IBN ଓଡ଼ିଶା ବ୍ୟୁରୋ

ଘରକୁ ବୋହୁ ଆସିଲା ପରେ କିପରି ଚଳିବା ଉଚିତ ! ବାର୍ଦ୍ଧକ୍ୟ ଅବସ୍ଥା ସମୟରେ ପାଳନ୍ତୁ କରନ୍ତୁ ଏହି 4 ନିୟମ !

ଗୋଟିଏ ଝିଅ ବୋହୁ ହେବା ପରେ ତାକୁ ଶାଶୁ ଶଶୁର ରୂପରେ ନୂଆ ବାପା ମାଆ ମିଳିଥାନ୍ତି । ଯଦି ଶାଶୁ ଶଶୁର ବୋହୁକୁ ଝିଅ ଭଳି ଦେଖିବେ ତେବେ କିଛି କଥା ନାହିଁ ସବୁ ଠିକ ଚାଲିବ କିନ୍ତୁ ଯଦି ଭୁଲରେ ବି ଶାଶୁ ଶଶୁର ଏହି କିଛି ଭୁଲ କରିଦିଅନ୍ତି ତେବେ ବୃଦ୍ଧା ଅବସ୍ତାରେ ବୋହୁ ଠାରୁ ନିର୍ଯାତନା ମିଳିବାର ସମ୍ଭାବନା ରହିଥାଏ । ସେହିଭଳି ବୋହୁର ମଧ୍ୟ କର୍ତ୍ତବ୍ୟ ହୋଇଥାଏ ଶାଶୁ ଶଶୁରଙ୍କୁ ବାପା ମାଆ ଭଳି ଭଲ ପାଇବା ପାଇଁ । ତେବେ ଆସନ୍ତୁ ଜାଣିବା ଏହା ସମ୍ବନ୍ଧୀୟ ରହିଥିବା ଏକ ସୁନ୍ଦର କାହାଣୀ ।

 

ଏକ ଗ୍ରାମରେ ଜଣେ ସେଠ ରହୁଥିଲେ ତାଙ୍କର ଏକ ଯବାନ ପୁତ୍ର ଟିଏ ଥିଲା । ଏହାପରେ ସେ ଯାଇ ତାଙ୍କ ଧର୍ମପତ୍ନୀଙ୍କୁ କହିଲେ ପୁଅ ଆମର ବଡ ହୋଇଗଲାଣି ତାର ବିବାହ କରାଇ ଦେବା ଉଚିତ । ଉଭୟ ବାପା ମାଆ ମିଶି ପୁଅ ପାଇଁ ଝିଅଟିଏ ଖୋଜିଲେ ଆଉ ବିବାହ କରା ଦେଲେ । ବର୍ତ୍ତମାନ ତାଙ୍କ ଘରକୁ ନବ ବୋହୁ ଆସି ସାରିଥିଲା ।

ଗିଲା ସେଠ ତାଙ୍କ ପୁଅକୁ ଅଟକାଇ କହିଲେ ଭୁଲ ସମସ୍ତଙ୍କ ଦ୍ଵାରା ହୁଏ ଏଥିରେ ଗାଳି କରିବାର କଣ ଅଛି ।

 

ଭୋଜନ ପରେ ସେଠ ପୁଅ ସହ ବାହାରକୁ ବିଲବାକୁ ଗଲାବେଳେ ପୁଅ ପଚାରିଲା ବାପା ରୁମେ ମତେ କାହିଁକି ଅଟକାଇଲ । ସେଠ କହିଲେ ଥରେ ଭୁଲ ହେଲେ ତାହାକୁ ଅଣଦେଖା କରିବା ଉଚିତ । ଯଦି ବାରମ୍ବାର ଭୁଲ ହେବ ତେବେ ଯାଇ ଉପଦେଶ ଦେବା ଉଚିତ । କେବେବି ଘରର ବୋହୁକୁ ସବୁ କଥାରେ ଅପମାନ ଦେବା ଉଚିତ ନୁହେଁ । ବରଂ ତାକୁ ଠିକ ଭୁଲ ଭଲରେ ବୁଝାଇବା ଉଚିତ ।

ସେଠ ଏହା ମଧ୍ୟ ନିଜ ପୁଅକୁ ବୁଝାଇଲେ କି କେବେ ବି ସ୍ଵାମୀ ସ୍ତ୍ରୀ ଭିତର କଥା କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଜଣାଇବା ଉଚିତ ନୁହେଁ । ସବୁଠାରୁ ପ୍ରମୁଖ କଥା ଶାଶୁ ଶଶୁରଙ୍କ ପାଇଁ ଯଦି ଆପଣଙ୍କ ବୋହୁ ଦ୍ଵାରା କିଛି ଭୁଲ ହେଉଛି ତେବେ ତାହାକୁ କ୍ଷମା କରିଦେବା ଉଚିତ ।

 

ବୋହୁକୁ ଭଲରେ ବୁଝାଇବା ଦରକାର । କେବେବି ଟିକିଏ ଭୁଲ ପାଇଁ ଅପମାନ ଦେବା ଉଚିତ ନୁହେଁ । ଏହା ସହିତ ସେଠ ଏହା ମଧ୍ୟ କହିଲେ କି କୌଣସି ବି ଖରାପ ପରିସ୍ଥିତିରେ କେବେ ବି ନିଜ ବୋହୁର ହାତ ବା ସ୍ଵାମୀ ତା ସ୍ତ୍ରୀର ହାତ ଛାଡିବା ଉଚିତ ନୁହେଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button