IBN ଓଡ଼ିଶା ବ୍ୟୁରୋ

ଯେତବେଳେ ସ୍ଵାମୀ ଦେଲା ନାହିଁ ସ୍ତ୍ରୀକୁ ସମୟ, ତ ସ୍ତ୍ରୀ କଲା ଏମିତି କାମ ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ଆଜି କାଲୀ ଲୋକ ଛୋଟ ପରିବାର ରେ ରହିବା ପସନ୍ଦ କରୁଛନ୍ତି ଶହର ଜାଗା ରେ ଏହି ପ୍ରଚଳନ ସମସ୍ତଙ୍କ ଘରେ ଚାଲିଛି, ଏହାର କିଛି ଲାଭ ହୋଇ ଥାଏ ତ କିଛି ହାନି ମଧ୍ୟ ହୋଇ ଥାଏ । ସ୍ଵାମୀ କାମ ପାଇଁ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ସ୍ତ୍ରୀଙ୍କୁ ସମୟ ଦେଇ ପାରନ୍ତି ନାହିଁ, ତେବେ ସ୍ତ୍ରୀ ଏକୁଟିଆ ଅନୁଭବ କରି ଥାନ୍ତି । କିନ୍ତୁ ଏହା ପରେ ଯାହା ସ୍ତ୍ରୀ କରନ୍ତି ତାହା ଆପଣ ଭାବି ବି ପାରିବେ ନାହିଁ ।

ଆଜି ଗୋଟେ ଏମିତିକା ଭିଡିଓ ସାମ୍ନାକୁ ଆସିଛି ଯାହା ସୋଶିଅଲ ମିଡିଆ ରେ ବହୁତ ଭାଇରାଲ ହୋଇଛି । ତେବେ କଣ  ଅଛି ଏହି ଭିଡିଓ ରେ ଆଜି ଆମେ ଆପଣଙ୍କୁ କହିବୁ ।

ଏହି ଭିଡିଓ ସୋଶିଅଲ ମିଡିଆ ରେ ନେସଟିଙ୍ଗ ଡଲ ନା ରେ ଯୁଟୁବ ରେ ଅପଲୋଡ କରା ଯାଇଛି ଏହା ଗୋଟେ ସର୍ଟ ଫିଲ୍ମ ଅଟେ ଯାହା ଦ୍ଵାରା ଦର୍ଶକମାନଙ୍କୁ ଏହା ଦେଖା ଯାଇଛି ଯେ ସ୍ଵାମୀ ନିଜ କାମ ରେ ବ୍ୟସ୍ତ ରହୁଛନ୍ତି ଓ ସ୍ତ୍ରୀ ଗୋଟେ ହାଉସୱାଇଫ ଯିଏ ନିଜ ସ୍ଵାମୀ ଦ୍ଵାରା ଟାଇମ ନପାଇବାରୁ ଏମିତି କିଛି କରାଇଛନ୍ତି ଯାହା କେହି ଭାବି ବି ନଥିବା ।

 

ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ସ୍ତ୍ରୀ ଗୋଟେ ହାଉସୱାଇଫ ଓ ସେ ନିଜ ସ୍ଵାମୀର ଥିବା ବା କାମକୁ ଯିବା ସବୁ ସମୟ ରେ ଅଲଗା ଭାବନା ରେ ବୁଡି ରହୁଛି । କିନ୍ତୁ ସ୍ଵାମୀ ଅଫିସ ଗଲା ପରେ ନିଜ ଟାଇମ ପାସ ସେ କିପରି କରୁଛନ୍ତି ତାହା ଏହି ଭିଡିଓ ରେ ଦେଖା ଯାଇଛି । ଏହି ଭିଡିଓ ରେ ହାଉସୱାଇଫ ସ୍ଵାମୀ ବିନା ଘରେ କେମିତି ଟାଇମ ପାସ କରନ୍ତି ତାହା ଦେଖା ଯାଇଛି, ଏହି ଭିଡିଓ ସୋଶିଅଲ ମିଡିଆ ରେ ବହୁତ ଭାଇରାଲ ହୋଇ ଚାଲିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button