ଜାଣନ୍ତୁ ଦୀର୍ଘାୟୂ ଗୁଣବାନ୍ ଓ ସୁନ୍ଦର ସନ୍ତାନ ପାଇଁ ଋତୁସ୍ରାବର କେଉଁ ଦିନ ଠାରୁ ସହବାସ କରିବା ଉଚିତ…

ବନ୍ଧୁଗଣ କଥାରେ ଅଛି ସତ ମୂର୍ଖ ପୁତ୍ର ଅପେକ୍ଷା ଏକ ସୁ ସନ୍ତାନ ଶ୍ରେୟସ୍କର ହୋଇଥାଏ । ତେଣୁ ପ୍ରତ୍ଯେକ ମାତା ପିତା ଏକ ଉତ୍ତମ ସନ୍ତାନ ପାଇଁ କାମନା କରିଥାନ୍ତି । ଯେଉଁ ଘରେ ଏକ ଉତ୍ତମ ସନ୍ତାନ ଟି ଜନ୍ମ ଗ୍ରହଣ କରିଥାଏ, ସେହି ଘରର କୁଳ ପିଢୀ ମଧ୍ୟ ପବିତ୍ର ହୋଇ ଉଦ୍ଧାର ପାଇ ଯାଇଥାନ୍ତି । କିନ୍ତୁ ଉତ୍ତମ ସନ୍ତାନ ପାଇଁ ମାତା ପିତା ଙ୍କର ଉଚିତ ସଂସ୍କାର ସହ ଠିକ ସମୟ ଓ ଠିକ ଦିନ ରେ ସହବାସ କରିବା ଆବଶ୍ୟକ । ଏପରି ଶାସ୍ତ୍ରରେ ଲିପିବଦ୍ଧ ହୋଇଅଛି ।
ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ କେଉଁ ସମୟ ରେ ସହବାସ କରୁଛନ୍ତି ତାହା ହିଁ ପୁତ୍ର ସନ୍ତାନ କିମ୍ବା କନ୍ୟା ସନ୍ତାନ ର କାରଣ ହୋଇଥାଏ । ଏହାସହ ସ୍ଵାମୀ ସ୍ତ୍ରୀ ର କେଉଁ ଦିନ ମିଲନ ହେଉଛି ତାହା ସନ୍ତାନ ର ଗୁଣ ଓ ଲକ୍ଷଣ ଉପରେ ପ୍ରଭାବ ପକାଇଥାଏ । ଯେପରିକି ସ୍ଵାମୀ ସ୍ତ୍ରୀ ର ମିଲନ ପାଇଁ ୧୦ ଦିନ ର ସମୟ ରହିଥାଏ ।
ସ୍ତ୍ରୀ ଟିଏ ଋତୁସ୍ରାବ ର ପର ୧୬ ଦିନ ର ପ୍ରଥମ ୪ ଦିନ ପର୍ଯ୍ୟନ୍ତ ସମୟରେ ସ୍ଵାମୀ ସହ ମିଲନ କରିବା ବାରଣ ଥାଏ । କିନ୍ତୁ ଚତୁର୍ଥ ଦିନ ସେ ସ୍ଵାମୀ ସହ ମିଳନ କରି ପାରିବ ଏଭଳି ଶାସ୍ତ୍ର ରେ ଉଲ୍ଲେଖ ଅଛି । ପଞ୍ଚମ ଦିନ ପରେ ସେ ଦେବା ଆଦି କାର୍ଯ୍ୟରେ ସେ ନିଜକୁ ନିଯୁକ୍ତ କରି ପାରିବ । ଏହାଛଡା ଶାସ୍ତ୍ର ଅନୁସାରେ ଯୁଗ୍ମ ରାତିର ମିଳନ ରେ ପୁତ୍ର ସନ୍ତାନ ଜାତ ହେବା ସମୟରେ ଅଯୁଗ୍ମ ରାତିର ମିଳନ ରେ କନ୍ୟା ସନ୍ତାନ ଜାତ ହୋଇଥାଏ ।
