IBN ଓଡ଼ିଶା ବ୍ୟୁରୋ

ଏହି ପତ୍ର ପିଲାଙ୍କ ପେଟରେ ଥିବା କୃମି (Worm) ସମ୍ପୂର୍ଣ୍ଣ ରୂପରେ ଶେଷ କରିଦେବ,ଆଉ ଜୀବନରେ କେବେ ହେବେ ନାହିଁ କୃମି…

ସାଧାରଣତଃ ପିଲା ମାନଙ୍କ ଠାରେ କୁର୍ମି, ବଦ୍ହଜମି ଭଳି ସମସ୍ଯା ମାନ ଦେଖାଯିବା ଏକ ସାମାନ୍ୟ କଥା ହୋଇଥାଏ । ପିଲା ମାନଙ୍କ ର ଏହି ସବୁ ସମସ୍ଯା ଦେଖି ଆପଣ ମାନେ ସେମାନଙ୍କୁ ଅନେକ ପ୍ରକାର ର ଔଷଧ ମାନ ମଧ୍ୟ ଦେଇଥିବେ । କିନ୍ତୁ ଅନେକ ଥର ପିଲା ମାନଙ୍କୁ ଏହି ସବୁ ଔଷଧ ଅତ୍ଯାଧିକ ମାତ୍ରା ରେ କହିବା କାରଣ ରୁ କିଛି ଅନ୍ୟ ରୋଗ ଜନିତ ସମସ୍ଯା ମାନ ମଧ୍ୟ ଦେଖା ଯିବାର ସମ୍ଭାବନା ରହିଥାଏ ।

ବନ୍ଧୁଗଣ ପ୍ରକୃତି ଆମ ମାନଙ୍କୁ ଏପରି ଅନେକ ପ୍ରକାର ଜିନିଷ ମାନ ଦେଇଛି ଯାହା ସାହାର୍ଯ୍ୟ ରେ ଆପଣ ଅନେକ ପ୍ରକାରର ରୋଗ ନିଜ ଶରୀରରୁ ଦୂର କରି ପାରିବେ ।  ଏହି କାରଣ ରୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାର ପ୍ରୟୋଗ ରେ ଆପଣ ନିଜ ପିଲାର ପେଟ ରୁ କୁର୍ମି ତଥା ବଦହଜମି ଜନିତ ସମସ୍ଯା କୁ ଦୂର କରି ପାରିବେ ।

ଆଜିର ଏହି ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ତ୍ରିଶାଖା ବେଲ ପତ୍ର । ବନ୍ଧୁଗଣ ଏହି ବେଲ ପତ୍ର ରୁ କିଛି ବେଲ ପତ୍ର କୁ ନେଇ ତାହାକୁ ଭଲ ଭାବରେ ଧୋଇ ଆଣନ୍ତୁ । ପେଟରେ ଥିବା କୁର୍ମି ବା ବଦହଜମି କୁ ଦୂର କରିବା ପାଇଁ ମାତ୍ର 5 ରୁ 10 ଟି ଭଳି ବେଲ ପତ୍ର ର ଆବଶ୍ୟକ ପଡିବ ।

ବନ୍ଧୁଗଣ ମନେ ରଖନ୍ତୁ ପିଲା ଙ୍କ ଠାରେ କୁର୍ମି ବା ବଦହଜମି ଜନିତ ସମସ୍ୟା ହେଲେ ସେମାନେ ଠିକ ଭାବରେ ରାତି ରେ ଶୋଇ ନ ଥାନ୍ତି ଓ ବହୁତ ଅଧିକ କାନ୍ଦିବାକୁ ମଧ୍ୟ ଲାଗନ୍ତି । ଏହା ବ୍ଯତୀତ ସେମାନଙ୍କ ଠାରେ ଆଳସ୍ୟ ମଧ୍ୟ ବହୁ ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଆପଣଙ୍କ ପିଲା ଙ୍କ ଠାରେ ଯଦି ଆପଣ ଏହି ଭଳି କିଛି ସମସ୍ଯା ଦେଖିବାକୁ ପାଆନ୍ତି,

ତେବେ ଆପଣ ତାଙ୍କୁ ଏହି ଉପଚାର ଟିକୁ ନିଶ୍ଚୟ ପ୍ରସ୍ତୁତ କରି ଦିଅନ୍ତୁ । ଦେଖିବେ ଆପଣ ଙ୍କ ପିଲାର ଖୁବ ଶୀଘ୍ର ସୁସ୍ଥ ହୋଇ ଯିବ । ଏହି ଉପଚାର ଟି ପାଇଁ ଆପଣ ସର୍ବପ୍ରଥମେ କିଛି ବେଲ ପତ୍ର କୁ ନେଇ ତାହାକୁ ଅଳପ କିଛି ପାଣି ଦେଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ।

ଏହା ପରେ ସେହି ବେଲ ପତ୍ର କୁ ଆଉ ଏକ ପାତ୍ର ରେ ଛାଣି ନିଅନ୍ତୁ । ଏଥର ସେହି ରସ ରୁ ମାତ୍ର 2 ଚାମଚ ରସ ନେଇ ସେଥିରେ 5 ଟି ଗୋଲମରୀଚ ର ଗୁଣ୍ଡ ପକାଇ ତାହାକୁ ଭଲ ଭାବରେ ମିଶ୍ରିତ କରନ୍ତୁ । ଏହା ପରେ ଆପଣ ନିଜ ପିଲା କୁ ସକାଳେ ଖାଇବା ପୂର୍ବରୁ ଖାଲି ପେଟ ରେ ସେହି ବେଲ ପତ୍ର ରସ ରୁ 1 ଚାମଚ ବା 2 ଚାମଚର ସେବନ କରିବାକୁ ଦିଅନ୍ତୁ ।

ଆପଣ ଦେଖିବେ ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ କୁର୍ମି ବା ବଦହଜମି ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ । ପେଟ ରେ ଥିବା ସମସ୍ତ କୁର୍ମି ମଳ ଦ୍ଵାରା ଶରୀରରୁ ବାହାରି ଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button