ରାଜ୍ୟ

କୃଷିକ୍ଷେତ୍ର ପାଇଁ ଡ୍ରୋନ ଲୋକାର୍ପଣ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ କୃଷିକ୍ଷେତ୍ର ପାଇଁ ଡ୍ରୋନ ଲୋକାର୍ପଣ କରାଯାଇଛି । ସ୍ଥାନୀୟ ସର୍କିଟ ହାଉସରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇ ଦୁଇଟି ଡ୍ରୋନ ଲୋକାର୍ପଣ କରିଛନ୍ତି । ଏହି ଡ୍ରୋନ ମାଧ୍ୟମ ରେ ଜମିରେ ସାର ଓ ଔଷଧ ସଠିକ ଭାବରେ ବ୍ୟବହାର କରିହେବ । ଆଉ ଶ୍ରମିକ ସମସ୍ୟା ରହିବ ନାହିଁ ଓ ଚାଷୀ ମାନଙ୍କୁ କୃଷି ଉପକରଣ ଯୋଗାଇ ଦିଆ ଯାଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button