IBN ଓଡ଼ିଶା ବ୍ୟୁରୋ

ଏହି ଯୋଡ଼ି କୁ କେବେ କେହି ଅଲଗା କରି ପାରନ୍ତି ନାହିଁ, ସ୍ୱୟଂ ଭଗବାନ ହିଁ ଆଶୀର୍ବାଦ କରନ୍ତି ଏହି ନାମର ଯୋଡ଼ି କୁ

ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ପୂର୍ବରୁ ଜାତକ ଦେଖିବାର ପରମ୍ପରା ରହିଥାଏ । ଯାହାଦ୍ୱାରା ପୁଅ ଏବଂ ଝିଅର ଜାତକ ମିଶିଲା ପରେ ସେହି ଅନୁଯାୟୀ ବିବାହର ଶୁଭ ଲଗ୍ନ ଏବଂ ଦିନ ସମୟ ନିର୍ଦ୍ଧାରିତ ହୋଇଥାଏ । ବିବାହ ପ୍ରତ୍ୟେକ ମନୁଷ୍ୟ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ତେଣୁ ବିବାହ ପାଇଁ ଅନେକ ଯୋଜନା ମତ ଏବଂ ଜାତକ ନିରୀକ୍ଷଣ କରି ବିବାହ ହୋଇଥାଏ । ବିବାହର ଶୁଭ ଲଗ୍ନ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ ।

ତେବେ ଆପଣ ମାନେ ଏହା ମଧ୍ୟ ଜାଣି ରଖନ୍ତୁ ଯେ କିଛି ଏପରି ନାମର ଯୋଡ଼ି ଅଛି ଯେଉଁ ମାନେ ପରସ୍ପର ପାଇଁ ଜନ୍ମ ହୋଇଥାନ୍ତି ଏବଂ ସେହି ଯୋଡ଼ି ସ୍ୱର୍ଗରୁ ତିଆରି ହୋଇ ଆସିଥାଏ । ବିବାହ ଏପରି ଏକ କାର୍ଯ୍ୟ ହୋଇଥାଏ ଯାହା ଦୁଇଟି ଆତ୍ମାର ମିଳନ ହୋଇଥାଏ ଏବଂ ଦୁଇ ପରିବାର ମଧ୍ୟ ଏକାଠି ହୋଇଥାନ୍ତି । ତେଣୁ ଆଜି ଆମେ ସେହି ୬ ଟି ଯୋଡ଼ି ସମ୍ବନ୍ଧରେ କହିବୁ ଯେଉଁମାନେ ଭଗବାନ ଙ୍କ ଆଶୀର୍ବାଦ ଅଟନ୍ତି ।

୧ . R ଏବଂ S ନାମର ଯୋଡ଼ି :-

ଏହି ଯୋଡ଼ି ପ୍ରେମ ବିବାହ କରି ପାରନ୍ତି କିମ୍ବା ଆରେଞ୍ଜ ମ୍ୟାରେଜ କରି ପାରନ୍ତି କିନ୍ତୁ ଏମାନଙ୍କ ଯୋଡ଼ି ସ୍ୱର୍ଗରୁ ତିଆରି ହୋଇ ଆସିଥାଏ । ବିବାହ ପରେ ଏମାନଙ୍କ ବୈବାହିକ ଜୀବନ ଖୁବ ଭଲରେ କଟିଥାଏ । ଏମାନେ ପରସ୍ପରର ଯତ୍ନ ନେଇଥାନ୍ତି ।

୨ .K ଏବଂ P ନାମର ଯୋଡ଼ି :-

ଏହି ନାମର ଯୋଡ଼ି ମଧ୍ୟ ଭଗବାନଙ୍କ ବରଦାନ ସଦୃଶ ହୋଇଥାଏ । ଏମାନେ ବିବାହ ପରେ ଖୁବ ଖୁସିରେ ଜୀବନ ଅତିବାହିତ କରନ୍ତି । ଏମାନେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଅର୍ଥାତ ସୁଖ ହେଉ କିମ୍ବା ଦୁଃଖ ହେଉ ସବୁବେଳେ ସାଥିରେ ରହିଥାନ୍ତି ।

