IBN ଓଡ଼ିଶା ବ୍ୟୁରୋ

ଘରକୁ ସ୍ଵର୍ଗ କରି ଦିଅନ୍ତି ଏହି 7 ଟି ଲକ୍ଷଣର ସ୍ତ୍ରୀ, ଶୁଣନ୍ତୁ ଏହି ଜ୍ଞାନବର୍ଦ୍ଧକ କାହାଣୀ

ଘର କୁ ସ୍ଵର୍ଗ କରିଥାଏ ଏହି ସାତ ଲକ୍ଷଣ ଥିବା ସ୍ତ୍ରୀ । କିନ୍ତୁ ଏହା ଜାଣିବା ପୁର୍ବରୁ ଏକ କାହାଣୀ ବିଷୟରେ ଜାଣିବା । ଆଗ କଳାରେ ଏକ ବୁଦ୍ଧିମାନ ରାଜା ରହିଥିଲେ ଥରେ ସେ ରାଜ୍ୟ ଭ୍ରମଣ ପାଇଁ ଯାଇଥାଇଲେ । ସେହି ସମୟରେ ସେ ଗୋଟେ ସୁନ୍ଦର ସ୍ତ୍ରୀଙ୍କୁ ଦେଖିଲେ ଏବଂ ତାହା ପ୍ରତି ମୋହିତ ହୋଇଯାଇଥିଲେ । ସେହି ସ୍ତ୍ରୀ ଦେଖିବାକୁ ଅତ୍ୟଧିକ ସୁନ୍ଦର ଥିଲେ ସେହି ରାଜା ସ୍ତ୍ରୀ ପାଖ କୁ ଯାଇ କହିଲେ ହେ କନ୍ୟା ତମେ କିଏ ଓ ଆପଣଙ୍କ ଘର କେଉଠାରେ ମୁଁ ଆପଣଙ୍କୁ ଦେଖି ମୋହିତ ହୋଇଗଲି  ଏବଂ ମୁଁ ଆପଣଙ୍କୁ ବିବାହ କରିବାକୁ ଚାହୁଛି ।

 

ଏହା ଶୁଣି ସେ କନ୍ୟା ତାହାଙ୍କୁ କହିଲା ହଁ ମୁଁ ତୁମକୁ ବିବାହ କରିବାକୁ ସହମତ ଅଟେ , କିନ୍ତୁ ରାଜା ଆପଣ ଆସି ମୋ ପିତାମାତାଙ୍କୁ ପଚାରନ୍ତୁ । କାରଣ ପିତାମାତା ମତେ ଜନ୍ମ ଦେଇଛନ୍ତି ତେଣୁ ତାଙ୍କ ସହମତ ବିନା ମୁଁ କିଛି କରିପାରିବି ନାହିଁ । ସେହି କନ୍ୟାର ପିତା ମଧ୍ୟ ରାଜା ଥିଲା ସେହି କନ୍ୟା ରାଜାକୁମାରୀ ଥିଲେ । ରାଜା ଏହା ଶୁଣି କନ୍ୟାର ପିତାଙ୍କୁ ପଛାରିଲେ , ରାଜା ମଧ୍ୟ ସହମତି ଦେଇଥିଲେ ଉଭୟଙ୍କ ବିବାହ ହୋଇଥିଲା ।

ରାଜା ତାଙ୍କ ସୁନ୍ଦରୀ ପତ୍ନୀଙ୍କୁ ତାଙ୍କ ରାଜ୍ୟଙ୍କୁ ନେଇଯିବା ବିଷୟ କୁ ନେଇ ଅତ୍ୟଧିକ ପ୍ରସନ୍ନ ହୋଇଯାଇଥାଇଲେ । ସେହି ଦିନଠାରୁ ସମସ୍ତ ବିଷୟ ଛାଡି ରାଣୀ ଙ୍କ ପଛରେ ରହୁଥିଲେ । ଥରେ ସେ ବାହାର କୁ ଶିକାର କରିବାକୁ ଯାଇଥିଲେ ଏବଂ ହରିଣର ଶିକାର କରିଥିଲେ ତାଙ୍କ ମନରେ ଆସୁଥିବା  ଯୋଜନା ଅନୁସାରେ ରାଣୀଙ୍କ ପ୍ରେମ କୁ ପରୀକ୍ଷା କରିବା ପାଇଁ ତାଙ୍କ ମିଛ ମୃତ୍ୟୁ କଥା କହିଲେ ଏହା ଶୁଣି ରାଣୀ ସେହି କ୍ଷଣି ମୃତ୍ୟୁବରଣ କରିଦେଇଥିଲେ ପରେ ରାଜା ଶୁଣି ବହୁତ ରୋଦନ କରିଥିଲେ ଜଣେ ସାଧୁ ଆସି ରାଣୀଙ୍କୁ ପୂର୍ଣ୍ଣ ବାର ଜୀବିତ କରିଥିଲେ ।

