IBN ଓଡ଼ିଶା ବ୍ୟୁରୋ

ରାତି ସାରା ପାଣିରେ ଏହି 5 ଟି ଜିନିଷ ଭିଜାଇ ଖାଇ ନିଅନ୍ତୁ, ଧଳା କେଶ ପୁଣି ହେବ କଳା, 60 ବର୍ଷରେ ବି ଲାଗିବେ 22 ବର୍ଷ ପରି ଯବାନ

ଯଦି ଆପଣ ମଧ୍ୟ ଶରୀର ରେ ଦୁର୍ବଳତା ଅନୁଭବ କରୁଥାନ୍ତି, କେଶ ଶୀଘ୍ର ଧଳା ହୋଇଯିବ କାରଣ ରୁ ଆପଣ ଚିନ୍ତିତ ଅଛନ୍ତି । ବା ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଦେଖା ଦେଉଛି । କୋଲୋଷ୍ଟ୍ରୋଲ ସମସ୍ଯା ଅଛି । ମୋଟାପା କୁ ନେଇ ଚିନ୍ତିତ । ବନ୍ଧୁଗଣ ଏଭଳି ସମସ୍ତ ସମସ୍ୟା ର ନିରାକାରଣ ନେଇ ଆଜି ଆମେ ଆସିଛୁ । ଯଦି ଆପଣ ରାତିରେ କେବଳ ଏହି ପାଞ୍ଚଟି ଜିନିଷ କୁ ପାଣି ରେ ଭିଜାଇ ଖାଇଥାନ୍ତି, ତେବେ ବନ୍ଧୁଗଣ ଆପଣ ଖୁବ ଶୀଘ୍ର ଏହି ପ୍ରକାରର ସମସ୍ତ ସମସ୍ଯା ରୁ ମୁକ୍ତ ହୋଇ ପାରିବେ ।

 

ବନ୍ଧୁଗଣ ରାତିରେ ଯଦି ଆପଣ ଏକ ଚାମଚ ଅଳସୀ କୁ ପାଣି ରେ ଭିଜାଇ ରଖି ସକାଳେ ଏହାର ସେବନ କରନ୍ତି, ତେବେ ଆପଣ ଙ୍କର ଶରୀର ପାଇଁ ଖୁବ ଭଲ ହୋଇଥାଏ । ଏହା କେଶ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ ତାହାସହ ଏହା ଆପଣ ଙ୍କୁ ଶୀଘ୍ର ବାର୍ଦ୍ଧକ୍ୟ ଅନୁଭବ ହେବାକୁ ଦେଇ ନଥାଏ ।

ଦ୍ବିତୀୟରେ ବନ୍ଧୁଗଣ ହେଉଛି କିସମିସ । ଯଦି ଆପଣ ପ୍ରତିଦିନ ରାତିରେ ପାଣି ରେ ଭିଜାଇ ଏହାର ସେବନ କରନ୍ତି, ତେବେ ଆପଣଙ୍କ ଶରୀର ଶୀଘ୍ର ବୁଧପ ପ୍ରାପ୍ତ କରି ନଥାଏ । ତୃତୀୟ ରେ ବନ୍ଧୁଗଣ ପୋସ୍ତକ । ଏଥିରେ କିଛି ଏପରି ଭିଟାମିନ୍ସ ରହିଥାଏ, ଯାହାକି ଏହା ଆମ ଶରୀର ରେ ଥିବା ସମସ୍ତ କ୍ୟାଲସିୟମ ର ଅଭାବ କୁ ଦୂର କରି ଦେଇଥାଏ ।

 

ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଦେଖିବାକୁ ମିଳି ନଥାଏ । ଚତୁର୍ଥ ଜିନିଷ ଟି ହେଉଛି ମେଥି ଦାନା । ଏହାକୁ ରାତିରେ ପାଣି ରେ ଭିଜାଇ ସେବନ କରିବା ଦ୍ଵାରା କେଶ କଳା ହେବ ସହ ସମସ୍ତ କେଶ ଜନିତ ସମସ୍ଯା ଦୂର ହେବ ସହ ଏହା ଆମ ପେଟ କୁ ମଧ୍ୟ ସଫା ରଖେ ।

 

ବନ୍ଧୁଗଣ ଯଦି ଆପଣ ନିଜ କେଶ କୁ ନେଇ ଚିନ୍ତିତ ଅଛନ୍ତି, ତେବେ ବନ୍ଧୁଗଣ ଆପଣ ପ୍ରତିଦିନ ଚଣା ଓ ମୁଗ କୁ ପାଣି ରେ ଭିଜାଇ ଏହାକୁ ଖାଇବା ଆଡବାର ଏହା ଶରୀରର କୁ ଅନେକ ଅନେକ ଭିଟାମିନ୍ସ ଦେଇଥାଏ । ଓ ଏହା ସହ ଆପଣ ଙ୍କର କେଶ ସମସ୍ଯା କୁ ମଧ୍ୟ ଦୂର କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button