ଛୋଟ ଛୋଟ କଥାରେ ମୁହଁ ଫୁଲେଇ ବସନ୍ତି ଏହି 3 ଟି ନାମର ଝିଅ
ଦୁନିଆରେ ଏମିତି ଲୋକ ଅଛନ୍ତି ଅନେକ ଅଛନ୍ତି ଯେଉଁ ମାନେ ବହୁତ ରାଗି ହୋଇଥାନ୍ତି । ଏଭଳି ଲୋକଙ୍କୁ କଥା କଥାରେ ରାଗ ଆସିଥାଏ । ବ୍ୟକ୍ତି ଯେତେ ବୁଦ୍ଧିମାନ ହେଲେ ମଧ୍ୟ ରାଗ ଆସିଲେ ସେ ସବୁ କୁଆଡେ ହଜି ଯାଇଥାଏ । ବ୍ୟକ୍ତି ରାଗରେ କଣ କରେ କିଛି ବି ଜାଣିପାରେ ନାହି । ରାଗ ଯେଉଁ କାରଣ ପାଇଁ ହୋଇଥିଲେ ମଧ୍ୟ ନିଜର କ୍ଷତି ହୋଇଥାଏ । ଯେବେ ବ୍ୟକ୍ତି ରାଗରେ ତ ହାଏ ସେହି ସମୟରେ ବୁଝିବାର ଶକ୍ତି ହରାଇଥାଏ ।
ଆଜି ଆମେ ଆପଣଙ୍କୁ ଏମିତି ୩ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଦରକାର ଠାରୁ ଅଧିକ ରାଗି ହୋଇଥାନ୍ତି । ୧- A ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି A ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ରାଗି ସ୍ଵଭାବର ହୋଇଥାନ୍ତି । ଏମାନଙ୍କୁ ଛୋଟ ଛୋଟ କଥା ରେ ଅଧିକ ରାଗ ଆସିଥାଏ । ଯାହାର କିଛି କାରଣ ମଧ୍ୟ ନ ଥାଏ ।
ଯେବେ ଏମାନଙ୍କୁ ରାଗ ଆସିଥାଏ ତାଙ୍କ ଆଗରେ ବଡ କି ସାନ କିଏ ଅଛି ତାହା ଜାଣି ପାରନ୍ତି ନାହି । ଯେବେ ଏମାନେ ରାଗରେ ରହିଥାନ୍ତି ସେମାନଙ୍କୁ ଏକା ଛାଡି ଦେବ ଉଚିତ । ଏମାନେ ରାଗରେ କଣ କଣ କରିଥାନ୍ତି କଣ ନାହି ତାହା ନିଜେ ବି ଜାଣି ପାରନ୍ତି ନାହି । ଯାହା ପାଇଁ ପରେ ଏମାନେ ଅନୁତାପ କରିଥାନ୍ତି ।
୨- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି P ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ବହୁତ ସାନ୍ତ ହୋଇଥାଏ । କିନ୍ତୁ ଯେବେ ଏମାନଙ୍କର ରାଗ ଆସିଥାଏ ସେମାନଙ୍କର ଭୟାନକ ରୂପ ଦେଖିବାକୁ ମିଳିଥାଏ । ଏମିତି ବହୁତ କମ ଝିଅ ମାନଙ୍କ କ୍ଷେତ୍ର ରେ ହୋଇଥାଏ । ଅନ୍ୟ ପକ୍ଷରେ ଏମାନଙ୍କୁ ରାଗ ଆସିଲେ ଏମାନେ କାହା ସହ ଅଧିକ କଥା ହୁଅନ୍ତି ନାହି । ଏମିତି କି ଏମାନେ ଏକା ରହିବାକୁ ପସନ୍ଦ କରିଥାନ୍ତି ।
୩- R ନାମ ର ଝିଅମାନେ : କହିବାକୁ ଗଲେ R ନାମର ଝିଅ ମାନେ ରାଗ ରେ ବହୁତ ତେଜ ହୋଇଥାନ୍ତି । କାରଣ ଏମାନେ ଛୋଟ ଛୋଟ କଥା ରେ ରାଗି ଯାଇଥାନ୍ତି । ଅନେକ ସମୟରେ ଏମିତି ଦେଖିବାକୁ ମିଳିଥାଏ ବିନା କାରଣରେ ଏମାନେ ଅଯଥା ରେ ରାଗି ଯାଇଥାନ୍ତି । ଏମାନଙ୍କର ଏହି ଗୁଣ ପାଇଁ ଅନେକ ଲୋକ ଏମାନଙ୍କ ଠାରୁ ଦୂରେଇ ଯାଇଥାନ୍ତି । ଛୋଟ ଛୋଟ କଥା କୁ ଏମାନେ ମନରେ ଲଗାଇ ଦେଇଥାନ୍ତି । ତେବେ ଏହା ଥିଲା ସେହି ୩ଟି ନାମର ଝିଅ ମାନଙ୍କର ସ୍ଵଭାବ ଯେଉଁ ମାନେ ଛୋଟ ଛୋଟ କଥା ରେ ଅଧିକ ରାଗି ଯାଇଥାନ୍ତି ।