ରାଜନୀତି

ଅନାସ୍ଥା ବିତର୍କରେ ବିଜେଡି କୁ ୧୬ ମିନିଟ – Ibnodisha

[ad_1]

ବ୍ୟୁରୋ : ଅନାସ୍ଥା ବିତର୍କ ରେ କହିବାକୁ ବିଜେଡି କୁ ମିଳିଲା ୧୬ ମିନିଟ ସମୟ | କେଉଁ ଦଳ କେତେ ସମୟ କହିବେ ସମୟ ବାଣ୍ଟିଲେ ବାଚସ୍ପତି | ଡ଼ିଏମକେ ଏବଂ ଟିଏମକେ ୩ ମିନିଟ ଲେଖାଏଁ | ୱାଇଏସଆରସିପି କୁ ୨୯ ମିନିଟ | ଶିବସେନା ୨୪ ,ଜେଡିୟୁ ୨୧,ବିଆରଏସ ୧୨ ଓ ଏଲପିଜି ୮ କୁ ମିନିଟ | ଏସପି,ଏନସପି,ସିପିଆଇ ,ଟିଡିପି , ଅକଳି,ଆପ୍ କୁ ୫୨ ମିନିଟ | ଏଆଇଏଡିଏମକେ ,ଆଜସୁ ,ଏମଏନଏଫ, ଏନପିପି କୁ ୧୭ ମିନିଟ |

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button