ରାଜ୍ୟ

ନାମଲେଖା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ – Ibnodisha

[ad_1]

ଭୁବନେଶ୍ୱର: ସ୍କୁଲରେ ନାମଲେଖା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ।  ଏନେଇ ସମସ୍ତ ଜିଲ୍ଲା ଶିକ୍ଷାôକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ । ଆଧାର କାର୍ଡ ଥାଉ ବା ନଥାଉ ସ୍କୁଲରେ ନାମଲେଖାଇ ପାରିବେ । ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିପାରିବେ । କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ଆଧାର ଦାବି କରିବା ଦୃଷ୍ଟିକୁ ଆସିଛି । ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି ପାଇଁ ଡିଇଓଙ୍କୁ ସଚିବଙ୍କ ନିର୍ଦ୍ଦେଶ ।

ସୁଶାନ୍ତ ସିଂହ ରାଜପୁତଙ୍କ ଏଆଇ-ସୃଷ୍ଟ ଛବି ଭାଇରାଲ: ନେଟିଜେନଙ୍କ ମିଶ୍ର ପ୍ରତିକ୍ରିୟା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button