ସଂପର୍କ ରଖିବାର କେତେ ସମୟ ପରେ ଗର୍ଭବତୀ ହୋଇଥାନ୍ତି ମହିଳା ?

ସୂଚନା ଅନୁସାରେ ଝିଅକୁ ଘରର ନାରୀ କୁହାଯାଇଥାଏ , ଝିଅ ଦୁଇ କୁଳର ହିତ ସାଧନ କରିଥାଏ । ଯେଉଁ କାରଣରୁ ମହିଳାକୁ ଦୁହିତା ମଧ୍ୟ କୁହାଯାଇଥାଏ । ଜଣେ ନାରୀ ବିବାହ ହୋଇସାରିଲା ପରେ ସେ ମାଆ ହୋଇସାରିଲା ପରେ ହିଁ ସେ ତା’ ଜୀବନରେ ପୂର୍ଣ୍ଣତା ପାଇପାରିଥାଏ । ବିବାହ ପରେ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଶଆରୀଇରିକ ସଅମ୍ପପର୍କ ଗଢି ଉଠିଥାଏ । ଯାହା ଦ୍ଵାରା ଏକ ସନ୍ତାନ ଜାତ ହୋଇଥାଏ ।
ଆଜି ଆପଣ ଜାଣିପାରିବେ ସମ୍ପର୍କ ରଖିବାର କେତେ ଦିନ ମଧ୍ୟରେ ମହିଳା ଗର୍ଭବତୀ ହୋଇଯାଇଥାଏ । ମହିଳା ମାନଙ୍କର ରିପ୍ରଡ଼କଟିଭ ସିଷ୍ଟମରେ ଓଭାରି ଥାଏ । ଯେଉଁ ଥିରେ କେତେ ଗୁଡିଏ ଅଣ୍ଡା ଥାଏ । ପ୍ରତି ମାସରେ ସେହି ଅଣ୍ଡା ମଧ୍ୟରୁ କେବଳ ଗୋଟିଏ ଅଣ୍ଡାକୁ ନରିଶ କରି ଓଭାରି ପଠାଇ ଥାଏ । ମହିଳା ମାନଙ୍କ ପାଖରେ 2 ଟି ଓଭାରୀ ଥାଏ । ବାମ ଓ ଡାହାଣ ଦୁଇ ପଟେ ହିଁ ଓଭାରୀ ଥାଏ । ଦୁଇଟି ଓଭାରୀ ମଧ୍ୟରୁ ପ୍ରତି ମାସରେ ଅଦଳ ବଦଳ କରି ଅଣ୍ଡା ଓଭାରୀ ପଠାଇ ଥାଏ ।
ଅଣ୍ଡା ବାହୀ ନଳୀ ଦ୍ଵାରା ଅଣ୍ଡା ରିଲିଜ ହୋଇଥାଏ । ପୁରୁଷ ହେଲଦି ସ୍ପମ ସହିତ ଅଣ୍ଡା ମିଶି ବେବି ସୃଷ୍ଟି କରିଥାଏ । ଓଭଲୁସନ ଡେଟ୍ ରେ ହିଁ ଅଣ୍ଡା ରିଲିଜ ହୋଇଥାଏ । ସେହି ଅଣ୍ଡା କେବଳ ଗୋଟିଏ ଦିନ ପାଇଁ ବଞ୍ଚି ରହିଥାଏ । ପୁରୁଷ ଓ ନାରୀ କେବଳ ଶଆରୀଇରିକ ସଅମ୍ପପର୍କ ରଖିବା ଦ୍ଵାରା ବେବି ଜାତ ହୋଇପାରିନଥାଏ ।
ଓଭ୍ଲୁସନ ଡେଟ୍ ରେ ହିଁ ବାହାରୁ ଥିବା ଅଣ୍ଡା ସହିତ ପୁରୁଷ ସ୍ପମ ମିଶି ସ୍ପଟିଲାଇଜେସନ ହେବା ଦ୍ଵାରା ହିଁ ମହିଳା ଗର୍ଭବତୀ ହୋଇପାରିଥାଏ । ଯଦି ଅଣ୍ଡା ରିଲିଜ ହେବା ପରେ କିମ୍ବା ଓଭ୍ଲୁସନ ଡେଟ୍ ପରେ ରିଲେସନ ରଖୁଛନ୍ତି । ତେବେ ମହିଳା ଗର୍ଭବତୀ ହୋଇପାରିନଥାଏ । ଯଦି ଓଭ୍ଲୁସନ ଦିନ କିମ୍ବା ତାର ୪ ରୁ ୫ ଦିନ ପୂର୍ବରୁ ଶଆରୀଇରିକ ସଅମ୍ପପର୍କ ରଖୁଛନ୍ତି । ତେବେ ମହିଳା କଂସିବ କରିଥାଏ ।
ଯଦି ପୁରୁଷର ସ୍ପମ କମ୍ ପରିମାଣରେ ରହୁଛି । ତେବେ ପୁରୁଷଙ୍କୁ ସେଥି ପ୍ରତି ଧ୍ୟାନ ଦେବା ପାଇଁ ପଡିବ ଓ ତାଙ୍କୁ ନିଜ ଖାଦ୍ୟ ସେବନ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡିବ । ନଚେତ ମହିଳା ଗର୍ଭବତୀ ହେବାରେ ଅସୁବିଧା ହୋଇପାରେ । ରିଲେସନ ରଖିବାର ୨ ରୁ ୩ ମିନିଟ ବା ଅତି ବେଶୀରେ ୧୦ ମିନିଟ ଭିତରେ ସ୍ପମ ଅଣ୍ଡା ପାଖରେ ପହଞ୍ଚି ଥାଏ ।