IBN ଓଡ଼ିଶା ବ୍ୟୁରୋ

ନିତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣି ରଖନ୍ତୁ

ଭଗବାନଙ୍କୁ ଆରାଧନା କରିବାର ଅନେକ ଉପାୟ ରହିଛି। ହିନ୍ଦୁ ଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରକୁ ସବୁଠାରୁ ଉତ୍ତମ ମନ୍ତ୍ର କୁହାଯାଇଛି। ଏହି ଗାୟତ୍ରୀ ମନ୍ତ୍ର ଜପ କରିବାରେ ମିଳିଥାଏ ଅନେକ ସୁଫଳ। ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖର ସଞ୍ଚାର ହୋଇଥାଏ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଶରୀର ନିରୋଗ ରହିଥାଏ। ବ୍ୟକ୍ତିକୁ ଯଶ, ପ୍ରସିଦ୍ଧି ଏବଂ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ଏହି ମନ୍ତ୍ର ଜପ କରିବା ଫାଇଦା।

ଚାରୋଟି ବେଦ ମିଶି ଗାୟତ୍ରୀ ମନ୍ତ୍ରର ସୃଷ୍ଟି ହୋଇଛି। ଭଗବାନ ସୂର୍ଯ୍ୟଙ୍କର ସ୍ତୁତିରେ ଗାୟନ କରାଯାଉଥିବା ଏହି ମନ୍ତ୍ରର ଅର୍ଥ ହେଉଛି ପ୍ରାଣସ୍ୱରୂପ, ଦୁଃଖନାଶକ, ସୁଖସ୍ୱରୂପ, ଶ୍ରେଷ୍ଠ ତେଜସ୍ୱୀ, ପାପନାଶକ,ଦେବସ୍ୱରୂପ ପରମାତ୍ମାଙ୍କୁ ଆମେ ଅନ୍ତଃ କରଣରେ ଧାରଣ କରିବା, ସେହି ପରମାତ୍ମା ଆମର ବୁଦ୍ଧିକୁ ସତ୍ୟ ମାର୍ଗରେ ପ୍ରେରିତ କରନ୍ତୁ।

ଗାୟତ୍ରୀ ମନ୍ତ୍ର :
ଓଁ ଭୂର୍ଭୁବଃ ସ୍ୱଃ
ତସ୍ତବିତୁର୍ବରେଣ୍ୟଂ
ଭର୍ଗୋ ଦେବସ୍ୟଃ ଧୀମହି
ଧୀୟୋ ୟୋ ନଃ ପ୍ରଚୋଦୟାତ

ନିତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣି ରଖନ୍ତୁ

ଏହି ସରଳ ମନ୍ତ୍ରକୁ ଯେଉଁ ସମୟରେ ମଧ୍ୟ ଜପ କରି ହେବ। ମାତ୍ର ଶାସ୍ତ୍ର ଅନୁଯାୟୀ ଏହାକୁ ଦିନକୁ ୩ ଥର ଜପ କରିବା ଉଚିତ।
ପ୍ରାତଃ କାଳରେ ସୂର୍ଯ୍ୟୋଦୟ ପୂର୍ବରୁ ଓ ସୂର୍ଯ୍ୟୋଦୟ ପରେ।
ଦ୍ୱିପହରେ। ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ।

ନିତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣି ରଖନ୍ତୁ

ହିନ୍ଦୁ ଧର୍ମରେ ଗାୟତ୍ରୀ ମନ୍ତ୍ରର ବିଶେଷ ମାନ୍ୟତା ରହିଛି। ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ, ଚେହେରାରେ ଚମକ ବଢିଥାଏ। ସୁଖ ପ୍ରାପ୍ତି, କ୍ରୋଧର ହ୍ରାସ, ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button