IBN ଓଡ଼ିଶା ବ୍ୟୁରୋ

ମହାଦେବ କୁହନ୍ତି ଏହି 5 ଟି ପାପ କରୁଥିବା ଲୋକା ସାରା ଜୀବନ ରୁହନ୍ତି ଗରିବ, କଣ ଆପଣ ଏମିତି କରୁ ନାହାଁନ୍ତି ତ ?

ସୂଚନା ଅନୁସାରେ ଏହି ଧରା ପୃଷ୍ଟରେ ଜନ୍ମ ହୋଇଥିବା ସମସ୍ତ ବ୍ୟକ୍ତି ନିଜର କର୍ମ ଦ୍ଵାରା ଧନ ଉପାର୍ଜନ କରି ନିଜର ଜୀବନ ନିର୍ବାହ କରିଥାନ୍ତି । ଘରେ ବସି ରହି ଟଙ୍କା କଥା ଭାବିବା ଦ୍ଵାରା କେହି ଧନୀ ହୋଇଯାଇନଥାନ୍ତି । କଠିନ ପରିଶ୍ରମ ବଳରେ ମନୁଷ୍ୟ ଜୀବନର ସମସ୍ତ ଖୁସିକୁ ନିଜର କରିପାରିବ । ନିଜର ବୁଦ୍ଧି, ବଳ ଓ କୌଶଳ ଦ୍ଵାରା ସେ ସବୁ ଯୋଜନାକୁ ସୂଚାରୁ ରୂପରେ ସମାପନ କରିପାରିବ।

 

ଏଠାରେ ଆପଣ ମାନଙ୍କୁ କହିବା ପାଇଁ ଯାଉଅଛୁ । ଆପଣ ନିଜର କର୍ମ କରିବା ସହ ବର୍ତ୍ତମାନ କହିବା ପାଇଁ ଯାଉଥିବା ଉପାୟ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ଆର୍ଥିକ ସମସ୍ଯା ଦୂର ହୋଇଯିବ । ଲଙ୍କାର ଅଧିପତୀ ମହାନ ତେଜସ୍ବୀ ରାବଣ ଭଗବାନ ଶିବଙ୍କର ବହୁତ ବଡ ଭକ୍ତ ଥିଲେ । ସେ ତାଙ୍କ ତପସ୍ୟା ବଳରେ ଭଗବାନ ମହାଦେବଙ୍କର ଆଶ୍ରୀବାଦ ଲାଭ କରିପାରିଥିଲେ ।

ଭଗବାନ ଶିବ ଲଙ୍କାଅଧିପତି ରାବଣଙ୍କ ଉପରେ ପ୍ରସନ୍ନ ହୋଇ ଧନବାନ ଓ ଯଶବାନ ହେବାର ୩ଟି ଗୁପ୍ତ ରହସ୍ୟ କହିଥିଲେ । ଭଗବାନ ଶିବ ଲଙ୍କାଅଧିପତି ରାବଣଙ୍କୁ କହିଥିବା ସେହି ଗୁପ୍ତ ରହସ୍ୟ ହେଉଛି । ଯେଉଁ ସ୍ଥାନରେ କାଉମାନେ ଗାଧୋଊଥିବେ । ସେହି ଜାଗାର ପାଣି ଆଣି ଯଦି ନିଜ ଘରର ସମସ୍ତ ଜାଗାରେ ଛିଞ୍ଚିବେ । ତେବେ ଆପଣଙ୍କର ଥିବା ସବୁ ଆର୍ଥିକ ସମସ୍ଯା ଦୂର ହୋଇଯିବ । ଆପଣଙ୍କ ଘରେ ଯେତେ ମଧ୍ୟ ଧନ ସମ୍ବଦ୍ଧୀୟ ସମସ୍ଯା ଥିବ ତାହା ଶୀଘ୍ର ସମାପ୍ତ ହୋଇଯିବ।

 

ଯଦି ଘରେ ଶନିଦଶାର ଶିକାର ହୋଇଥିବେ । ତେବେ ପ୍ରଭୁ ଶନିଙ୍କର କୋପଦୃଷ୍ଟି ଆପଣଙ୍କ ପରିବାର ଉପରୁ କମିଯିବ । ଯେଉଁ ସ୍ଥାନରେ ଗୁଣ୍ଡୁଚିମୂଷା ଏପଟ ସେପଟ ହେଉଥିବ । ସେହି ସ୍ଥାନରୁ କିଛି ମାଟି ଆଣିବେ । ସେହି ମାଟିକୁ ନିଜ ଟଙ୍କା ରଖୁଥିବା ଜାଗାରେ କିଛି ରଖିଦେବେ । ତେବେ ଆପଣଙ୍କ ଧନର କେବେ ମଧ୍ୟ ଅଯଥା ଖର୍ଚ ହେବ ନାହିଁ। କେବଳ ଉପଯୁକ୍ତ କାର୍ଯ୍ୟରେ ନିଜ ଟଙ୍କାକୁ ନିବେଶ କରିବେ । ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବାକୁ ଲାଗିବେ ।

 

ଯଦି କୌଣସି ସ୍ଥାନରୁ ବିଷଧର ସାପର କାତୀ ଦେଖିବାକୁ ମିଳିଥାଏ । ତେବେ ସେହି କାତୀକୁ ଘରକୁ ଆଣି ସେଥିରେ ଗଙ୍ଗା ପାଣି ଛିଞ୍ଚି ଆପଣ ଟଙ୍କା ରଖୁଥିବା ଆଲମାରୀରେ ଆଣି ତାହାକୁ ରଖନ୍ତୁ । ଯଦି ତାହା ବିଷଧର ସାପର ହୋଇଥିବ । ତାହାଲେ ତାହାକୁ ଆଲମାରୀରେ ରଖିବା ଦ୍ଵାରା ସେହି ଦିନ ଠାରୁ ଆପଣଙ୍କ ଧନ ବୃଦ୍ଧି ହେବାରେ ଲାଗିବ । ଋଣ ସମ୍ବଦ୍ଧୀୟ ସମସ୍ଯା ଦୂର ହେବ । ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ଘରେ ଧନର ବର୍ଷା ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button