ରାଜ୍ୟ

ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ

ନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ । ଆଉ ଏହାର ପ୍ରମାଣ ହେଉଛି ଏହି ଡକ୍ୟୁମେଣ୍ଟ । ଆଇ.ଡି ଟି ହେଉଛି, ଖପ୍ରାଖୋଲ ବ୍ଳକ ଦମେଇପାଲି ଗ୍ରାମ ପଂଚାୟତ ଅର୍ନ୍ତଗତ କେଛୋବାହାଲ ଗାଁର ହଳଧର ଭୋଇଙ୍କର । ମନରେଗା ପୋର୍ଟାଲ କହୁଛି, ୨୦୨୦ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଗାଁରେ ହୋଇଥିବା ବିଭିନ୍ନ ମନରେଗା କାମରେ ହଳଧର ନିୟୋଜିତ ହୋଇଥିଲେ ।

ତାଙ୍କ ନାଁରେ ଉଠିଛି ହଜାର ହଜାର ଟଙ୍କା । କିନ୍ତୁ ସତ୍ୟତା ହେଉଛି ହଳଧର କେବେ ମନରେଗାରେ କାମ କରିନାହାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button