ରାଜ୍ୟ
ଏଥର ଦୁର୍ଗାପୂଜାରେ ଚମକିବ: ଶ୍ରୀରାମପୁରରେ ଲଣ୍ଡନର ସ୍ୱାମୀନାରାୟଣ ମନ୍ଦିରର ମଡେଲରେ ମଣ୍ଡପ ନିର୍ମାଣ ହେବ

କୋଲକାତା,୧୫/୦୮: ରଥଦିନ ଖୁଣ୍ଟିପୂଜା ସହିତ ପୂଜାର ସୂଚନା ହୋଇଥିଲା । ମଣ୍ଡପ ତିଆରି କରିବାର କାମ ଆରମ୍ଭ ହୋଇଛି । ପୂଜାର ଖର୍ଚ୍ଚ ପ୍ରାୟ ୭୦ ଲକ୍ଷ ଟଙ୍କା । ଲଣ୍ଡନର ସ୍ୱାମୀନାରାୟଣ ମନ୍ଦିରର ମଡେଲରେ ମଣ୍ଡପ ତିଆରି କରାଯାଉଛି । ଶ୍ରୀରାମପୁରର ୫ ଓ ୬ର ପଲ୍ଲୀ ବ୍ୟବସାୟୀ ସମିତିର ଦୁର୍ଗା ପୂଜା ଆଗାମୀ ଶାରଦାତ୍ସୋବରେ ଚମକ ଦେବାକୁ ଯାଉଛି ।



