IBN ଓଡ଼ିଶା ବ୍ୟୁରୋ

ପୁରୁଷଙ୍କୁ ସବୁବେଳେ ଦୁଃଖ ଦେଇଥାଏ ଏହି 6 ଟି ଗୁପ୍ତ କଥା

ବନ୍ଧୁଗଣ ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆଉ କିଛି ନୂତନ ଚାଣକ୍ୟ ନୀତି ର ବିଷୟ । ବନ୍ଧୁଗଣ ସଂପୂର୍ଣ୍ଣ ବିଷୟ ଟିକୁ ଜାଣିବା ପାଇଁ ଆମର ଏହି ପୋଷ୍ଟ ଟିକୁ ସଂପୂର୍ଣ୍ଣ ନିଶ୍ଚୟ ପଢନ୍ତୁ । କାରଣ ବନ୍ଧୁଗଣ କୁହାଯାଇ ଥାଏ । ଅଧା ଜ୍ଞାନ ବହୁତ ହିଁ କ୍ଷତି କାରକ ହୋଇଥାଏ । ବନ୍ଧୁଗଣ ଚାଣକ୍ୟ ନୀତିରେ ପୁରୁଷ ମାନଙ୍କ ପାଇଁ କିଛି ଏପରି କଥା କୁହାଯାଇଛି, ଯାହାକି ପୁରୁଷ ମାନଙ୍କୁ ସବୁବେଳେ ଦୁଃଖ ଦେଇଥାଏ ।

 

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କହିଥାନ୍ତି କି ସମସ୍ତ ପୁରୁଷ ଙ୍କ ପାଇଁ ସେମାନଙ୍କର ମାନ ସମ୍ମାନ ବହୁତ ଜରୁରୀ ହୋଇଥାଏ । ଏପରି ରେ ଯଦି ତାଙ୍କ ଠାରୁ କମ ବୟସର କେହି ଲୋକ ବା ତାଙ୍କ ସ୍ତର ବା ସେ ଥିବା ପଦବୀ ଠାରୁ ତଳ ପଦବୀ ରେ ଥିବା କେହି ଲୋକ ତାଙ୍କୁ କିଛି କହି ଦିଅନ୍ତି,

ତେବେ ସେ ଏହାକୁ ସହ୍ୟ କରି ପାରି ନଥାନ୍ତି ଓ ପୁରୁଷ ମାନଙ୍କ ପାଇଁ ସେମାନଙ୍କ ମାନ ସମାନ ସବୁକିଛି ଥାଏ ।ବନ୍ଧୁଗଣ ଏହା ପରେ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଧନର ଅଭାବ । ଭୌତିକ ଜଗତ ର ସୁଖ କୁ ପ୍ରାପ୍ତ କରିବା ପାଇଁ ମଣିଷ କୁ ଧନ ର ଅବଶ୍ୟ ରହିଥାଏ । କିନ୍ତୁ ନିଜ ଆଶାନୁସାରେ ଧନ ନ କମାଇ ପାରିଥିବା ହେତୁ ମଣିଷ ଦୁଃଖରେ ଘେରି ହୋଇ ରହିଥାଏ ।

 

ତେଣୁ ମନୁଷ୍ୟ କୁ ଦୁଃଖ ନ କରି ସମୟ ର ସହ ପରିଶ୍ରମ କରି ଚାଲିବା ଉଚିତ । ସମୟ ଅନୁସାରେ ତାକୁ ତାର ଭାଗ୍ୟନୁସାରେ ଫଳ ମଧ୍ୟ ମିଳି ପାରିବ । ଏହା ପରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, କି ଇଜ୍ଜତ ହରାଇ ବଞ୍ଚିବା ଅପେକ୍ଷା ମରିଯିବା ଠିକ ହୋଇଥାଏ । କାରଣ ମୃତ୍ୟୁ ସମୟରେ ମଣିଷ କୁ ଥରେ ମାତ୍ର ଦୁଃଖ ହୋଇଥାଏ, କିନ୍ତୁ ଇଜ୍ଜତ ହରାଇ ବଞ୍ଚିବାରେ ମଣିଷ କୁ ପ୍ରତିଦିନ ଦୁଃଖ ଭୋଗ କରିବାକୁ ପଡିଥାଏ ।

 

ଏହାଛଡା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ପୁରୁଷ ମାନଙ୍କର ଯଦି ନିଜ ସ୍ତ୍ରୀ ସହ କଳି ଝଗଡା ଆଦି ହୋଇଥାଏ, ତେବେ ଏହା ସେମାନଙ୍କୁ ଅଧିକ ପୀଡା ଦେଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଅସନ୍ତୁଳିତ ଖାଦ୍ୟ ମଧ୍ୟ ପୁରୁଷ ମାନଙ୍କୁ ବହୁତ କଷ୍ଟ ଦେଇଥାଏ । ଯେଉଁ ମାନଙ୍କର ଜ୍ଞାନ ବହିରେ ହିଁ ସୀମିତ ହୋଇ ରହିଯାଇଛି ।

ଯେଉଁ ମାନେ ନିଜ ସମ୍ପତ୍ତି କୁ ସମ୍ପୂର୍ଣ୍ଣ ରୂପରେ ଅନ୍ୟର ହାତ ରେ ତଦାରଖ କରିବା ପାଇଁ ଛାଡି ଦେଇଥାନ୍ତି , ସେମାନେ ସମୟ ଆସିଲେ କେବେ ମଧ୍ୟ ସେହି ଜ୍ଞାନ ଓ ସମ୍ପତ୍ତି କୁ ବ୍ୟବହାର କରି ପାରି ନଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button