ରାଜ୍ୟ

ଶିଶୁ ଉପରେ ଗାଡ଼ି ଚଢାଇଦେଲେ ଟେମ୍ପୋ ଚାଳକ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗାଜିଆବାଦ: ଗାଜିଆବାଦ ମହାନଗର ନିଗମର ଟେମ୍ପୋ ଚାଳକଙ୍କ ଚରମ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। କେଲା ଭଟ୍ଟା ୱାର୍ଡ ନମ୍ବର ୯୩ରେ ମହାନଗର ନିଗମର ଟେମ୍ପୋ ଡ୍ରାଇଭର ଜଣେ ଶିଶ ଉପରେ ଗାଡ଼ି ଚଢାଇ ଦେଇଛନ୍ତି।

ଗୁରୁତର ଅବସ୍ଥାରେ ଶିଶୁକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ\\ଘଟଣାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଏଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, କିପରି ଟେମ୍ପୋ ଚାଳକ ଶିଶୁ ଉପରେ ଗାଡ଼ି ଚଢାଇ ଦେଉଛନ୍ତି। ଦୁଇ ଜଣ ଶିଶୁ ହାତ ଧରାଧରି ହୋଇ ରାସ୍ତାରେ ଡିଆ ହୋଇଥିବାବେଳେ ଟେମ୍ପୋଟି ଗୋଟିଏ ଶିଶୁକୁ ପ୍ରଥମେ ଧକ୍କା ଦେଇ ପରେ ତା’ଉପରେ ଚଢିଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button