ରାତି ସମୟରେ ଶୋଇବା ବେଳେ ଏଭଳି ଭୁଲ କରୁଛନ୍ତି କି ! ଭୟଙ୍କର ପରିଣାମ ବ୍ୟକ୍ତିକୁ ଭୋଗିବାକୁ ପଡିଥାଏ,

ମନୁଷ୍ୟ ନିଜ ଜୀବନରେ ଏମିତି କିଛି କାମ କରି ବସିଥାଏ । ଯେଉଁ କାରଣରୁ ଆଗକୁ ଯାଇ ସେହି ବ୍ୟକ୍ତିକୁ ଅନେକ କିଛି ବିପଦର ସାମ୍ନା କରିବାକୁ ପଡିଥାଏ । ଶାସ୍ତ୍ର ଅନୁଯାଇ ସମସ୍ତ କାର୍ଯ୍ୟକୁ କରିବାର ସଠିକ ଉପାୟମାନ ମଧ୍ୟ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ରାତ୍ରୀ ସମୟରେ ବ୍ୟକ୍ତି ନିଜ ଶୋଇବା ପୂର୍ବରୁ ଏଭଳି କିଛି ଯେପରି ନକରୁ । ଯଦି ରାତିରେ ଶୋଇବା ସମୟରେ ଏହି ସବୁ କାମ କରିଥାନ୍ତି । ତେବେ ସେହି ବ୍ୟକ୍ତିର ଧନହାନୀ ହୋଇଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତିକୁ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡିଥାଏ ।
1- ଶୋଇବା ସମୟରେ କେବେବି ମୁଣ୍ଡ ପାଖରେ ପର୍ସ ରଖିକି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଘରର ଖର୍ଚ ବୃଦ୍ଧି ପାଇଥାଏ । ସେହି ବ୍ୟକ୍ତିର ଆର୍ଥିକ ସ୍ଥିତି ମଧ୍ୟ ସବୁବେଳେ ଖରାପ ରହିଥାଏ । ତେଣୁ ଶୋଇବା ସମୟରେ ମୁଣ୍ଡ ପାଖରେ ଟଙ୍କା କି ପର୍ସ ଆଦି ଜିନିଷ ରଖନ୍ତୁ ନାହିଁ ।
4- ବ୍ୟକ୍ତି ଶୋଇବା ସମୟରେ ସୁନା କି ଚାନ୍ଦିର ଜିନିଷକୁ ନିଜ ମୁଣ୍ଡ ପାଖରେ ଥୋଇକି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ସୌଭାଗ୍ୟ ବଦଳରେ ସେହି ବ୍ୟକ୍ତିର ଜୀବନ ଦୁର୍ଭାଗ୍ୟ ପରିସ୍ଥିତି ଆସିଯାଇଥାଏ ।
5- ଶୋଇବା ସମୟରେ ବ୍ୟକ୍ତି ମୁଣ୍ଡ ପାଖରେ ଧାତୁରେ ତିଆରି କୌଣସି ଚାବି ମୁଣ୍ଡ ପାଖରେ ଥୋଇ ଶୋଇବା ଉଚିତ ନୁହେଁ ।




