ପରିସ୍ରା କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରେ ଭୟଙ୍କର ପରିଣାମ
ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ବିଷୟ, ଯାହାଦ୍ୱାରା ଆପଣ ମାନେ ଜାଣି ପାରିବେ, ପରିସ୍ରା କରିବା ସମୟରେ କେଉଁ ସବୁ ଭୁଲ ମାନ କରିବା କଥା ନୁହେଁ । ବନ୍ଧୁଗଣ ପରିସ୍ରା ଓ ନିତ୍ୟକର୍ମ ଏପରି ଏକ ନୈତିକ କାର୍ଯ୍ୟ, ଯାହାକି ଆମ ଦିନଚର୍ଯ୍ୟା ର ଏକ ଅଭିନ୍ନ ଅଙ୍ଗ ଅଟେ । ସକାଳେ ଉଠି ସର୍ବପ୍ରଥମେ ନିତ୍ୟକ୍ରିୟା ରୁ ନିବୃତ୍ତ ହୋଇଯିବ ଆବଶ୍ୟକ ।
କିନ୍ତୁ ଆଜିକାଲି ର ବ୍ୟସ୍ତ ବହୁଳତା ଜୀବନରେ ଲୋକ ମାନେ ନିଜକୁ ଏପରି ବାନ୍ଧି ପକାଇଛନ୍ତି କି ନିଜର ନୈତିକ କାର୍ଯ୍ୟ ଗୁଡିକ ଉପରେ ଅଧିକ ଧ୍ୟାନ ଦେଇନଥା’ନ୍ତି । ଏହାର କାରଣ ଏହା ମଧ୍ୟ ହୋଇପାରେ କି ବହୁତ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କୁ ଏହାର ଖରାପ ପରିଣାମ ମଧ୍ୟରେ ଜଣା ନାହିଁ । ବନ୍ଧୁଗଣ ଯଦି ସକାଳେ ଉଠିବା ମାତ୍ରେ ହିଁ ଆମେ ମାନେ ଶରୀର ରୁ ସମସ୍ତ ଦୂଷପଦାର୍ଥ ଗୁଡିକୁ କାଢି ଦେଇଥାଉ, ତେବେ ଏହାଦ୍ବାରା ଆମ ଜୀବନରେ ଶୁଭତା ଆସିବା ସହ ଆମ ଶରୀର ମଧ୍ୟ ସବୁବେଳେ ସୁସ୍ଥ ରହିଥାଏ ।
କେହି ପରିସ୍ରା ସବୁବେଳେ ରୋକି ଥାଏ, ତେବେ ସେ ବ୍ୟକ୍ତିର ଶରୀରରେ ଏହା ଅତ୍ୟନ୍ତ ଭୟଙ୍କର ପ୍ରଭାବ ପକାଇଥାଏ । ଏହି ବିଷାକ୍ତ ପଦାର୍ଥ ଆମ ଶରୀରରେ ରହି ଭିନ୍ନଭିନ୍ନ ରୋଗ ସୃଷ୍ଟି କରିଥାଏ । ବନ୍ଧୁଗଣ ପରିସ୍ରା ରୋକିବା ଦ୍ଵାରା ଶରୀରର କିଡନୀ ମଧ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ ।
କିନ୍ତୁ ଆଜିକାଲି ସମୟରେ ଅନେକ ଲୋକଙ୍କର ଅଭ୍ଯାସ ହୋଇଯାଇଛି, ଯେ ସେମାନେ ପରିସ୍ରା କୁ ବାରମ୍ବାର ରୋକି ଥା’ନ୍ତି । ଯାହାକି କରିବା ସଂପୂର୍ଣ୍ଣ ରୂପେ ଅନୁଚିତ । ଦ୍ଵିତୀୟତଃ ଅନେକ ଲୋକ କମ ପାଣି ପିଇଥା’ନ୍ତି, ଯାହାଦ୍ୱାରା କିଡନୀ ଶୀଘ୍ର ଖରାପ ହେବାର ଦେଖା ଯାଇଥାଏ ।
ବନ୍ଧୁଗଣ ଯଦି ଆପଣ ଅଧିକ ପାଣି ପିଇ ଥାଆନ୍ତି, ତେବେ ଶରୀରରେ ଥିବା ଅଦରକାରୀ ପଦାର୍ଥ ପରିସ୍ରା ମାର୍ଗ ଦେଇ ଶରୀରରୁ ବାହାରି ଯାଇଥାଏ । ବନ୍ଧୁଗଣ ଯଦି ଆପଣଙ୍କ ପରିସ୍ରାର ରଙ୍ଗ ହଳଦିଆ ହେଉଛି ତେବେ ଏହାର ଅର୍ଥ ଆପଣଙ୍କ ଶରୀରକୁ ପାଣି ଉଚିତ ମାତ୍ରାରେ ମିଳୁନାହିଁ । ଯେଉଁ କାରଣରୁ ପରିସ୍ରା ର ରଙ୍ଗ ହଳଦିଆ ଦେଖା ଦେଉଛି ।
ଏହାଛଡା ଯଦି ଆପଣ କୌଣସି ଚିପା ପୋଷାକ ପିନ୍ଧି ପରିସ୍ରା କୁ ରୋକିଥା’ନ୍ତି, ତେବେ ଏହା ଆପଣ ଙ୍କ ବ୍ଲଡ଼ର ରେ ଚାପ ସୃଷ୍ଟି କରିଥାଏ । ଯାହାଫଳରେ ବ୍ଲଡ଼ର କ୍ଷତିଗ୍ରସ୍ତ ହେବା ସହ ସ॰ପ୍ରସାରଣ ହୋଇ ପାରି ନଥାଏ। ତାହାଛଡା ବନ୍ଧୁଗଣ ଚେଷ୍ଟା କରନ୍ତୁ ଆଧିକ ଚିପା ବସ୍ତ୍ର ନ ପିନ୍ଧିବା ପାଇଁ । ତାହାସହ ପାଣି ଅତ୍ଯାଧିକ ମାତ୍ର ସେ ସେବନ କରନ୍ତୁ ।