ନିଜ ପାପାଙ୍କର ପରୀ ହୋଇଥାନ୍ତି ଏହି 3 ଟି ନାମର ଝିଅ-
ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଆ ମାନେ ନିଜ ପୁଅ ଙ୍କୁ ଟିକେ ଅଧିକ ଭଲ ପାଆନ୍ତି । ସେମିତି ରେ ସମସ୍ତ ବାପା ମାଆ ନିଜ ସନ୍ତାନ କୁ ବହୁତ ଭଲ ପାଆନ୍ତି ଏଵଂ ସମାନ ଦୃଷ୍ଟି ରେ ଦେଖନ୍ତି ।
କିନ୍ତୁ କିଛି ଝିଅ ମାନେ ନିଜ ବାପାଙ୍କର ଅତି ପ୍ରିୟ ହୋଇ ଥାଆନ୍ତି କିମ୍ବା ବାପାଙ୍କ ପରୀ ମଧ୍ୟ ହୋଇ ଥାଆନ୍ତି । ବାପା ତାଙ୍କ ଝିଅ ଙ୍କ ଚେହେରା ରେ କେବେ ଦୁଃଖ କଷ୍ଟ ଦେଖି ପାରିବେ ନାହିଁ ।
ସେ ସର୍ଵଦା ତାଙ୍କ ଇଛା ଆଶା କୁ ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି । ସେ ଦୁନିଆ ର ସମସ୍ତ ଖୁସି ନିଜ ଝିଅ କୁ ଦେବା ପାଇଁ ଚାହିଁଥାନ୍ତି । କେମିତି ତାଙ୍କ ଝିଅ ସର୍ଵଦା ଖୁସି ରେ ରହୁ କୌଣସି ଦୁଃଖ କଷ୍ଟ ତାକୁ ଛୁଇଁ ମଧ୍ୟ ନ ପାରୁ ସେ ସର୍ଵଦା ଚାହିଁ ଥାଆନ୍ତି । ଆମ ହିନ୍ଦୁ ଶାସ୍ତ୍ର ରେ ଝିଅ ମାନଂକୁ ଦେବୀ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ । ଝିଅ ଘରକୁ ଆସିଲେ ସୁୟଂ ମାତା ଲକ୍ଷ୍ମୀ ଆସନ୍ତି ବୋଲି ମାନ୍ୟତା ରହିଛି ।
ହିନ୍ଦୁ ଧର୍ମ ରେ ଘରେ ଝିଅ ମାନଂକୁ ସମ୍ମାନ ଭଲ ପାଇବା ମିଳି ଥାଏ । ଯେଉଁ ଘରେ ଝିଅ ମାନଙ୍କ ର ଅପମାନ ହୁଏ ସେ ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ ଦରିଦ୍ରତା ରହିଥାଏ । ଖୁସି ରେ ମଧ୍ୟ ରହି ପାରନ୍ତି ନାହିଁ । କେବଳ ବାପା ନୁହଁ ବରଂ ଝିଅ ମାନେ ମଧ୍ୟ ନିଜ ବାପାଙ୍କୁ ବହୁତ ଭଲ ପାଇଥାନ୍ତି ସମ୍ମାନ ଦେଇଥାନ୍ତି । ତାଙ୍କ ଛୋଟ ବଡ଼ ଆବଶ୍ୟକତା କୁ ଧ୍ୟାନ ଦେଇଥାନ୍ତି ସର୍ଵଦା ତାଙ୍କୁ ଖୁସିରେ ଦେଖିବାକୁ ଚାହିଁଥାନ୍ତି ।
କେବେବି ତାଙ୍କ ମନରେ କଷ୍ଟ ଦେବା କଥା ଚିନ୍ତା ମଧ୍ୟ କରନ୍ତି ନାହିଁ । ଏହି ବ୍ୟବହାର ଏଵଂ ଗୁଣ ଯୋଗୁଁ ତାଙ୍କ ବାପା ତାଙ୍କୁ ଅଧିକ ଭଲ ପାଇଥାନ୍ତି । ତେବେ ଚାଲନ୍ତୁ ଜାଣିନେବା କି ସେ ଝିଅ ମାନେ କିଏ ଯିଏ କି ନିଜ ବାପାଙ୍କର ଅତି ପ୍ରିୟ ହୋଇ ଥାଆନ୍ତି ।
୧- ପ୍ରଥମ ନାମ ହେଉଛି S ନାମ ର ଝିଆ ମାନେ । ଏହି ନାମ ର ଝିଅ ମାନେ ନିଜ ବାପାଙ୍କୁ ହିରୋ ବୋଲି ମାନି ଥାଆନ୍ତି । ବହୁତ ସମ୍ମାନ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି । ଏହି ନାମ ର ଝିଅ ମାନଂକୁ ତାଙ୍କ ବାପା ମଧ୍ୟ ବହୁତ ଭଲ ପାଇଥାନ୍ତି । ତାଙ୍କ ଝିଅ କୁ ରାଣୀ ଭଳି ରଖିବାକୁ ଚେଷ୍ଟା କରିଥାନ୍ତି । ତାଙ୍କ ର ସମସ୍ତ ଇଚ୍ଛା କୁ ପୂରଣ କରିଥାନ୍ତି । ଯେ କୌଣସି ସମସ୍ୟା ଆସିଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିଥାନ୍ତି ।
୨- ଦ୍ୱିତୀୟ ନାମ ହେଉଛି P ନାମ ର ଝିଅ ମାନେ । ଏହି ନାମ ର ଝିଅ ମାନେ ନିଜ ବାପାଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ସେମାନେ ସର୍ଵଦା ତାଙ୍କ ବାପା ଙ୍କୁ ଖୁସିରେ ଦେଖିବାକୁ ଚାହିଁଥାନ୍ତି । ଘରେ କେହିବି ତାଙ୍କ ବାପା ଙ୍କ ବିଷୟରେ କିଛି ବି କହିଲେ ସେ ତା ବିରୋଧୀ ହୋଇ ଯାଇଥାନ୍ତି । ବାପା ମଧ୍ୟ ନିଜ ଝିଅ ର ସମସ୍ତ କଥା କୁ ଜାଣି ପାରନ୍ତି ବୁଝି ପାରନ୍ତି । ସେ ନିଜ ଝିଅ କୁ ଖୁସିରେ ରଖିବାକୁ ସମସ୍ତ ଚେଷ୍ଟା ମଧ୍ୟ କରିଥାନ୍ତି ।
୩- ତୃତୀୟ ନାମ ହେଉଛି A ଅକ୍ଷର ର ଝିଅ । ଏହି ନାମ ର ଝିଅ ମାନେ ନିଜ ବାପାଙ୍କ ର ଅଧିକ ଧ୍ୟାନ ଦିଅନ୍ତି । ତାଙ୍କ ବାପାଙ୍କୁ ସର୍ଵଦା ଖୁସିରେ ରଖିବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି । ତାଙ୍କ ମାଆ ଯଦି ବି କୌଣସି କାର୍ଯ୍ୟ କରିବା ପାଇଁ ମନା କରି ବି ଦିଅନ୍ତି କିନ୍ତୁ ତାଙ୍କ ବାପା କେବେବି କୌଣସି କାର୍ଯ୍ୟ କରିବା ପାଇଁ ମନା କରନ୍ତି ନାହିଁ । ଏମାନଙ୍କ ଭିତରେ ଏକ ଗଭୀର ସମ୍ପର୍କ ମଧ୍ୟ ଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।