IBN ଓଡ଼ିଶା ବ୍ୟୁରୋ

କେଉଁମାନେ ଅଲକ୍ଷଣ ମଣିଷ ଦେଖିଲେ କିପରି ଜାଣିବେ

ସୂଚନା ଅନୁସାରେ ମନୁଷ୍ୟ ମାନଙ୍କର ସ୍ଵଭାବ ପ୍ରକୃତି ଭିନ୍ନ ଭିନ୍ନ ଧରଣର ହୋଇଥାଏ । କିଛି ଲୋକଙ୍କର ବ୍ଯବହର ଓ ଚାଲିଚଳନୀ ଦେଖି କରି ତାଙ୍କୁ ଲକ୍ଷ୍ମୀମନ୍ତର ଆକ୍ଷା ମିଳିଥାଏ । ଏପରି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କର କାର୍ଯ୍ୟ କରିବାର ଶୈଳୀ କିମ୍ବା ତାଙ୍କ ବେଶ ଭୂଷା ଦେଖି ସେହି ବ୍ୟକ୍ତିର ସ୍ଵଭାବକୁ ଅଲକ୍ଷଣାର ମାନ୍ୟତା ଦିଆଯାଇଥାଏ । ଆପଣ ଏହିପରି ଅଲକ୍ଷଣା କିଛି କାର୍ଯ୍ୟବିଷୟରେ ଜାଣିବାକୁ ପାଇବେ ।

 

ଯେଉଁ କାର୍ଯ୍ୟ କରିବା ଦ୍ଵାରା ପୁରୁଷ କିମ୍ବା ନାରୀକୁ ଅଲକ୍ଷଣ ବୋଲି ଧରାଯାଇଥାଏ । ଯେଉଁ ବ୍ୟକ୍ତି ବସିଥିବା ସମୟରେ କିଛି ଅନ୍ୟ କାର୍ଯ୍ୟ ନକରି ନଖରେ କିମ୍ବା କୌଣସି ଥିରେ ଭୂମିରେ ଗାର ଟାଣୁଥାଏ । ସେହି ବ୍ୟକ୍ତି ଅଲକ୍ଷଣ ବ୍ୟକ୍ତି ବୋଲି କୁହାଯାଇଥାଏ । ଯେଉଁ ବ୍ୟକ୍ତି ମାନେ ଗୋଡ ଧୋଇଲା ସମୟରେ ପାଦକୁ ଭଲ ଭାବରେ ଧୁଅନ୍ତି ନାହିଁ । ଅଳ୍ପ ପାଣି ପାଦ ଆଗରେ ପକେଇ ଚାଲି ଆସନ୍ତି । ସେମାନଙ୍କର କାର୍ଯ୍ୟ ଅଲକ୍ଷଣ ହୋଇଥାଏ ।

ଯେଉଁ ଲୋକମାନେ ପ୍ରାୟତଃ ସମୟରେ ଗାଧୋଇ ସାରିଲା ପରେ ଦାନ୍ତ ଘଷି ଥାନ୍ତି । ତାଙ୍କର ଏହି ଗୁଣକୁ ଅଲକ୍ଷଣ ବୋଲି କୁହାଯାଇଥାଏ । ଯେଉଁ ମାନେ ସବୁବେଳେ ମଳିନ ବସ୍ତ୍ର ପରିଧାନ କରିଥାନ୍ତି । ସେମାନଙ୍କର ଆର୍ଥିକ ଅବସ୍ତା ଭଲ ଥାଇ ମଧ୍ୟ ବସ୍ତ୍ର ଛିଣ୍ଡା କିମ୍ବା ମଇଳା ପିନ୍ଧିଥିବେ । ସେମାନଙ୍କର ଏପରି କାର୍ଯ୍ୟକୁ ଅଲକ୍ଷଣ କୁହାଯାଇଥାଏ ।

 

ରେ ଖାଇବା ଥାଉ ଥାଉ ହାତରେ ଆହୁରି ଆନ୍ନ ଧରି ବସିଥାଏ । ସେଭଳି ବ୍ୟକ୍ତିଙ୍କୁ ମଧ୍ୟ ଅଲକ୍ଷଣ ସ୍ଵଭାବରେ ବିଚାର କରାଯାଇଥାଏ । ନିଜ ଦେହରେ ତାଳି ମାରୁଥିବା ଲୋକଙ୍କୁ ଅଲକ୍ଷଣ ସ୍ଵଭାବର ବ୍ୟକ୍ତି ବୋଲି କୁହାଯାଇଥାଏ । ଯେଉଁ ମାନେ ୨ ଥରରୁ ଅଧିକ ଥର ଶୋଇଥାନ୍ତି । ସେମାନଙ୍କୁ ମଧ୍ୟ ଅଲକ୍ଷଣ ସ୍ଵଭାବ ବ୍ୟକ୍ତି ରୂପେ ଗଣତି କରାଯାଇଥାଏ ।

ଏହି ସବୁ କାର୍ଯ୍ୟ କରୁଥିବା ମହିଳା କିମ୍ବା ପୁରୁଷ ମାନଙ୍କର ସ୍ଵଭାବକୁ ଅଲକ୍ଷଣ ବୋଲି ଶାସ୍ତ୍ରରେ ମାନ୍ୟତା ଅଛି । ସେଥିପାଇଁ ଏପରି ଯଦି ଆପଣ ଭୁଲ୍ ଢଙ୍ଗର କାର୍ଯ୍ୟ କରୁଥାନ୍ତି । ତେବେ ସେହି କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖନ୍ତୁ । ଏହି କାର୍ଯ୍ୟ ଦ୍ଵାରା ମା ଲକ୍ଷ୍ମୀ କ୍ରୋଧ ପ୍ରକାଶ କରିଥାନ୍ତି ।

 

ଏହା ସହିତ ଏପରି କାର୍ଯ୍ୟ କରୁଥିବା ମହିଳା କିମ୍ବା ପୁରୁଷ ଉପରେ କେବେ ମଧ୍ୟ ସନ୍ତୁଷ୍ଠ ହୋଇନଥାନ୍ତି । ଯାହା ଦ୍ଵାରା ସେମାନଙ୍କୁ ଲକ୍ଷ୍ମୀଛଡା ହେବା ପାଇଁ ପଡିଥାଏ । ଯେଉଁ ମାନେ ଶାସ୍ତ୍ର ଅନୁଯାଇ ସଠିକ ଢଙ୍ଗରେ କାର୍ଯ୍ୟ ସମ୍ପାଦନ କରିଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button