IBN ଓଡ଼ିଶା ବ୍ୟୁରୋ

ହିଞ୍ଜିଳିରେ କାହିଁକି କମିଲା ଭୋଟ ହାର ?

୨୦୨୪ ସାଧାରଣ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରୁ ଲଗାତର ଷଷ୍ଠଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଶରତ ମହାପାତ୍ରଙ୍କ ଉପରେ ବର୍ଷିଛନ୍ତି ନିଜ ଦଳର ନେତା। ଗତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଭୋଟ ହାର କମିବା ପଛରେ ନିଜ ଦଳର ନେତାଙ୍କ ହାତ ଥିବା ରୋକଠୋକ କହିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button