ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏହି ନାମର ଝିଅ, ଏମାନଙ୍କୁ ବିବାହ କଲେ ଚମକିଥାଏ ସ୍ବାମୀଙ୍କ ଭାଗ୍ୟ

ସୂଚନା ଅନୁସାରେ ମା ଲକ୍ଷ୍ମୀଙ୍କର ନାରୀ ହେଉଛି ଏକ ଅଂସ ବିଶେଷ । ନାରୀମାନଙ୍କୁ ଦୁହିତା କୁହାଯାଇଥାଏ । ଅର୍ଥାତ ଦୁହିତା ମାନେ ଦୁଇ କୁଳର ହିତ କରୁଥିବାରୁ ନାରୀକୁ ଦୁହିତାର ଆକ୍ଷା ଦିଆଯାଇଥାଏ । ବାପ ଘରେ ଥିଲା ବେଳେ ଝିଅର କର୍ତ୍ତବ୍ୟ ଓ ଶାଶୁ ଘରେ ଥିବା ବେଳେ ଜଣେ ଝିଅ ବୋହୁର କର୍ତ୍ତବ୍ୟ କରିଥାଏ । ଆଜି ଆପଣମାନେ ଏପରି ଅକ୍ଷରରୁ ଆରମ୍ଭ ଝିଅଙ୍କ ବିଷୟରେ ଜାଣିପାରିବେ । ଯେଉଁ ଝିଅମାନେ ଅତ୍ୟନ୍ତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ।
ଏହା ସହିତ ଏମାନଙ୍କ ସାଥିରେ ଯେଉଁ ପୁରୁଷର ବାହାଘର ହୋଇଥାଏ । ସେହି ପୁରୁଷଙ୍କର ଭାଗ୍ୟ ମଧ୍ୟ ବଦଳି ଯାଇଥାଏ । ଯେଉଁ ଝିଅମାନଙ୍କର ନାମର ଆରମ୍ଭ A ଓ D ଅକ୍ଷରରୁ ହୋଇଥାଏ । ସେହି ଝିଅମାନେ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ଏହି ଝିଅମାନେ ଯାହାକୁ ମଧ୍ୟ ବିବାହ କରିଥାନ୍ତି । ସେହି ପୁଅର ଭାଗ୍ୟର ତାଲା ଖୋଲି ଯାଇଥାଏ । ସେହି ପୁରୁଷ ମାନଙ୍କର ଆର୍ଥିକ ସ୍ଥିତି ବହୁତ ମଜଭୁତ ହୋଇଯାଇଥାଏ ।
ଏହି ଝିଅମାନେ ଯାହା ଘରକୁ ବୋହୁ ହେଇକରି ଯାଇଥାନ୍ତି । ସେ ଘରର ଅଧୁରା କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଥାଏ । ଏମାନଙ୍କ ସାଥିରେ ବିବାହ କରିଥିବା ପୁରୁଷ ବହୁତ ଲକି ସାବ୍ୟସ୍ତ ହୋଇଥାଏ । ଯେଉଁ ଝିଅମାନଙ୍କର ନାମର ଆରମ୍ଭ H, J, ଓ L ରୁ ହୋଇଥାଏ । ଏହି ଝିଅମାନେ ବାହା ହୋଇ ଯାହା ଘରକୁ ବୋହୁ ହୋଇକରି ଯାଇଥାନ୍ତି ।
ସେହି ଘରର ସମସ୍ଯା ଧୀରେ ଧୀରେ କରି ସବୁ ଦୂର ହୋଇଯାଇଥାଏ । ଏହି ଝିଅ ଶାଶୁ ଘର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଶୌଭାଗ୍ୟବତୀ ହୋଇଥାନ୍ତି । ଏହି ଅକ୍ଷରର ନାମର ଝିଅଙ୍କୁ ଯେଉଁ ପୁରୁଷ ମଧ୍ୟ ବିବାହ କରିଥାନ୍ତି । ସେମାନଙ୍କର ବ୍ୟବସାୟ ଅଥବା ଚାକିରି କ୍ଷେତ୍ରରେ ଉନ୍ନତି ହେବାର ଦେଖାଯାଇଥାଏ । ଘରର ସୁଖ ଓ ସମୃଦ୍ଧି ବୃଦ୍ଧି କରିବାରେ ଏହି ଅକ୍ଷରର ନାମର ଝିଅଙ୍କର ବହୁତ ବଡ ଭୂମିକା ରହିଥାଏ ।
ଯେଉଁ ଝିଅଙ୍କର ନାମର ଆରମ୍ଭ ଅକ୍ଷର O, P ଓ R ରୁ ହୋଇଥାଏ । ଝିଅମାନଙ୍କର ଜାତକରେ ଏହି ଅକ୍ଷରର ନାମ ବାହାରିଥିବ । ସେହି ନିଜ ଝିଅମାନେ ତାଙ୍କ ସ୍ଵାମୀମାନଙ୍କ ପାଇଁ ଲକି ଅଟନ୍ତି । ଏହି ନାମର ଝିଅଙ୍କୁ ବିବାହ କରୁଥିବା ପୁରୁଷ ନିଜ ଜୀବନରେ ବହୁତ କିଛି ସୁଖ ସମୃଦ୍ଧି ଲାଭ କରିଥାଏ ।
ଏହା ସହିତ ଯେଉଁ ଘରର ବୋହୁ ହୋଇଥିବେ । ସେ ଘରେ ମଧ୍ୟ ଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ । ଏହି ଝିଅଙ୍କୁ ବିବାହ କରିସାରିବା ପରେ ସ୍ଵାମୀ ମାନଙ୍କୁ ଧନ କମାଇବାର ନୂଆ ନୂଆ ଅବସର ପ୍ରାପ୍ତ ହୋଇଥାଏ । ଏ




