IBN ଓଡ଼ିଶା ବ୍ୟୁରୋ

ଗର୍ଭନିରୋଧକ କେଉଁଟି ବାଛିବେ ? କେଉଁଟି ସବୁଠୁ ସୁରକ୍ଷିତ ?

। ସୂଚନା ଅନୁସାରେ ମହିଳାମାନେ ଯଦି ଶାରୀରିକ ସମ୍ପର୍କ ରଖୀ ମଧ୍ୟ ଗର୍ଭବତୀ ନହେବା ପାଇଁ ଚାହୁଁଥାନ୍ତି । ତେବେ ସେମାନଙ୍କୁ ଗର୍ଭ ନିରୋଧକ ପଦ୍ଧତି ଅବଲମ୍ବନ କରିବାକୁ ପଡିଥାଏ । ଗର୍ଭନିରୋଧକ  ପଦ୍ଧତି ଦ୍ଵାରା ଯେଉଁ ମହିଳା ମାନେ ପ୍ରେଗନେଣ୍ଟ ହେବା ପାଇଁ ଇଛୁକ ନଥାନ୍ତି ସେମାନେ ଏହା ଦ୍ଵାରା ଅନିଚ୍ଛା କୃତ ପ୍ରେଗେନେନ୍ସିରୁ ମୁକ୍ତି ପାଇଥାନ୍ତି । ଗର୍ଭନିରୋଧକ ପଦ୍ଧତି ଦ୍ଵାରା ଶାରୀରିକ ସମ୍ପର୍କ ରଖିବା ଦ୍ଵାରା କୌଣସି ପ୍ରକାର ଯୌନ ସମ୍ବଧୀୟ ସଂକ୍ରମଣ ହୋଇନଥାଏ ।

 

ଯେଉଁ ଝିଅମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ସକ୍ଷମ ହୋଇଯାଇଥାନ୍ତି । ସେମାନଙ୍କ ବୟସ ୧୬ ବର୍ଷରୁ ଅଧିକ ହୋଇଥାଏ । ସେମାନେ ଏହି ଗର୍ଭନିରୋଧକ ବ୍ୟବହାର କରିପାରିବେ।   ଗର୍ଭନିରୋଧକରେ ଯେଉଁ ହରମୋନ ପିଲ୍ସ ଆସିଥାଏ । ତାହା ଝିଅମାନଙ୍କର ବୟସ ୧୮ ରୁ ଅଧିକ ହୋଇଥିଲେ ମଧ୍ୟ ତାଙ୍କୁ ଦିଆଯାଏ ନାହିଁ । କାରଣ ଶରୀର ସମ୍ବଧୀୟ କିଛି ରୋଗ ଥାଏ । ସେହି ରୋଗ ଥିବା ମହିଳା ମାନଙ୍କୁ ହରମୋନ ପିଲ୍ସ ଦିଆ ଯାଏନାହିଁ ।

ନଚେତ ଏପରି କିଛି ସମସ୍ଯା ସମସ୍ଯା ନଥିବା ମହିଳା ହରମୋନ ପିଲ୍ସ କୁ ବ୍ୟବହାର କରିପାରିବେ । ଗର୍ଭ ନିରୋଧକ ପଦ୍ଧତି ଦୁଇ ପ୍ରକାରର ରହିଥାଏ । ଗୋଟିଏ ହରମୋନ ଓ ଅନ୍ୟଟି ନନ୍ ହରମୋନ ହୋଇଥାଏ । ହରମୋନ ଗର୍ଭନିରୋଧକ ପଦ୍ଧତିରେ ଶରୀରରେ ହରମୋନ ରିଲିଜ ହୋଇଥାଏ । ଯାହା ପ୍ରେଗନେନସିକୁ ଇଗନୋର କରିଥାଏ ।

 

ଅନ୍ୟ ଟି ନନ୍ ହରମୋନ ଯେଉଁ ଥିରେ ହରମୋନ ରିଲିଜ ହୋଇନଥାଏ କିନ୍ତୁ ଶାରୀରିକ ସମ୍ପର୍କ ରଖିବା ସମୟରେ ଏହା ପ୍ରେଗେନେଂସୀକୁ ଇଗନୋର କରିଥାଏ । ଯେପରି କଣ୍ଡୋମ ଏହା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ । କଣ୍ଡୋମ ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ରହିଥାଏ । ମହିଳା ମାନଙ୍କ ପାଇଁ ଆସୁଥିବା କଣ୍ଡୋମ ଏକ କାପ୍ ଭଳି ଆସିଥାଏ । ଯାହା ମହିଳା ମାନଙ୍କ ତଳ ଭାଗ ତଥା ଭଯାଇନାରେ ରଖାଯାଇଥାଏ ।

ଯାହା ଦ୍ଵାରା ପୁରୁଷ ଓ ମହିଳା ଶାରୀରିକ ସମ୍ପର୍କ ରଖିବା ସମୟରେ ପୁରୁଷଙ୍କ ଠାରୁ ଯେଉଁ ସ୍ପମ ଆସିଥାଏ । ତାହା ମହିଳା ମାନଙ୍କ ସେହି ତଳ ବାଟ ଦେଇ ଶରୀର ଭିତରକୁ ଯାଇପାରିନଥାଏ । ଯାହା ଦ୍ଵାରା ଜଣେ ମହିଳା ସେକ୍ସ କରି ମଧ୍ୟ ଗର୍ଭବତୀ ହୋଇନଥାଏ । ହରମୋନ କିମ୍ବା ନନ୍ ହରମୋନ ଗର୍ଭାନିରୋଧକ ପଦ୍ଧତି ଦ୍ଵାରା ଅସ୍ଥାୟୀ ଭାବରେ ପ୍ରେଗେନେଂସୀକୁ ହଟାଯାଇଥାଏ ।

 

ଟ୍ଯୁବାକ୍ଟୋମୀ ଗର୍ଭନିରୋଧକ ପଦ୍ଧତି ଦ୍ଵାରା ମହିଳା ମାନଙ୍କର ସ୍ଥାୟୀ ଭାବରେ ପ୍ରେଗେନେନ୍ସିକୁ ରୋକା ଯାଇଥାଏ । ଯଦି ଜଣେ ମହିଳା ଗର୍ଭନିରୋଧକ ପାଇଁ ଡାକ୍ତର ପରାମର୍ଶରେ ମେଡ଼ିସିନ କିମ୍ବା କଣ୍ଡୋମ ବ୍ୟବହାର କରୁଛି । ତେବେ ତାହାକୁ ସଠିକ ସମୟ ଓ ସଠିକ ଢଙ୍ଗରେ କଣ୍ଡୋମ ବ୍ୟବହାର କରିବା ଉଚିତ । ଯାହା ଦ୍ଵାରା ମହିଳା ଗର୍ଭବତୀ ନ ହେବା ସହ ଯୌନ ସମ୍ବଧୀୟ କୌଣସି ପ୍ରକାର ସଂକ୍ରମଣ ମଧ୍ୟ ହୋଇନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button