IBN ଓଡ଼ିଶା ବ୍ୟୁରୋ

ଘରୁ ଆସୁଥିଲା ଅଜବ ଶବ୍ଦ, ଗଦି ଉଠାଇବା ପରେ ଯାହା ଦେଖିଲେ ଉଡିଗଲା ହୋସ୍‌..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ସାମ୍ନାକୁ ଆସିଥାଏ । କିଛି ଭିଡିଓ କୌତୁକିଆ ହେବା ସହ କିଛି ଭୟଭୀତ କରିଥାଏ । ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିଛି । ଜଣେ ବ୍ୟକ୍ତି ଗଦି ତଳୁ ଆସୁଥିବା କିଛି ଅଜବ ଶବ୍ଦ ଶୁଣିଲେ । ଏହାପରେ ସେ ବନ୍ୟଜନ୍ତୁ ଉଦ୍ଧାରକାରୀଙ୍କୁ ଡାକିଥିଲେ ।ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ଆସି ଗଦିକୁ ଉଠାଇଥିଲେ । ମାତ୍ର ତା’ପରେ ଯାହା ଦେଖିଲେ ତାଙ୍କ ହୋସ୍‌ ଉଡିଗଲା ।

Related Articles

Leave a Reply

Your email address will not be published. Required fields are marked *

Back to top button