Cholesterol ମୂଳରୁ ହେବ ଶେଷ, ବିନା କୌଣସି ଔଷଧରେ, ଜାଣନ୍ତୁ କେମିତି ?

। ଆଜିକାଳୟର ଦୈନଦିନ ଜୀବନ ଶୈଳୀ କିଛି ଏପରି ପ୍ରକାରର ହୋଇ ଯାଇଛି କି ଯାହା କାରଣ ରୁ ସମସ୍ତ ଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାରର ରୋପ୍ଗ ବ୍ୟାଧି ଆଦି ଦେଖିବାକୁ ମିଳୁଛି । ସେଗୁଡିକ ମଧ୍ୟ ରୁ ବର୍ତ୍ତମାନ ସମୟ ର ଏକ ବଡ ହେଉଛି ମୋଟପା । ଯାହାକୁ କି ବନ୍ଧୁଗଣ କୋଲୋଷ୍ଟ୍ରୋଲ ସମସ୍ଯା ବୋଲି କୁହାଯାଉଛି । ସୁନ୍ଦର ଓ ସ୍ଵସ୍ଥ ଶରୀର ବନ୍ଧୁଗଣ କାହାକୁ ବା ଭଲ ଲାଗି ନଥାଏ ।
କିନ୍ତୁ ସମୟ ର ସହ ଚାଲୁ ଚାଲୁ ନିଜର କିଛି ଆଳସ୍ୟ କାରଣ ରୁ ହିଁ ବହୁ ମଣିଷ ଆଜିର ସମୟରେ ରେ କୋଲୋଷ୍ଟ୍ରୋଲ ଭଳି ସମସ୍ଯା ର ଶିକାର ହୋଇ ବୁଲୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କ କୋଲୋଷ୍ଟ୍ରୋଲ କୁ କମାଇବା ପାଇଁ ଯେଉଁ ଉପାୟ ଗୁଡିକୁ ନେଇ ଆସିଛୁ, ସେଥି ମଧ୍ୟ ରୁ ପ୍ରଥମ ଟି ହେଉଛି ରସୁଣ ।
ରସୁଣ ମଧ୍ୟରେ କିଛି ଏପରି ଗୁଣ ରହି ଅଛି, ଯାହାକି ଆପଣ ଙ୍କ ଶରୀରରେ ଥିବା ଲ୍ଖାରାପ କୋଳ;ଅଷ୍ଟ୍ରୋଲ କୁ କମୟ ଶରୀରରେ ଭଲ କୋଲୋଷ୍ଟ୍ରୋଲ କୁ ରଖିଥାଏ । ତେଣୁ ଯେଉଁ ମାନଙ୍କୁ କୋଲୋଷ୍ଟ୍ରୋଲ ଜନିତ ସମସ୍ଯା ରହିଛି ସେମାନଙ୍କୁ ଭିନ୍ନ ଭିନ୍ନ ଉପାୟ ରେ ପ୍ରତିଦିନ ନିହାତି ରସୁଣ ର ସେବନ କରିବା ଆବଶ୍ୟକ ।
ଦ୍ବିତୀଯରେ ବନ୍ଧୁଗଣ ଗ୍ରୀନ ଟି । ବନ୍ଧୁଗଣ କୋଲୋଷ୍ଟ୍ରୋଲ ଥିବା ଲୋକ ମାନଙ୍କ ପାଇଁ ଗ୍ରୀନ ଟି ମଧ୍ୟ ଖୁବ ଭଲ ହୋଇଥାଏ । ତେଣୁ କୋଲୋଷ୍ଟ୍ରୋଲ ଥିବା ଲୋକ ମାନେ ପ୍ରତିଦିନ 2 ରୁ 3 କପ ଗ୍ରୀନ ଟି ନିଶ୍ଚୟ ପିଇବା ଆବଶ୍ୟକ । ତୃତୀୟରେ ବନ୍ଧୁଗଣ ଧନିଆ । ଧନିଆ ମଧ୍ୟ କୋଲୋଷ୍ଟ୍ରୋଲ କମାଇବା ପାଇଁ ବହୁତ ଭଲ ହୋଇଥାଏ । ତେଣୁ ଏହାର ମଧ୍ୟ ସେବନ କରିବା ଉଚିତ ।
ଚତୁର୍ଥ ରେ ବନ୍ଧୁଗଣ ଇସବଗୋଲ ଭୁସି । ଏହା ମଧ୍ୟ ଖୁବ ଭଲ ହୋଇଟାହେ କୋଲୋଷ୍ଟ୍ରୋଲ ଥିବା ବ୍ୟକ୍ତି ଙ୍କ ପାଇଁ । ତେଣୁ ଆପଣ ଏହାର ସେବନ ପାଇଁ ଏହାକୁ ରାତିରେ ଏକ ଗ୍ଳାସ ମିଶ୍ରି ପାଣି ରେ ଏକ ଚାମଚ ଭୁସି ମିଶାଇ ରଖୀ ଦିଅନ୍ତୁ ଏବଂ ସକାଳେ ଉଠି ଏହାର ସେବନ କରନ୍ତୁ ।