ନାକ ଅଗରେ ସବୁବେଳେ ରାଗ ରଖିଥାନ୍ତି ଏହି 5 ଟି ନାମର ଝିଅ
ବନ୍ଧୁଗଣ ପ୍ରକତ୍ଯେକ ମନୁଷ୍ୟ ଙ୍କର ସ୍ଵଭାବ ଏକା ଭଳି ହୋଇ ନଥାଏ । କିଛି ଲୋକ ଙ୍କୁ କଥା କଥାରେ କ୍ରୋଧ ଆସି ଯାଇଥାଏ ତ ପୁଣି କିଛି ଲୋକ ଏତେ ଶାନ୍ତ ସ୍ଵଭାବର ହୋଇଥାନ୍ତି, କି ସେମାନେ ବଡ ରୁ ବଡ ପରିସ୍ଥିତି ରେ ମଧ୍ୟ ନିଜ କୁ ଶାନ୍ତ ରଖିଥାନ୍ତି । ସବୁ ପରିସ୍ଥିତି ରେ ମୁହଁ ରେ ସେମାନଙ୍କର ହସ ଫୁଟିଥାଏ । ବନ୍ଧୁଗଣ ଦେଖିବାକୁ ଗଲେ ଶୁଣିବାକୁ ମିଳେ ଯେ ମନୁଷ୍ୟର ନାମରେ ସେପରି କିଛି ବିଶେଷ ବିଶେଷ୍ୟତା ରହି ନଥାଏ ।
କିନ୍ତୁ ଯଦି ଆମେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଦେଖିବା ତେବେ ପ୍ରତ୍ଯେକ ମନୁଷ୍ୟର ନାମ ଦ୍ଵାରା ହିଁ ତାର ସ୍ଵଭାବ ଚରିତ୍ର ଗଠନ ହୋଇଥାଏ । ଏପରିକୁ ବନ୍ଧୁଗଣ ବ୍ଯକ୍ତିର ନାମ ହିଁ ତାର ବ୍ୟକ୍ତିତ୍ବ କୁ ମଧ୍ୟ ଦର୍ଶାଇ ଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ବ୍ୟକ୍ତି ଙ୍କର ନାମର ପ୍ରଥମ ଅକ୍ଷର ଟିର ବହୁତ ମହତ୍ଵ ରହିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି 5 ଟି ଅକ୍ଷର, ଯେଉଁ ନାମର ଝିଅ ମାନେ ପ୍ରତି କଥାକଥା ରେ ସହଜ ରେ ରାଗି ଯାଇଥାନ୍ତି ।
ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମ B ଅକ୍ଷରର ହୋଇଥାନ୍ତି, ସେମାନେ ସହଜରେ ରାଗି ଯାଇଥାନ୍ତି । ଦେଖାଯାଏ ତ ଏହି ଝିଅ ମାନେ ଅତ୍ୟନ୍ତ ଖୋଲା ହୃଦୟର ହୋଇଥାନ୍ତି । କିନ୍ତୁ ଏମାନେ କୌଣସି ଭୁଲ ଜିନିଷ କୁ ନିଜ ଆଖି ଆଗରେ ଦେଖି ଚୁପ ହୋଇ ରହି ପାରନ୍ତି ନାହିଁ । ଯାହା କାରଣ ରୁ ଏହି ମାନଙ୍କୁ ସହଜ ରେ ହିଁ କ୍ରୋଧ ଆସି ଯାଇଥାଏ ।
ଦ୍ଵିତୟରେ ବନ୍ଧୁଗଣ P ନାମର ଝିଅ ମାନଙ୍କୁ ମଧ୍ୟ ଅତି ଶୀଘ୍ର ହିଁ କ୍ରୋଧ ଆସି ଯାଇଥାଏ । ଏହି ଝିଅ ମାନେ ସବୁବେଳ ଏକାନ୍ତ ରେ ରହିବାକୁ ପସନ୍ଦ କରିଥାନ୍ତି । ଅତ୍ୟାଧିକ କଥା କହିଥାନ୍ତି, ନଚେତ ସବୁବେଳେ ଚୁପ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଏମାନେ ଶୀଘ୍ର ରାଗି ମଧ୍ୟ ଯାଇଥାନ୍ତି । କିନ୍ତୁ ବିଶେଷ କଥା ଏହା ଯେ, ଏମାନେ କ୍ରୋଧରେ ନିଜର ହିଁ କ୍ଷତି କରିଥାନ୍ତି ।
ବନ୍ଧୁଗଣ R ନାମର ଝିଅ ମାନେ ମଧ୍ୟ ଅତି ସହଜରେ ହିଁ ରାଗି ଯାଇଥାନ୍ତି । ଏମାନଙ୍କର ବିଶେଷ କଥା ଏହା ଯେ ଏମାନେ ନିଜର ଭଲ ପାଇବା ହେଉ ବା କ୍ରୋଧ ଉଭୟ କୁ ହିଁ ଭଲ ଭାବରେ ଜଣାଇ ଜାଣିଥାନ୍ତି । ଏମାନଙ୍କର କ୍ରୋଧ ହିଁ ଏମାଙ୍କର ଦୁର୍ବଳତା ହୋଇଥାଏ ।
ଚତୁର୍ଥ ଅକ୍ଷର ଟି ହେଉଛି S । ଏହି ଝିଅ ମାନଙ୍କର ସ୍ଵଭାବ ଖୁବ ଭଲ ହୋଇଥାଏ । କିନ୍ତୁ ଏମାନେ ଅତି ସହଜ ରେ ରାଗି ଯାଇଥାନ୍ତି । ଏମାନଙ୍କର ଏହି ସ୍ଵଭାବ କାରଣ ରୁ ଏମାନଙ୍କର ବହୁତ କ୍ଷତି ହୋଇଥାଏ । କିନ୍ତୁ ଏମାନେ ଅତି ସହଜ ରେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରି ନେଇଥାନ୍ତି ।
ଶେଷ ରେ ବନ୍ଧୁଗଣ L ନାମର ଝିଅ ମାନେ ମଧ୍ୟ ଅତି ସହଗ୍ଯାରେ ରାଗି ଯାଇଥାନ୍ତି । ଏହି ଅକ୍ଷର ର ଝିଅ ମାନଙ୍କର ହୃଦୟ ସଫା ଓ ଖୋଲା ହୋଇଥାଏ । କିନ୍ତୁ ଏମାନେ ଅତି ସହଜ ରେ ହିଁ ପ୍ରତ୍ଯେକ କଥାରେ ରାଗି ଯାଇଥାନ୍ତି ।