ କୁ ସକାଳ ପଯ୍ୟନ୍ତ ନଧୋଇ ରଖିଦିଅନ୍ତି । ଯାହାକି ବାସ୍ତୁ ହିସାବରେ ଅନୁଚିତ ଅଟେ । ତେଣୁ ଆପଣ ରାତି ବାସନ ସକାଳ ପର୍ଯ୍ୟନ୍ତ ରଖନ୍ତୁ ନାହିଁ ।ବିଶେଷକରି ତାୱା ଓ କଢେ଼ଇ କୁ ନ ଧୋଇ ସକାଳ ପର୍ଯ୍ୟନ୍ତ ଛାଡିବା ଉଚିତ ନୁହେଁ ।
୨. ବନ୍ଧୁଗଣ ଦ୍ବିତୀୟତଃ, ବେଳେବେଳେ ଘରର ସଦସ୍ୟ ଙ୍କ ମଧ୍ୟରେ ଛୋଟ ଛୋଟ କଥା କୁ ନେଇ ଝ-ଗ-ଡା ହୋଇଥାଏ ,ଏହା ରା-ହୁ ଙ୍କ ପ୍ରଭାବ ଯୋଗୁ ହୋଇଥାଏ । ତେଣୁ ଆପଣ ସକାଳୁ ତାୱା ଗରମ କରି ସେଥିରେ ଟିକେ ପାଣି ପକାନ୍ତୁ, ଏହା ଦ୍ୱାରା ଘର ର ସଦସ୍ୟଙ୍କ ମନରେ କ୍ରୋ-ଧି ଶାନ୍ତ ହୋଇଥାଏ ଏବଂ ସକାଳ ଖାଇବା ବନାଇବା ପୂର୍ବରୁ ଘରେ ବ୍ୟବହୃତ ଲୁଣ କୁ ଟିକେ ତାୱା ଉପରେ ପକାଇଦିଅନ୍ତୁ,ପରେ ଗୋଟେ ଛୋଟ ରୁଟି ତିଆରି କରି ଗୋଟେ ଘରେ ରଖିଦିଅନ୍ତୁ । ଯେପରି କି ସେ ରୁଟି କୁ ପଶୁ କିମ୍ଵା ପକ୍ଷୀ ନିଜ ଭୋଜନ ଭାବେ ଗ୍ରହଣ କରିବେ । ଘର ର ପ୍ରଥମ ରୁଟି ଗାଈ ଙ୍କୁ ଦିଆଯାଏ,କିନ୍ତୁ ଆପଣ କାଉ କି ପାରା କିମ୍ବା ମାଛ କୁ ରୁଟି ଖୁଆଇପାରିବେ ।

୩- ବନ୍ଧୁଗଣ ତୃତୀୟତଃ, ଘରେ ଯେତେବେଳେ ତାୱା ର ବ୍ୟବହାର କରାଯାଉ ନଥିବ ସେତେବେଳେ ତାୱାକୁ ଘୋଡାଇ ରଖନ୍ତୁ ଏବଂ ଖାଇବା ରନ୍ଧା ପରେ ତାୱା କୁ ସେମିତି ଖୋଲା ରେ ରଖନ୍ତୁ ନାହିଁ । କଢେ଼ଇ ଓ ତାୱା କୁ ଆପଣଙ୍କ ଚୁଲା ର ଡାହାଣ ପଟେ ରଖନ୍ତୁ । ଏହି ଦୁଇ ବସ୍ତୁ କୁ କେବେହେଲେ ସିଧା ରଖିବା ଓ ଅଇଁଠା କରିବା ଉଚିତ ନୁହେଁ । ବାସନ ଧୋଇବା ବେଳେ ତାୱା ଓ କଢେଇ ଉପରେ ଅନ୍ୟ ଅଇଁଠା ବାସନ ରଖନ୍ତୁ ନାହିଁ ।ବନ୍ଧୁଗଣ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଘରେ ସୁଖ ଶାନ୍ତି ସର୍ବଦା ବଜାୟ ରହୁ ଏବଂ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ସଦା ସର୍ବଦା ପ୍ରସନ୍ନ ରୁହନ୍ତୁ ତେବେ ଆପଣ ନିଶ୍ଚିତ ଭାବରେ ଏହି ନିୟମ ଗୁଡ଼ିକ ର ପାଳନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନ ସୁଖମୟ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button