!୩ ଦିନ ଲଗାତାର ସକାଳେ ଖାଲିପେଟରେ ପିଜୁଳି ପତ୍ର ଖାଇବାର ଲାଭ ଜାଣିଲେ ଆଶ୍ଚର୍ଯ୍ୟ ହେବେ !
ପିଜୁଳି ତ ଆମେ ସମସ୍ତେ ଖୁବ ଅଧିକ ଖାଇଥାଉ । କିନତ୍ୟୁ ସଦାହରଣ ଦେଖା ଯାଉଥିବା ଏହି ପିଜୁଳି ର ପତ୍ରରେ ଥିବା ଔଷଧୀୟ ଗୁଣ ବିଷୟ ରେ ବୋଧ ହୁଏ ଆମ ସମସ୍ତଙ୍କ ମଧ୍ୟରେ ଜଣେ କେହି ହିଁ ଜାଣି ଥାଇ ପାରନ୍ତି । ସାଧାରଣ ଦେଖା ଯାଉଥିବା ଏହି ପିଜୁଳି ପତ୍ର ରେ ଭିଟାମିନC ବହୁଳ ମାତ୍ରା ରେ ମିଳିଥାଏ । ଏହା ସହ ଆହୁରି ଅନେକ ପ୍ରକାର ଭିଟାମିନ୍ସ ଓ ମିନେରାଲ୍ସ ମଧ୍ୟ ଏଥିରେ ଭରି ହୋଇ ରହିଥାଏ ।
ଯାହା ଫଳରେ ଏହି ପିଜୁଳି ପତ୍ର ଆମ ଶରୀର ପାଇଁ ଖୁବ ଲାଭଦାୟୀ ହୋଇ ପାରିଛି । ଯଦି କାହାକୁ ଡେଙ୍ଗୁ ବା ଥଣ୍ଡା ସର୍ଦ୍ଦି ବା କାସ ଆଦି କିଛି ହୋଇଥାଏ, ତେବେ ସେହି ବ୍ୟକ୍ତି ଯଦି ସକାଳେ ଉଠି ଖାଲି ପେଟ ରେ ମାତ୍ର 3 ଟି ପିଜୁଳି ପତ୍ର କୁ ଚୋବାଇ ଖାଇଦିଏ ତାହାହେଲେ, ସେହି ବ୍ୟକ୍ତି ଶରୀର ରେ କମି ଯାଇଥିବା ରକ୍ତ କୋଷିକା ଗୁଡିକ ଖୁବ ଶୀଘ୍ର ପୁନଃ ପୁରି ଯାଇଥାଏ ।
ଡେଙ୍ଗୁ ହୋଇଥିବା ବ୍ୟକ୍ତି ଯଦି 5 କପ ପାଣି ରେ 10 ଟି ପିଜୁଳି ପତ୍ର କୁ ପକାଇ ସେହି ପାଣି କୁ ଭଲ ଭାବରେ ଫୁଟାଇ ଥର ସେବନ କରେ ହ ଦ୍ଵାରା ସେ ରୋଗ ମୁକ୍ତ ହୋଇ ପାରେ । ବନ୍ଧୁଗଣ ମାନେ ରଖିବେ ଫୁଟାଇବା ସମସ୍ୟରେ ଯେପରି ସେହି 5 କପ ପାଣି ଫୁଟି ଫୁଟି 2 କପ ହୋଇଯାଏ । ତାହା ପରେ ହିଁ ଆପଣ ସେବନ କରିବେ ।
ଆଜିର ସମୟରେ ପ୍ରାୟତଃ ସମସ୍ତ ଙ୍କ ଠାରେ ମେଡ ବାହୁଲତା ଜନିତ ସମସ୍ଯା ଦେଖିବାକୁ ମିଳୁଛି । ଏ[ପରି ରେ ଯଦି କେହି ନିଜର ବଢିଥିବା ଚର୍ବି କୁ କମାଇବାକୁ ଇଚ୍ଛା ଅକରିଥାନ୍ତି, ତେବେ ଆପଣ ସକାଳୁ ଉଠି କେବଳ 3 ଟି ପିଜୁଳି ପତ୍ର କୁ ଚୋବାଇ ଖାଇବା ଦ୍ଵାରା ଏହା ଶରୀରର ମେଟାବୋଲିଜିମ କୁ ତେଜ କରି ଦେଇଥାଏ, ଯାହା ଫଳରେ ଶରୀର ରେ ଥିବା ଅତ୍ୟଧିକ ଚର୍ବି ଖୁବ ଶୀଘ୍ର ତରଳିବାକୁ ଲାଗେ ।
ସାଧାରଣ ଦେଖା ଯାଉଥିବା ଏହି ପିଜୁଳି ପତ୍ରରେ ଅତ୍ଯାଧିକ ମାତ୍ରାରେ ଫାଇବର ରହିଥାଏ । ଯାହା ଫଳରେ ଏହା ଆମର ହଜମ ପ୍ରକଟଋଆ କୁ ଠିକ ରଖିଥାଏ । ଯାହାଫଳରେ ଏହା ଶରୀରର ଓଜନ କୁ ମଧ୍ୟ ନିୟନ୍ତ୍ରଣ ଅକ୍ରିୟ ରଖିଥାଏ । ଏହି ପିଜୁଳି ପତ୍ର ମଧୁମେହ ପରି ରୋଗ କୁ ମଧ୍ୟ ନିୟନ୍ତ୍ରଣ କରି ରଖିଥାଏ ।
କୌଣସି ମଧୁମେହ ର ରୋଗୀ ଯଦି ପ୍ରତିଦିନ ଖାଲି ପେଟରେ ପିଜୁଳି ପତ୍ର ର ସେବନ କରେ, ତେବେ ଏହା ଦ୍ଵାରା ତାର ସୁଗାର କଣ୍ଟ୍ରୋଲ ହୋଇ ରହିଥାଏ ।