IBN ଓଡ଼ିଶା ବ୍ୟୁରୋ

ରାତି ଅଧରେ ପରିଶ୍ରା ଲାଗୁଛି କି ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି ସଙ୍କେତ

ଅନେକ ଥର ଦେଖିବାକୁ ମିଳିଥାଏ କି ହଟାତ କିଛି କାରଣ ବିନା ହିଁ ଘର ପାଇଁ ସବୁ ଦିଗରୁ ଅସୁବିଧା ମାନ ମାଡି ଆସିଥାଏ । ବ୍ୟାପାର ରେ ଅସୁବିଧା, ଧନ ହାନୀ, ପ୍ରାଣ ପୀଡା ଆଦି ବିଭିନ୍ନ ପ୍ରକାରର ଅସୁବିଧା ମାନ ଦେଖିବାକୁ ମିଳିଥାଏ । ଏହାର କାରଣ ହେଉଛି ନକରାତ୍ମକତା ଶକ୍ତି ର ପ୍ରଭାବ । ବନ୍ଧୁଗଣ ଏହା ଏତେ ମାତ୍ରାରେ ବ୍ୟାପୀ ଥାଏ କି,  ଘରର ସୁଖ ଶାନ୍ତି ସବୁ ଏହା କାରଣରୁ ଘରୁ ଦୂର ହୋଇ ଯାଏ ।

 

ବେଳେବେଳ ଏହି ଶକ୍ତି ର ପ୍ରଭାବ ଏତେ ମାତ୍ରା ରେ ରହିତ କି ଏହା କାରଣ ରୁ ଘରର ମୁଖିଆ ର ଚାକିରି ମଧ୍ୟ ଚାଲିଯାଏ, ଘରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଛୋଟ ଛୋଟ କଥାରୁ ହିଁ କଳହ ଝଗଡା ଆଦି ସୃଷ୍ଟି ହୁଏ । ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ଏହା ସ୍ପଷ୍ଟ ଯେ ମଣିଷ ଜୀବନର ସୁଖ ଦୁଃଖ ଦୁଇଟି ଅଂଶ ।

କେତେବେଳେ ଜୀବନ ରେ ସୁଖ ଆସେ ତ ପୁଣି କେତେବେଳ ଦୁଃଖ ମାଡି ଆସିଥାଏ । କିନ୍ତୁ ଖରାପ ଶକ୍ତିର ପ୍ରଭାବ ଏତେ ମାତ୍ରା ରେ ଥାଏ କି ମଣିଷ ମାନସିକ ପୀଡା ରେ ଗ୍ରସ୍ତ ହୋଇ ଅନେକ ଅସହନୀୟ ପୀଡା ଭୋଗ କରେ । କିନ୍ତୁ ବନ୍ଧୁଗଣ ଏହି ନକରାତ୍ମକ ଶକ୍ତି ଜଣା ଅଜଣା ରେ କରିଥିବା ଆମର ହିଁ କର୍ମ ଯୋଗୁଁ ଆମ ଜୀବନରେ ପ୍ରବେଶ କରିଥାଏ ।

 

ଯାହାଫଳରେ ଆମେ ମାନେ ଆମର କର୍ମ ଯୋଗୁଁ ହିଁ ଏହିପରି ଅସହନୀୟ କଷ୍ଟ ଭୋଗିଥାଉ । ବନ୍ଧୁଗଣ ଅନେକ ଥର ଦେଖା ଯାଇଥାଏ କି ପ୍ରାୟ ଲୋକ ଘରେ ଅଇଁଠା ଗ୍ଳାସ ବା ଅଇଁଠା  ପାତ୍ର ରେ ଖାଇ ଦେଇଥାନ୍ତି । କିନ୍ତୁ ବାସ୍ତବରେ ଏହା ଘରେ ନକରାତ୍ମକ ଶକ୍ତି ପ୍ରବେଶ ର ମୁଖ କାରଣ ହୋଇଥାଏ । ବନ୍ଧୁଗଣ ଘରେ ସବୁବେଳେ ଜିନିଷ ପତ୍ର ଏଣେ ତେଣେ ପଡି ରହିବା ବା ଘରେ କୌଣସି କିଛି ପଚା ସଢା ଦୁର୍ଗନ୍ଧ ଦେଖା ଦେବା ଏ ସବୁ ମଧ୍ୟ ଘର କୁ ନକରାତ୍ମକ ଶକ୍ତି କୁ ଟାଣି ଆଣିଥାଏ ।

ତହଚଡ ଘରେ ସବୁବେଳ କ୍ଷୀର ଉତୁରିବା ବା ବାରମ୍ବାର କାଚ ଭାଙ୍ଗିବା ମଧ୍ୟ ଅଶୁଭ ହୋଇଥାଏ । ସମୟ ସମୟ ରେ ବାରମ୍ବାର ଭୋକ ଲାଗିବା ମଧ୍ୟ ଏକ ଖରାପ ଶକ୍ତି ର ସଂକେତ ହୋଇଥାଏ । ଏହାଛଡା ରାତିରେ ୧ ଟା ରୁ ୩ ଟା ମଧ୍ୟରେ ପରିସ୍ରା ଲାଗିବାର ଅର୍ଥ ମଧ୍ୟ ଏହା ହୋଇଥାଏ କି ଆପଣଙ୍କ ଉପରେ କୌଣସି ଖରାପ ଶକ୍ତି ର ପ୍ରଭାବ ପଡିବାକୁ ଯାଉଛି । ତେଣୁ ସମୟ ପୂର୍ବରୁ ସଚେତନ ହୋଇ ଇଶ୍ଵର ଙ୍କ ସ୍ମରଣ ଆରାଧନା କରି ଏହି ଶକ୍ତି ରୁ ମୁକ୍ତ ହୁଅନ୍ତୁ ।

 

ବନ୍ଧୁଗଣ ସୂର୍ଯ୍ୟ ଅସ୍ତ ପରେ ଲୁଗା ସାଫା କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ଘରର କୌଣସି ବାଶୟତୁ ଆଦି କାହାକୁ ଦେବା ଠିକ ହୋଇ ନଥାଏ । ଏହଶ ସୂର୍ଯ୍ୟାସ୍ତ ସମୟ ରେ ସହବାସ କରିବା ମଧ୍ୟ ଅଶୁଭ ହୋଇଥାଏ । ଏହି ସାମୀରେ ସବୁବେଳେ ଇଶ୍ଵର ଭକ୍ତି କରିବା ଉଚିତ । ଏହା ଦ୍ଵାରା ଘରେ ମାତା ଲକ୍ଷ୍ମୀ ଙ୍କର ବାସ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button