ଯଦି ଆପଣଙ୍କୁ ମଧ୍ୟ ଏହିଭଳି ସଂକେତ ପ୍ରାପ୍ତ ହେଉଛି, ତେବେ ବୁଝି ଯାଆନ୍ତୁ ଯେ ଆସିବାକୁ ଯାଉଛି ଆପଣଙ୍କ..!

ତେବେ ଏହା ଆପଣ ସମସ୍ତେ ଜାଣି ଥିବେ ଯେ ଠାକୁର ଯେବେ ଠାରୁ ଜୀବନ ଗଢିଲେ, ତେବେ ଠାରୁ ପ୍ରତି ଜୀବନ ର ନିଶ୍ଵାସ ଓ ବୟସ ବିଷୟରେ ଆଗରୁ ଲେଖା ହୋଇଛି । କେହି ଅଧିକ କେହି କମ ଦିନ ଏଠି ରହିକି ଯାଆନ୍ତି ନାହିଁ ଯାହାର ଯେତେ ଲେଖା ହୋଇ ଥାଏ ସେ ସେତେ ବର୍ଷ ବଞ୍ଚି ଥାଏ । ତେବେ ଏହା ଗୀତା ରେ ମଧ୍ୟ ଲେଖା ହୋଇଛି ଯେ ଯିଏ ଜନ୍ମ ହୋଇ ଥାଏ ତା ମୃତ୍ୟୁ ଦିନେ ନା ଦିନେ ହୋଇ ଥାଏ ।
ବୋଧେ ଏହି କାରଣ ପାଇଁ ମନୁଷ୍ୟ ମୃତ୍ୟୁ ପାଇଁ ଏତେ ଚିନ୍ତା କରି ଥାଏ ।
– ଶିବପୁରାଣ ଅନୁଯାଇ ଯେତେବେଳେ ମଣିଷ ଅଇନା ଦେଖି ନିଜକୁ ଚିହ୍ନି ପାରେ ନାହିଁ ତେବେ ବୁଝି ଯାଆନ୍ତୁ ଯେ ସେହି ମଣିଷ ମୃତ୍ୟୁ ପାଖେଇ ଆସିଲାଣି । ଯଦି ଏହି ସଂକେତ ବାରମ୍ବାର ଆପଣଙ୍କୁ ଦେଖା ଯାଉଛି ତେବେ ଆପଣଙ୍କ ମୃତ୍ୟୁ ପାଖେଇ ଆସିଲାଣି ।
– ଏହା ଛଡା ବିଷ୍ଣୁ ପୁରାଣ ଅନୁଯାଇ ମୃତ୍ୟୁ ୬ ମାସ ଆଗରୁ ଲୋକ ଜିଭ ଠିକରେ କାମ କରି ନଥାଏ । ଏମିତି ହେଲା ପରେ ଲୋକ ସଠିକ ସୁଆଦ ଜାଣି ପାରନ୍ତି ନାହିଁ ।
– ଯଦି ଆପଣ ଖୋଲା ଆକାଶ ତଳେ ଠିଆ ହୋଇଛନ୍ତି ଏବଂ ସାରା ଆକାଶ ତାରାରେ ଭରପୁର ଅଛି ତଥାପି ଆପଣ କୌଣସି ତାରା ଦେଖି ପାରୁ ନାହାନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ମୃତ୍ୟୁ ପାଖେଇ ଆସିଲାଣି ।
– କୁହା ଯାଏ ଯେ ମୃତ୍ୟୁ ଆଗରୁ ଶରୀର ୫ଟି ଜ୍ଞାନଇନ୍ଦ୍ରିୟ ଯେମିତିକି ଆଖି, ନାକ, କାନ, ଜିଭ ଏବଂ ପାଟି ସଠିକ ଭାବରେ କାମ କରିବା ବନ୍ଦ କରି ଦେଇ ଥାନ୍ତି