 

ସେହି ଦିନ ଠାରୁ ରାଜା ରାଣୀକୁ ଅନ୍ଧ ଭାବରେ ପ୍ରେମ କରୁଥିଲେ । ମାତ୍ର ରାଣୀ ଅଶ୍ଵସେନା ନାମ ଯୁବକଙ୍କୁ ପ୍ରେମ କରି ରାଜାଙ୍କୁ ଧୋକା ଦେଉଥିଲେ । ଥରେ ରାଜାଙ୍କ ଭାଇ ତାଙ୍କୁ କହିବାକୁ ଚାହିଲେ କିନ୍ତୁ ରାଣୀ ଚତୁରତା ସହ ତାଙ୍କୁ ରାଜ୍ୟରୁ ବହିସ୍କାର କରିଦେଇଥିଲେ । ଥରେ ଜଣେ ସାଧୁ ରାଜାଙ୍କୁ ଅମର ହେବା  ପାଇଁ ଫଳ ଦେଇଥିଲେ ରାଜା କିନ୍ତୁ ସେହି ଫଳ କୁ ରାଣୀଙ୍କୁ ଦେଇଥିଲେ ରାଣୀ ତାହାକୁ ତାଙ୍କ ପ୍ରେମିକଙ୍କୁ ଦେଲେ ସେ ପ୍ରେମିକ ଜଣେ ବେଶ-ୟ-ଆ କୁ ଦେଲେ ।

 

ସେହି ବେଶ-ୟ-ଆ ଯେତେ ଆଣି ରାଜା କୁ ଦେଲା ତେବେ ସବୁ ସତ୍ୟ ରାଜା ଜାଣି ଗଲେ ରାଣୀଙ୍କ ଧୋକା ଯୋଗୁ ବହୁତ କ୍ରୋନ୍ଦନ କରିଥିଲେ । ତେଣୁ ସ୍ତ୍ରୀ ପ୍ରତି ଏତେ ବି ମୋହିତ ହେବା କଥା ନୁହେଁ । ଯେଉଁ ସ୍ତ୍ରୀମାନଙ୍କ  ପାଖରେ ଏହି ସାତ ଗୁଣ ରହିଥାଏ ସେ ସ୍ତ୍ରୀ ଘର କୁ ସ୍ଵର୍ଗ କରିଥାଏ । ପ୍ରଥମ ଯେଉଁ  ସ୍ତ୍ରୀ ତାଙ୍କ ସ୍ଵାମୀଙ୍କୁ ନାମ ଧରି ଡାକିନଥାଏ , 2-ଯେଉ ସ୍ତ୍ରୀ ସକାଳେ ଉଠି ସ୍ଵାମୀଙ୍କ ପାଦ ଚୁଇ ଥାଏ ସେ ସ୍ତ୍ରୀ ଘର କୁ ସ୍ଵର୍ଗ କରିଥାଏ ।

 

3-ଯେଉଁ ସ୍ତ୍ରୀ ସ୍ଵାମୀଙ୍କୁ ମିଛ କହିନଥାଏ ଏବଂ 4-ଯେଉଁ ସ୍ତ୍ରୀ ପରିବାର ର କଥା କୁ ଅନ୍ୟମାନଙ୍କ ଆଗରେ କହିନଥାଏ । 5- ଯେଉଁ ସ୍ତ୍ରୀ ଘରେ ଅଇଠା ବାସନ ଛାଡନ୍ତି ନାହିଁ । 6- ଯେଉଁ ସ୍ତ୍ରୀ ସ୍ଵାମୀ ଶାଶୁ ଶଶୁରଙ୍କ ସାମ୍ନାରେ ଲାଜ କରି  କଥାଏ ହୋଇଥାଏ । 7- ଯେଉଁ ସ୍ତ୍ରୀ ଘରେ ଏକତା ବଜାୟ କରି  ରଖିଥାଏ  ଏହି ସାତ ଟି ଲକ୍ଷଣ ଥିବା ସ୍ତ୍ରୀ ଘରକୁ ସ୍ଵର୍ଗ କରିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button