Uncategorized

ଏହି ରୋଗରେ ଫୁଲକୋବି ଖାଇବା ବିଷ ଖାଇବା ସହ ସମାନ, ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ

ଆଜି ଆମେ ଫୁଲକୋବି ବିଷୟ ରେ ଜାଣିବା, ଏହା ଏକ ଏମିତି ପାରିବା ଯାହାକୁ ବଜାର ରେ ଦେଖିଲେ ଲୋଭ ହୁଏ ଏବଂ ଲୋକ ଏହାକୁ ଭାତ ସହ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ କିଛି ରୋଗ ଏମିତିୟା ବି ଅଛି ଯାହା ପାଇଁ ଫୁଲକୋବି ବିଷ ପରି କାମ କରେ, ଏହି ରୋଗ ରେ ଫୁଲକୋବି ଖାଇଲେ ରୋଗ ଅତ୍ୟଧିକ ବଢି ଥାଏ । ଆଜି ଏହି ଆର୍ଟିକ୍ଲ ରେ ଆମେ ଆପଣଙ୍କୁ ଏହି ରୋଗ ବିଷୟ ରେ କହିବାକୁ ଯାଉଛୁ । ଯଦି କାହାକୁ ହୃଦୟ ରୋଗ ବା କିଡନି ରୋଗ ହୋଇଥାଏ ଏବଂ ତା ସହ ସୁଗାର ବଢି ଥାଏ ସେହି ଲୋକଙ୍କ ପାଇଁ ଫୁଲକୋବି ବିଷ ପରି କାମ କରିଥାଏ ।

କାହିଁକିନା ଫୁଲକୋବି ରେ ପ୍ୟୁରିନ ମାତ୍ରା ଅଧିକ ଥାଏ, ଏହା ଦ୍ଵାରା ଶରୀର ରେ ୟୁରିନ ଲେବଲ ବଢି ଯାଇଥାଏ ଯାହା ଏହି ରୋଗରେ ହାନିକାରକ ହୋଇଥାଏ । ଏମିତି ନୁହେଁ କି ଫୁଲକୋବି ଖରାପ ପରିବା ଏହା ଅଲଗା ଲୋକଙ୍କ ପାଇଁ ଲାଭକାରୀ ଅଟେ କିନ୍ତୁ ଏହି ରୋଗୀ ମାନଙ୍କ ପାଇଁ ବିଷ ଅଟେ ।

ଏହା ଆମ ଶରୀର ରେ ରକ୍ତ କୁ ସଫା କରି ଚର୍ମ ରୋଗରୁ ବଞ୍ଚାଇଥାଏ, ଏମିତିଆ ଲୋକ ଯାହାକୁ ଚର୍ମ ରୋଗ ହୋଇଥାଏ ସେହି ଲୋକ ଫୁଲକୋବି ର ଯେତେ ପାରୁଛନ୍ତି ଉପଯୋଗ କରନ୍ତୁ । କିନ୍ତୁ ଯେଉଁ ଲୋକ ହୃଦୟ ବା କିଡନି ପାଇଁ ଔଷଧ ଖାଉଛନ୍ତି ସେ ଫୁଲକୋବି ରୁ ଦୂରେଇକି ରୁହନ୍ତୁ ।

ଫୁଲକୋବି ରେ ସୁଗାର ହୋଇଥାଏ ସେଥିପାଇଁ ଦଇବେଟିଜ ଲୋକ ଏହାର ସେବନ କରନ୍ତୁ ନାହିଁ । ଏହି ପରିବା ଠାରୁ ଦୂରେଇ ରୁହନ୍ତୁ । ନଚେତ ଏହା ଆପଣଙ୍କ ପାଇଁ ବହୁତ ଖରାପ ହୋଇପାରେ । ଯଦି ବି ଆପଣ ଏହାର ସେବନ କରୁଛନ୍ତି ତେବେ ଦେଖି ଚାହିଁ ଅଳ୍ପ ମାତ୍ରାରେ କରି ପାରିବେ ନଚେତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଭଳି ଟିପ୍ସ ଆଗକୁ ମଧ୍ୟ ପାଇବାକୁ ଇଛା ଥାଏ ତେବେ ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । ବିଦ୍ର: ଏହି ତଥ୍ୟ ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କ any ଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button