IBN ଓଡ଼ିଶା ବ୍ୟୁରୋ

ଘିଅ ସହ କଣ ଲଗାଇଲେ ଫଟା ଗୋଇଠି ମୂଳରୁ ଭଲ ହୋଇଥାଏ ?

ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

 

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ଅନେକ ସମୟରେ ଅନେକ ଲୋକ ଜାଣି ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଘରେ ବିଲେଇ ଛୁଆ ଜନ୍ମ ହେଲେ ଘରକୁ କଣ ଆସିଥାଏ ?

ଉତ୍ତର- ଖୁସି ଆସିଥାଏ ।

2- କେଉଁ ଫଳ ଖାଇଲେ ଶରୀରର କ୍ଷତ ଜଲ୍ଦି ଠିକ ହୁଏ ?

ଉତ୍ତର- ବାଦାମ ।

3- କେଉଁ ଜୀବ ର କେବେ ବି ଆଖି ପତା ପଡି ନ ଥାଏ ?

ଉତ୍ତର- ମାଛ ।

4- ତାଜମହଲ ଭିତରେ ସମୁଦାୟ କେତୋଟି କୋଠରି ରହିଛି ?

ଉତ୍ତର- 22 ଟି ।

5- ବିଶ୍ଵ ର କେଉଁ ଦେଶରେ ସବୁଠାରୁ ବଡ ସ୍କୁଲ ରହିଛି ?

ଉତ୍ତର- ଭାରତ ।

6- ବିଶ୍ଵର କେଉଁ ଦେଶ କ୍ଷେତ୍ରଫଳ ଅନୁସାରେ ସବୁଠାରୁ ବଡ ଦେଶ ଅଟେ ?

ଉତ୍ତର- ରୁଷିଆ ।

7- ବିଶ୍ଵ ର କେଉଁ ଦେଶରେ ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଜଣେ ମହିଳା ହୋଇଥିଲେ ?

ଉତ୍ତର- ବ୍ରିଟେନ ।

8- ପ୍ରତି ଦିନ ତରଭୁଜ ଖାଇବା ଦ୍ଵାରା କେଉଁ ମାରାତ୍ମକ ରୋଗ ଠିକ ହୋଇଥାଏ ?

ଉତ୍ତର- ହାଇ ବ୍ଲଡ଼ ପ୍ରେସର ।

 

9- ପୃଥିବୀ ପୃଷ୍ଠ ରେ ସବୁଠାରୁ ଅଧିକ କଣ ମିଳିଥାଏ ?

ଉତ୍ତର- ଅକ୍ସିଜେନ ।

10- ମଣିଷ ଆଖି କେତେ କିଲୋ ମିଟର ଦୂର ପର୍ଯ୍ଯନ୍ତ ଦେଖି ପାରିଥାଏ ?

ଉତ୍ତର- 20 କିଲୋ ମିଟର ।

11- କେଉଁ ଦେଶରେ ଡି ମୁଣ୍ଡିଆ କଇଁଛ ଦେଖା ଯାଆନ୍ତି ?

ଉତ୍ତର- ଆମେରିକା ।

12- କେଉଁ ପଶୁ ର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ ?

ଉତ୍ତର- ହିପୋ ।

13- ଇଂରେଜ ମାନେ ଭାରତକୁ କେତେ ବର୍ଷ ଶାସନ କରିଥିଲେ ?

ଉତ୍ତର- 200 ବର୍ଷ ।

14- କେଉଁ ଫଳକୁ ଅମୃତ ଫଳ ବୋଲି କୁହାଯାଏ ?

ଉତ୍ତର- ପିଜୁଳି ।

15- ଭାଲୁର କରୋଟି ଦାନ୍ତ ଥାଏ ?

ଉତ୍ତର- 42ଟି ।

16- ଘିଅ ସହ କଣ ଲଗାଇଲେ ଫଟା ଗୋଇଠି ମୂଳରୁ ଭଲ ହୋଇଥାଏ ?

ଉତ୍ତର- କର୍ପୁର ।

Related Articles

Leave a Reply

Your email address will not be published. Required fields are marked *

Back to top button