ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ମନ ଅଲଗା ଜାଗାରେ ଲାଗିବା, ଚାରୋଟି କାରଣ ପାଇଁ ମନ ଅଲଗା ଜାଗାରେ ଲାଗିଥାଏ- ନିଶ୍ଚୟ ଜାଣନ୍ତୁ

ଲୋକ ଭଲ ପାଇବାର ଅସଲ କାରଣ ଭୁଲି ଯାଇଛନ୍ତି, ସେଥିପାଇଁ ବୋଧେ ସମ୍ପର୍କ ଯୋଡି ହବା ପୂର୍ବରୁ ଭାଙ୍ଗି ଯାଉଛି । ସମ୍ପର୍କ ଭାଙ୍ଗିବାର ବହୁତ ଗୁଡେ କାରଣ ହୋଇପାରେ କିନ୍ତୁ ମନ ଅଲଗା ଜାଗା ରେ ଲାଗିବା ଗୋଟେ ମୁଖ୍ୟ କାରଣ ବୋଲି ଆମେ ମନେ କରୁଛୁ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏମିତି କାହିଁକି ହୁଏ । କାହିଁକି ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଫାଟ ଆସେ । ଆସନ୍ତୁ ଜାଣିବା କଣ ପାଇଁ ମଣିଷ ମନ ଅଲଗା ଜାଗା ରେ ଭଟକି ଥାଏ ।
ମନ ସୁନ୍ଦରତା ରୁ ଦୂରେଇ ଯିବା :
କିଛି ନୂଆ ନହେଲେ :
ଯେତେବେଳେ ଆପଣଙ୍କ ମଧ୍ୟରେ ରୋମାନ୍ସ କମ ହେଇଯାଇଥାଏ ସେତେବେଳେ ସମ୍ପର୍କ ଖରାପ ହୋଇପାରେ କିଛି ନୂଆ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ । ଏହି ଭଳି ପରିସ୍ଥିତି ରେ ଆପଣଙ୍କ ମନ ଆରାମ ସେ ଅଲଗା ଆଡେ ଆକର୍ଷିତ ହେଇପାରେ ।
ସମୟ :
କୌଣସି ସମ୍ପର୍କ ରେ ସମୟ ବହୁତ ଜରୁରୀ ହୋଇଥାଏ ଦୁହେଁ-ଦୁହିଁଙ୍କୁ ସମୟ ଦେଲେ ସମ୍ପର୍କ ଭଲ ରହିଥାଏ । କିନ୍ତୁ ଯେତେବେଳେ ଆପଣ ନିଜ ପାର୍ଟନରକୁ ସମୟ ଦେଇ ନଥାନ୍ତି ସେତେବେଳେ ସମ୍ପର୍କ ଖରାପ ହୋଇଥାଏ । ସେଥିପାଇଁ ନିଜ ପାର୍ଟନରକୁ ସମୟ ଦିଅନ୍ତୁ, ଏହା କଲେ ସମ୍ପର୍କ ଭଲ ହୋଇଥାଏ ।
ସନ୍ଦେହ :
କୁହାଯାଏ କି ସନ୍ଦେହ ର କିଛି ଚିକିତ୍ସା ନାହିଁ ଏହି ଦୁନିଆ ରେ , ଏହି ସନ୍ଦେହ ଗୋଟେ ଭଲ ସମ୍ପର୍କକୁ ବି ଖରାପ କରି ଦେଇଥାଏ । ସେଥିପାଇଁ ସବୁବେଳେ ଚେଷ୍ଟା କରନ୍ତୁ କି ଆପଣମାନଙ୍କ ମଧ୍ୟ ରେ କିଛି ଲୁଚି କି ନରୁହେ ସବୁ ସ୍ପଷ୍ଟ କରିଦବା ଉଚିତ ଅଟେ ।




