ଦାନ୍ତ ରୁ ପୋକ ବାହାର କରିବାର ଏହି ଘରୋଇ ଉପାୟ ଜାଣି, ଡାକ୍ତର ପାଖକୁ ଯିବା ଭୁଲି ଯିବେ ଆପଣ

ଆଜିକାଲି ଦୁନିଆ ରେ ଖାଇବା ପିଇବା ଏମିତି ହେଲାଣି ଯେ, ଯାହାର ପ୍ରଭାବ କେବଳ ଶରୀର ଉପରେ ନୁହେଁ ଦାନ୍ତ ଉପରେ ମଧ୍ୟ ପଡୁଛି । ଅଧିକାଂଶ ଦାନ୍ତ ପୋକ ଲାଗିବା କାରଣରୁ ଏହାକୁ ଆମେ ଓପାଡି ଦେଇଥାଉ । ଯଦି ଆପଣ ଏଇ ଉପାୟ ଗ୍ରହଣ କରିବେ ତ କେବେ ଦାନ୍ତ ଉପାଡିବାକୁ ପଡ଼ିବନି । ସର୍ବ ପ୍ରଥମେ ଜାଣନ୍ତୁ ଯେ ଦାନ୍ତ ରେ ସମସ୍ୟା କାହିଁକି ଦେଖାଯାଏ ଏହାର କାରଣ କଣ । ଥରେ ଥରେ ଆମେ ଚିନି ରେ ତିଆରି ଅଧିକ ମିଠା ଖାଦ୍ୟ ଖାଇଥାଉ ଯାହା ଦାନ୍ତ ମୂଳ ରେ ରହିଯାଇଥାଏ ।
ଏ ସମସ୍ୟା ଅଧିକ ଛୋଟ ପିଲା ମାନଙ୍କ ପାଖରେ ଦେଖା ଦେଇଥାଏ । କାରଣ ପିଲାମାନେ ଜିଦି କଲେ ବାପ ମାଆ mane ସେମାନଙ୍କୁ ଚକୋଲେଟ ଦେ଼ଇ ବୁଝାଇଥାନ୍ତି । ଯାହା କାରଣ ରୁ ଆଗକୁ ଦାନ୍ତ ପୋକ କାଟି ଥାଏ ।
ଏହାକୁ ଆଙ୍ଗୁଠି ରେ ନେଇ ଦାନ୍ତ ଚାରିପଟେ ୧୦ ମିନିଟ୍ ଯାଏ ଘଷି ରଖନ୍ତୁ ଏହାଦ୍ବାରା ସେଥିରୁ ଖରାପ ପାଣି ବାହାରିଯିବ । ନଚେତ୍ ଏମିତି ବି କରିପାରିବେ ନଡ଼ିଆ ତେଲ କୁ ୧୦ ମିନିଟ୍ ଯାଏ ପାଟି ରେ କୁଳି କରି ୧୦ ମିନିଟ୍ ପରେ ବହାରକରିଦେବେ । ଦିନ ଓ ରାତି ରେ ମଧ୍ୟ ଏମିତି କରିପାରିବେ ।
ଆଜିକାଲି ବଜାର ରେ ମିଳୁଥିବା ଫଳ ଓ ପରିବା ରେ କେମିକାଲ ଦିଆଯାଉଛି । ତେଣୁ ସେସବୁ କୁ ରାତି ରେ ପାଣିରେ ଏକ ଚାମଚ ଲେମ୍ବୁରସ କି ଭିନେଗାର ମିଶାଇ ଭିଯାଇଦିଅନ୍ତୁ । ଏହାଦ୍ବାରା ଏଥିରୁ ଏସିଡ ବହାରି ଯାଇ ଆମକୁ ଖାଦ୍ୟ ରେ ମିନେରାଲ ମିଳିଥାଏ । ଏହାପରେ ଯଦି ଆପଣଙ୍କ ଦାନ୍ତ ରେ ପୋକ ଲାଗେ ଏ ଉପାୟ ନିଶ୍ଚିନ୍ତ କରନ୍ତୁ, ଦାନ୍ତ ର ସବୁ ସମସ୍ୟା ରୁ ମୁକ୍ତି ପାଇପାରିବେ ।




