ରାଜ୍ୟ
ଟଏଲେଟରୁ ବିଡା ବିଡା ନୋଟ, ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବାସ ଭବନରେ ଭିଜିଲାନ୍ସ ରେଡ

ଢେ଼ଙ୍କାନାଳ : ଟଏଲେଟରୁ ବିଡା ବିଡା ନୋଟ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ । ଢେ଼ଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେ଼ଙ୍କାନାଳ ବାସ ଭବନରେ ଭିଜିଲାନ୍ସ ରେଡ । ଆଠଟି ଜାଗାରେ ହେଉଛି ଏକା ସାଙ୍ଗରେ ରେଡ । କଟକର ସ୍ଵତନ୍ତ୍ର ଟିମ୍ କରୁଛି ରେଡ । ଢେ଼ଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେ଼ଙ୍କାନାଳ କାଲଟାକ୍ସ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ ।
ସଦର ରେଞ୍ଜ ଅଫିସ ସହିତ ୭ ଟି ଜାଗାରେ ହେଉଛି ଏକା ସାଙ୍ଗ ରେ ଚଢ଼ାଉ । କଟକ ଭିଜିଲାନ୍ସ ର ସ୍ଵତନ୍ତ୍ର ଟିମ୍ କରୁଛୁ ଚଢ଼ାଉ । ଢେ଼ଙ୍କାନାଳର କାଲଟାକ୍ସ ଘରେ ଚାଲିଛି ସମ୍ପତ୍ତି ହିସାବ । ପୂର୍ବରୁ ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ହୋଇ ଥିଲା ଅଭିଯୋଗ ।