୩ . A ଏବଂ S ନାମର ଯୋଡ଼ି :-

ଏହି ନାମର ଯୋଡ଼ି ସ୍ୱର୍ଗରୁ ହିଁ ତିଆରି ହୋଇ ଆସିଥାଏ । ଏମାନେ ପ୍ରେମ ବିବାହ କିମ୍ବା ଆରେଞ୍ଜ ମ୍ୟାରେଜ କରିଥାନ୍ତି । ଏମାନଙ୍କ ବୈବାହିକ ଜୀବନ ଖୁବ ଖୁସିରେ କଟିଥାଏ । କାରଣ ଏମାନେ ପରସ୍ପରର ମନ ନେଇ ଚଳିଥାନ୍ତି । ଏମାନେ ପରସ୍ପର ଉପରେ କେବେବି ସନ୍ଦେହ କରନ୍ତି ନାହିଁ । ଖୁବ ବିଶ୍ୱାସ ରେ ଏମାନଙ୍କ ସମ୍ପର୍କ ତିଆରି ହୋଇଥାଏ ଏବଂ ଜୀବନ ସାରା ଏମାନେ ପରସ୍ପର ସହିତ ରହନ୍ତି ।

୪ . N ଏବଂ S ନାମର ଯୋଡ଼ି :-

ଏହି ଯୋଡ଼ି ମଧ୍ୟ ଭଗବାନ ଙ୍କ ଆଶୀର୍ବାଦ ହୋଇଥାଏ ଯାହା ସ୍ୱର୍ଗରୁ ତିଆରି ହୋଇ ଆସିଥାଏ । ଏହି ଯୋଡ଼ିକୁ କେହି ଚାହିଁଲେ ବି ଅଲଗା କରି ପାରିବେ ନାହିଁ । ଏମାନେ ଖୁବ ଭାଗ୍ୟବାନ ହୋଇଥାନ୍ତି । ଏମାନେ ଜୀବନସାରା ପ୍ରତ୍ୟେକ ପରିସ୍ଥିତି ରେ ପରସ୍ପର ସହିତ ରହନ୍ତି ।

୫ . P ଏବଂ S ନାମର ଯୋଡ଼ି :-

ଏହି ଯୋଡ଼ିର ବୈବାହିକ ଜୀବନ ଖୁବ ଶାନ୍ତିରେ ଏବଂ ଖୁସିରେ ବିତିଥାଏ । ଏମାନେ ପରସ୍ପରର ମନ କଥା ବୁଝି ସବୁବେଳେ କାମ କରନ୍ତି । ଏମାନେ ପରସ୍ପର ଉପରେ ଖୁବ ବିଶ୍ୱାସ ମଧ୍ୟ କରିଥାନ୍ତି । ଦୁଃଖ କିମ୍ବା ସୁଖ ସମୟରେ ଏମାନେ ପରସ୍ପର ସହିତ ରହନ୍ତି କେବେ ଛାଡ଼ି ଯାଆନ୍ତି ନାହିଁ ।

୬ . A ଏବଂ P ନାମର ଯୋଡ଼ି :-

ଏହି ଯୋଡ଼ି ଙ୍କ ମଧ୍ୟରେ ପ୍ରକୃତ ପ୍ରେମ ରହିଥାଏ । ବୈବାହିକ ଜୀବନ ମଧ୍ୟ ଖୁସିରେ କଟିଥାଏ କାରଣ ଏହି ଯୋଡ଼ି ସ୍ୱର୍ଗରୁ ହିଁ ତିଆରି ହୋଇ ଆସିଥାଏ । ଏମାନେ ଦୁହେଁ ଦୁହିଁଙ୍କ ପାଇଁ ଗଢ଼ା ହୋଇଥାନ୍ତି । ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଏମାନେ ପରସ୍ପର ସହିତ ରହିଥାନ୍ତି । ଏମାନେ ପରପ୍ସରର ଭଲ ଯତ୍ନ ନେଇଥାନ୍ତି । କେହି ଚାହିଁଲେ ବି ଏହି ଯୋଡ଼ିକୁ ଅଲଗା କରି ପାରନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button