ଏମିତି ପୁରୁଷଙ୍କ ପତ୍ନୀ କରନ୍ତି ପରକୀୟା ପ୍ରୀତି, ପର ପୁରୁଷଙ୍କୁ କରନ୍ତି ପ୍ରେମ
ସୂଚନା ଅନୁସାରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ବହୁତ ହିଁ ପବିତ୍ର ହୋଇଥାଏ । ବିବାହ ପରେ ପୁରୁଷ ଓ ନାରୀ ମଧ୍ୟରେ ଗଢିଉଠୁଥିବା ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ହିଁ ମଧୁରମୟ ହୋଇଥାଏ । ଏହି ଦାମ୍ପତ୍ୟ ଜୀବନର ପ୍ରେମ ସମ୍ପର୍କରେ ବହୁତ ସମୟରେ ସ୍ଵାମୀ ମାନଙ୍କ ପାଇଁ ଭାଙ୍ଗିଯାଇଥାଏ । ଯେଉଁ କାରଣରୁ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସହିତ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥାଏ ଓ ସ୍ଵାମୀକୁ ସର୍ବଦା ସ୍ତ୍ରୀ ସୁଖରୁ ବଞ୍ଚିତ ହୋଇ ରହିବାକୁ ପଡିଥାଏ ।
ଯେଉଁ ପୁରୁଷମାନେ ବହୁତ ହିଁ ରାଗୀ ହୋଇଥାନ୍ତି । ସ୍ଵାମୀ ଓ ସ୍ତ୍ରୀ ଭିତରେ ଛୋଟ ଛୋଟ କଥାକୁ ନେଇ ସ୍ତ୍ରୀ ଉପରେ କ୍ରୋଧ କରିଥାନ୍ତି । ସ୍ତ୍ରୀ ସହ ବହୁ ସମୟରେ ରାଗ ବଶତଃ କାରଣରୁ ଝଗଡା କରିଥାନ୍ତି । ସେହି ଭଳି ସ୍ଵାମୀ ଥିବା ସ୍ତ୍ରୀ ମାନେ ଅନ୍ୟ ପୁରୁଷ ସହିତ ସମ୍ବଦ୍ଧ ରଖିଥାନ୍ତି । ଯେଉଁ ପୁରୁଷମାନେ ନାପୁରୁଷ ହୋଇଥାନ୍ତି କିମ୍ବା ସ୍ତ୍ରୀ ସହ ନାପୁରୁଷ ଭଳି ବ୍ୟବହାର କରିଥାନ୍ତି । ତାଙ୍କ ସ୍ତ୍ରୀ ମାନଙ୍କର କାମନାକୁ ପୂରଣ କରିନଥାନ୍ତି ।
ସେହି ବ୍ଯକ୍ତିର ସ୍ତ୍ରୀମାନେ ସ୍ଵାମୀ ଉପରେ ବିରକ୍ତ ହୋଇ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବାକୁ ପସନ୍ଦ କରିଥାନ୍ତି । ଯେଉଁ ପୁରୁଷ ସ୍ତ୍ରୀ କୁ କଥା କଥାରେ ରାଗିକି ମାଡ ମାରୁଥିବ । ସ୍ତ୍ରୀ ଉପରେ ବିନା କାରଣରେ ଅତ୍ୟାଚାର କରୁଥିବ । ସେହି ପୁରୁଷର ସ୍ତ୍ରୀ ତାର ସ୍ଵାମୀ ଠାରୁ ଅଲଗା ରହିବା ପାଇଁ ହିଁ ପସନ୍ଦ କରିଥାଏ । ଯେଉଁ ସ୍ଵାମୀ ତାର ସ୍ତ୍ରୀ ସହିତ ଭଲରେ କଥା ବାର୍ତ୍ତା କରୁନଥିବ । ସ୍ତ୍ରୀ କୁ ପ୍ରେମ ନକରି ତା ସହ କଠୋର ବ୍ୟବହାର କରୁଥିବ ।
ତାଙ୍କ ମାନଙ୍କ ସ୍ତ୍ରୀ ତାଙ୍କ ସ୍ଵାମୀ ଠାରୁ ଦୂରେଇ ଯିବାକୁ ଚାହିଁଥାନ୍ତି ଓ ଅନ୍ୟ ପୁରୁଷ ସହ ପ୍ରେମ ସମ୍ପର୍କ ରଖିବା ପାଇଁ ଚାହିଁଥାନ୍ତି । ଯେଉଁ ପୁରୁଷମାନେ ସବୁବେଳେ ପ୍ରବାସରେ ରହିଥାନ୍ତି ଅର୍ଥାତ ବାହାରେ ରହି ସର୍ବଦା କିଛି ନା କିଛି କାମ କରୁଥାନ୍ତି । ନିଜ ସ୍ତ୍ରୀ ସହ ଅଧିକ ସମୟ ରୁହନ୍ତି ନାହିଁ । ସେହି ପୁରୁଷର ସ୍ତ୍ରୀ ମାନେ ସବୁବେଳେ ସ୍ଵାମୀ ସୁଖରୁ ବଞ୍ଚିତ ରହିଥାନ୍ତି । ଯେଉଁ କାରଣରୁ ସେମାନେ ବିରକ୍ତ ହୋଇ ପର ପୁରୁଷ ସହିତ ରହିବାକୁ ଭଲ ପାଇଥାନ୍ତି ।
ଯେଉଁ ପୁରୁଷମାନେ ନିର୍ଧନ ହୋଇଥାନ୍ତି । ଜୀବନରେ ଧନ କମାଇବାକୁ ଅସମର୍ଥ ହୋଇଥାନ୍ତି ଓ ବସି ବସି ଟଙ୍କା ପାଇବାର ଆଶା ରଖିଥାଏ । ସେହି ପୁରୁଷମାନଙ୍କର ସ୍ତ୍ରୀ ସ୍ବାମୀର ତ୍ୟାଗ କରି ଅନ୍ୟ ଧନଥିବା ପୁରୁଷ ପାଖକୁ ଚାଲିଯାଇଥାନ୍ତି । ଯେଉଁ ପୁରୁଷମାନେ ବିବାହିତ ହୋଇ ସୁଦ୍ଧା ଅନ୍ୟ ଝିଅ ସହ ଶାରୀରିକ ସମ୍ବଦ୍ଧ ରଖିଥାଏ । ନିଜ ସ୍ତ୍ରୀ ପାଇଁ ସମୟ ନଦେଇ ପର ଝିଅ ସହ ସମୟ ବିତାଇଥାଏ ।
ସେହି ପୁରୁଷମାନଙ୍କୁ ତାଙ୍କ ସ୍ତ୍ରୀ କେବେ ମଧ୍ୟ ପସନ୍ଦ କରିନଥାନ୍ତି ଓ ତାଙ୍କୁ ଛାଡି ଚାଲିଯାଇଥାନ୍ତି । ଏହି ସବୁ ଉପରୋକ୍ତ କାରଣରୁ ସ୍ତ୍ରୀ ମାନେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥାନ୍ତି ।