ଏହି ସମୟରେ ମହିଳା ମାନେ ସମ୍ବଦ୍ଧ ବନାଇବା ପାଇଁ ଦିୱାନୀ ହୋଇପଡନ୍ତି… କେଉଁ ସମୟ ଜାଣିଛନ୍ତି କି !

ବିବାହ ପରେ ପୁରୁଷ ଓ ନାରୀ ଅର୍ଥାତ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ସହିତ ସମ୍ବଦ୍ଧ ବନାଇଥାନ୍ତି । କାରଣ ପ୍ରତ୍ଯେକ ବୈବାହିକ ଦମ୍ପତ୍ତି ମାନଙ୍କ ପାଇଁ ଶାରୀରିକ ସମ୍ପର୍କ ରଖିବା ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଅଟେ । ତେବେ ଆଜିକାଲିର ଯୁବପିଢୀ ମାନେ ଅର୍ଥାତ ପୁଅ ଓ ଝିଅ ମାନେ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି । ପୁଅ ଓ ଝିଅ ଉଭୟଙ୍କୁ ଭଲ ପାଇଲେ ସେମାନେ ନିଜ ମଧ୍ୟରେ ସମ୍ବଦ୍ଧ ମଧ୍ୟ ବନାଇଥାନ୍ତି ।
ତେବେ ମହିଳା ମାନେ କିଛି ବିଶେଷ ସମୟରେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ବନାଇବାକୁ ବହୁତ ଇଛା କରିଥାନ୍ତି । ଯେଉଁ ସମୟରେ କି ମହିଳାମାନେ ପୁରୁଷ ସହ ସମ୍ବଦ୍ଧ ବନାଇବା ପାଇଁ ପାଗଳ ପରିହୋଇଯାଇଥାନ୍ତି । ତେବେ ଶାରୀରିକ ବିନା ବୈବାହିକ ଜୀବନ ଅସଂପୂର୍ଣ୍ଣ ଲାଗିଥାଏ । ବିବାହର କିଛି ଦିନ ପରେ ମହିଳାଙ୍କର ବ୍ୟବହାର ଓ ଚାଲିଚଳନୀରେ ଅନେକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ ।
ତେଣୁ ଏହି ସମୟ ମଧ୍ୟରେ ବି ସେ ନିଜ ସ୍ଵାମୀଙ୍କ ସହ ସଂଭୋଗ କରିବାର କାମନା ରଖିଥାନ୍ତି । ହେଲେ ସେହି ସମୟରେ ସେ ନିଜର ବୈବାହିକ ଜୀବନରେ ମଧ୍ୟ ବହୁତ ବ୍ୟସ୍ତ ହୋଇପଡିଥାନ୍ତି । ତାପରେ 30 ରୁ 35 ବର୍ଷର ମହିଳା ମାନେ କିନ୍ତୁ ନିଜ ସ୍ଵାମୀଙ୍କ ପ୍ରତି ବହୁତ ରୋମାଣ୍ଟିକ ହୋଇଯାଇଥାନ୍ତି ।




