ବାଛନ୍ତୁ ନିଜର ନାଭି ଓ ଜାଣନ୍ତୁ ନିଜ ଭବିଷ୍ୟତର ସବୁ ରାଜ

ସୂଚନା ଅନୁସାରେ ଆମ ଶରୀରର ପ୍ରତେକ ଅଂଶ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଆପଣମାନେ ଜାଣିଥିବେ ପ୍ରତେକ ମନୁଷ୍ୟର ନାଭୀ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ସମସ୍ତଙ୍କର ନାଭୀ କିଛି ନା କିଛି ଆକୃତିର ହୋଇଥାଏ । ଆପଣଙ୍କୁ ଏଠାରେ କେତୋଟି ନାଭୀର ଆକୃତି ଦିଆଯିବ । ସେହି ନାଭୀ ଦେଖିକରୀ ଆପଣ ତା ମଧ୍ୟରୁ ନିଜର ନାଭୀକୁ ବାଛିବେ। ଆପଣଙ୍କ ନାଭୀ ଅନୁଯାଇ ନିଜର ଭବିଷ୍ୟତ ବିଷୟରେ ସୂଚନା ପାଇପାରିବେ । ଯେଉଁ ମାନଙ୍କର ବିରୋଧ ନାଭି ହୋଇଥିବ ।
ଏହି ପ୍ରକାର ନାଭୀ ଗୁଡିକ ଲାଗିଯାଇଥାନ୍ତି । ସେହି ନାଭୀ ଥିବା ମଣିଷମାନେ ବହୁତ ହଟ୍ ଓ ଧୀର ପ୍ରକୃତିର ହୋଇଥାନ୍ତି । ଏମାନେ ଧନକୁ ନିଜ ଆଡକୁ ଆକର୍ଷିତ କରିପାରନ୍ତି । ଏମାନେ ସବୁ ସମ୍ପର୍କର ମୂଲ୍ୟ ବୁଝିଥାନ୍ତି ଓ ତାହାକୁ ଭଲରେ ମଧ୍ୟ ନିଭାଇଥାନ୍ତି । ଯେଉଁ ମାନଙ୍କର ନାଭୀ ବଡ ଓ ଗଭୀର ହୋଇଥାଏ । ସେମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଏହି ନାଭୀ ଥିବା ଲୋକ ସହାନୁଭୁତି ପୂର୍ଣ୍ଣ ହୋଇଥାନ୍ତି ।
ସେମାନେ ନିଜ ଦୁଖକୁ ନିଜ ଭିତରେ ଲୁଚେଇ ରଖବାକୁ ପସନ୍ଦ କରିଥାନ୍ତି । ତାଙ୍କ ଜୀବନରେ ସେ ସବୁ ପରିସ୍ଥିତି ସହ ଖାପଖୁଆଇ ଚଳିବା ପାଇଁ ଭଲ ପାଇଥାନ୍ତି । ଯେଉଁ ମାନଙ୍କର ନାଭୀ ଛୋଟ ହେଇଥିବ । ସେମାନେ ବହୁତ ଚତୁର ହୋଇଥାନ୍ତି । ସେହି ନାଭୀ ଥିବା ଲୋକ ନିଜ ଜୀବନର କୌଣସି କଥା କାହା ଆଗରେ ବାଣ୍ଟିବାକୁ ପସନ୍ଦ କରିନଥାନ୍ତି । ନିଜ କଥା ନିଜ ମନରେ ରଖୀ ସବୁ କାମ କରିବାକୁ ଭଲ ପାଇଥାନ୍ତି ।
ତଳ ପାର୍ଶ୍ଵ ଥିବା ନାଭୀ ଲୋକମାନେ ମାନୁୟାଲ କାମକୁ ପସନ୍ଦ କରିନଥାନ୍ତି । ଅନ୍ୟ କାମ ପ୍ରତି କିନ୍ତୁ ବେଶୀ ଧ୍ୟାନ ଦେଇଥାନ୍ତି । ଯେଉଁ କାର୍ଯ୍ୟ ପ୍ରତି ବହୁତ ବୁଦ୍ଧିର ଆବଶ୍ୟକତା ଦରକାର ହୋଇଥାଏ । ଏହି ଲୋକମାନେ ଅଳସୁଆ ପବୃତ୍ତିର ହୋଇଥାନ୍ତି । ଯେଉଁ ମାନଙ୍କର ଅଭାରାଲ ନାଭୀ ହୋଇଥାଏ । ସେମାନେ ବହୁତ ଦୁର୍ବଳ ପ୍ରକୃତିର ହୋଇଥାନ୍ତି । ଛୋଟ ଛୋଟ କଥାକୁ ନେଇ ବହୁତ ଚିନ୍ତିତ ହୋଇଯାଇଥାନ୍ତି ।
ଧର୍ଜ୍ୟ ଶକ୍ତି ଏହି ଲୋକମାନଙ୍କ ପାଖରେ କମ୍ ଥାଏ । ଏହି ନାଭୀ ଥିବା ଲୋକମାନେ ଜିଦିଆ ହୋଇଥାନ୍ତି । ସବୁ ନୂଆ ନୂଆ କାର୍ଯ୍ୟ ଜାଣିବାକୁ ତାଙ୍କ ମନରେ ଆଗ୍ରହ ଥାଏ । ଯେଉଁମାନଙ୍କର ୱାଇଡବେଲି ନାଭୀ ଥାଏ । ସବୁ ପରିସ୍ଥିତିକୁ ଲଢିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ସେମାନେ ନିଜର ପରିଶ୍ରମ ବଳରେ ନିଜ ଗୋଡରେ ଠିଆ ହେବାକୁ ପସନ୍ଦ କରିଥାନ୍ତି ।
ଏହି ଲୋକମାନେ ସହଜରେ ଅନ୍ୟ କାହା ଉପରେ ବିଶ୍ବାସ କରନ୍ତି ନାହିଁ । ସବୁ କାର୍ଯ୍ୟ ନିଜର ବିବେକ ଅନୁସାରେ ବୁଝି ବିଚାରୀ କରିଥାନ୍ତି ।