ରାଜ୍ୟ

ମାଟିରେ ମିଶିଲା ବରୁଣେଇ ସଙ୍ଗୀତ ବିଦ୍ୟାଳୟ

ମାଜ ଡିଜିଟାଲ ଡେସ୍କ: ମାଟିରେ ମିଶିଲା ବରୁଣେଇ ସଙ୍ଗୀତ ବିଦ୍ୟାଳୟ। ଏହି କୋଠାକୁ ବିନା କୌଣସି କାରଣରେ ଗୁରୁବାର ଭାଙ୍ଗି ଦିଆଯାଇଛି। କାହିଁକି ଭାଙ୍ଗିଗଲା, ଏ ସଂକ୍ରାନ୍ତରେ ପ୍ରଶ୍ନ କଲେ ପୌର ନିର୍ବାହୀ ଅଧିକାରୀ ନୀରବ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲାରେ କଳା ସଂସ୍କୃତିର ବିକାଶ ପାଇଁ ୧୯୯୦ ମସିହାରେ ଗଠନ ହୋଇଥିଲା ବରୁଣେଇ ସଙ୍ଗୀତ ବିଦ୍ୟାଳୟ।

୧୯୯୬ ମସିହାରେ ଏହା ଖୋର୍ଦ୍ଧା ପୌର ପରିଷଦ ଅଧିନକୁ ଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button