ର୍ଥ ରାତିରେ ମିଳନ କରନ୍ତି, ତେବେ ଏହାଦ୍ବାରା ଯେଉଁ ସନ୍ତାନ ଟି ଜନ୍ମ ହୁଏ ତାହା ଅଳ୍ପାୟୁ ହୋଇଥାଏ । ତେଣୁ ଚତୁର୍ଥ ରାତି ର ମିଲନ ଶୁଭ ହୋଇ ନଥାଏ । ପଞ୍ଚମ ରାତିରେ ମିଲନ କରିବା ଦ୍ଵାରା ଯେଉଁ କନ୍ୟା ଜନ୍ମ ହୋଇଥାଏ ସେ କନ୍ୟା ଟି ପୁତ୍ରବତୀ ହୋଇଥାଏ । ଷଷ୍ଠ ରାତିରେ ଜନ୍ମ ପୁତ୍ର ଟି ମଧ୍ୟମ ଧରଣ ର ହୋଇଥାଏ । ସପ୍ତମ ରାତିର ମିଳନ ରେ ଯେଉଁ କନ୍ୟା ଟି ଜନ୍ମ ହୁଏ ତାହା ଠାରେ ବନ୍ଧ୍ୟା ଦୋଷ ଲାଗିଥାଏ ।
ଏପରି ଶାସ୍ତ୍ର ରେ ଉଲ୍ଲେଖ ଅଛି । ଅଷ୍ଟମ ରାତିର ପୁତ୍ର ଟି ଐଶ୍ଵର୍ଯ୍ୟଶାଳୀ ହୋଇଥାଏ । ଏହାଛଡା ୧୦, ୧୨, ୧୪ ଓ ୧୬ ଏହି ରାତିର ମିଳନ ପୁତ୍ର ସନ୍ତାନ ପ୍ରାପ୍ତ କରାଇ ଥାଏ । ନବମ ଦିନର ମିଳନ ଦ୍ଵାରା ଯେଉଁ କନ୍ୟା ଟି ଜନ୍ମ ହୁଏ, ସେ ସୌଭାଗ୍ୟବତୀ ହୋଇଥାଏ ଓ ଏକାଦଶ ଦିନ ର ମିଳନ ରେ ହୋଇଥିବା କନ୍ୟା ଟି ଧର୍ମହୀନ ହୋଇଥାଏ । ତ୍ରୟୋଦଶ ଦିନର ମିଳନ ସନ୍ତାନ ଟି ପାପ ଚାରିଣୀ ଓ ବର୍ଣ୍ଣ ଶଙ୍କର ଯୁକ୍ତ ହୋଇ ଜନ୍ମ ହୋଇଥାଏ ।
ପଞ୍ଚଦଶ ଦିନ ମିଳନ ରେ ଯେଉଁ କନ୍ୟା ଅତି ଜନ୍ମ ହୁଏ ସେ ପତୀବ୍ରତା ହୋଇ ଥାଏ । ଦଶମ ରାତିର ମିଳନରେ ଯେଉଁ ପୁତ୍ର ହୁଏ ସେ ଉତ୍କୃଷ୍ଟ ହୋଇଥାଏ । ଦ୍ଵାଦଶ ଦିନ ର ମିଳନରେ ଯେଉଁ ସନ୍ତାନ ଟି ଜନ୍ମ ହୁଏ ସେ ଶ୍ରେଷ୍ଠ ପୁରୁଷ ହୋଇ ଜାତ ହୁଏ । ଚତୁର୍ଦଶ ରାତିରେ ଜନ୍ମ ହୋଇଥିବା ସନ୍ତାନ ଟି ଧର୍ମଜ୍ଞ, କୃତଜ୍ଞ, ଆତ୍ମବିତ ଓ ହୃଦ୍ଗତ ହୋଇଥାଏ ।




