ପଢିବାର 15 ମିନିଟ ପୂର୍ବରୁ ଏହା କରନ୍ତୁ ଆଉ ଦେଖନ୍ତୁ ପାଠ କେତେ ଶୀଘ୍ର ମନେ ରହୁଛି

ସବୁ ଷ୍ଟୁଡେଣ୍ଟ ସହିତ ଏହି ପ୍ରବଲେମ ହୋଇଥାଏ କି ଯେବେ ଆମେ ପଢିବାକୁ ବସିଥାଉ ଆଉ ଭାବି ୩ ଘଣ୍ଟାରେ ଏହି ୫ଟି ବିଷୟ ମନେ ରଖିକି ହିଁ ଉଠିବୁ କିନ୍ତୁ ୧୦ ମିନିଟ ପରେ ଆମ ମାନଙ୍କ ମନ ଆଉ କେଉଁ ଦୁନିଆକୁ ପଳାଏ । ଆଉ ଆମ ହାତରେ ଯେଉଁ ପେନ୍ କିମ୍ବା ପେନ୍ସିଲ ଥାଏ ତା ସହ ଆମେ ଖେଳି ଥାଉ । ଆଉ ଏହି ପେନ୍ କିମ୍ବା ପେନ୍ସିଲ ଯେବେ ଆମ ହାତରୁ ତଳେ ଖସେ ସେବେ ଆମର ହୋସ ଆସିଯିବ ।
ଆମେ ସେତେବେଳେ ଭାବୁ କାହିଁକି ଆମେ ଫୋକୋଷ କରିପାରୁନୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦୁଇଟି ଉପାୟ ବିଷୟରେ କହିବୁ ଆପଣଙ୍କୁ ଏହି ଦୁଇ ଉପାୟ ମଧ୍ୟରେ ଯେଉଁ ଉପାୟ ଠିକ ଲାଗିବ ଆପଣ ତାହା ପଢିବାର ୧୫ ମିନିଟ ପୂର୍ବରୁ କରିବେ । ତା ପରେ ଦେଖିବେ ଆପଣଙ୍କୁ ପାଠ କେମିତି ମନେ ରହୁଛି । ନିଶ୍ଚୟ ଭଲ ଫଳ ମିଳିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଗୀତ ଶୁଣିବା ସମୟରେ ଆପଣ କୌଣସି ଗୋଟିଏ ବାଜା ଉପରେ ଧ୍ୟାନ କରି ଶୁଣନ୍ତୁ । ଗୋଟେ ସମୟରେ ଆପଣଙ୍କୁ ଗୀତର ଲିରିକ୍ସ ଆଉ ମୁଜିକ ଛଡା କେବଳ ସେହି ଶବ୍ଦ ଶୁଭିବ । ଏହା ପରେ ଆପଣ ପାଠ ପଢନ୍ତୁ ଦେଖିବେ ଆପଣ ଫୋକୋଷ କରିପାରିବେ