IBN ଓଡ଼ିଶା ବ୍ୟୁରୋ

ଅଧିକ ଚିନ୍ତା କରିବା ଦ୍ଵାରା କଣ ହୋଇଥାଏ ? ସବୁବେଳେ ଚିନ୍ତା କରୁଥିବା ଲୋକ, ସବୁବେଳେ ଭାବୁଥିବା ଲୋକ ଏହାକୁ ନିଶ୍ଚୟ ଦେଖନ୍ତୁ

ଅହି ଦୁନିଆ ରେ ଅନେକ ଲୋକ ସବୁବେଳେ ଚିନ୍ତା ଗ୍ରସ୍ତ ହୋଇ ରହିଥାନ୍ତି । ସବୁବେଳେ କିଛି ନା କିଛି ବିଷୟ କୁ ନେଇଓ ଭାବିବାରେ ଲାଗିଥାନ୍ତି । କିନ୍ତୁ ବାସ୍ତବ ରେ ମନୀଷ କୁ ଚିନ୍ତା କରିବା ସ୍ଥାନରେ ଚିନ୍ତନ କରିବା ଉଚିତ । ଚିନ୍ତା କରିବା ପରିବର୍ତେ ଯଦି ମଣିଷ ଈଶ୍ଵର ଙ୍କର ଚିନ୍ତନ ମନନ କରେ, ତେବେ ସେହି ମଣିଷ ର ଚିନ୍ତା ଈଶ୍ଵର ଦୂର କରି ଦେଇଥାନ୍ତି । ନୀତି ଶାସ୍ତ୍ର କୁ ଦ୍ରୁଷ୍ଟି ରେ ରଖିଲେ, ଏହା ଜାଣିବାକୁ ମିଳିଥାଏ କି ଚିନ୍ତା ଚିତା ର ସମାନ ହୋଇଥାଏ ।

ଯଦି ଆପଣ ଚିନ୍ତା ସ୍ଥାନରେ ଚିନ୍ତନ କରନ୍ତି, ତେବେ ଆପଣ ଜୀବନ ରେ ସଫଳତା ପ୍ରାପ୍ତ କରି ପାରିବେ କିନ୍ତୁ ଯଦି ଆପଣ ଚିନ୍ତନ ସ୍ଥାନରେ ଚିନ୍ତା କରନ୍ତି, ତେବେ ଆପଣ ଦିନ କୁ ଦିନ ରୁଗୁଣ ହେବା ସହ ଦିନ କୁ ଦିନ କ୍ଷୀଣ ହୋଇଯିବେ । ଧୀରେ ଧୀରେ ଏହା ଆପଣ ଙ୍କର ଅଜାଣତ ରେ ହିଁ ଆପଣ ଙ୍କର ବିରାଟ ବଡ ଖ୍ଯାତି ଟିଏ ସୃଷ୍ଟି କରିଦେବ ।

ଟ ଦୁଃଖ ମିଶି ଜୀବନ କୁ ଦୁଃଖ ସମସ୍ଯା ରେ ଭରି ଦେଇଥାଏ । ଆପଣ ଏକା ଥରକରେ ଜୀବନ ର ସବୁ ଦୁଃଖ କୁ ଦୂର କରି ପାରିବେ ନାହିଁ । କିନ୍ତୁ ଆପଣ ଚାହିଁଲେ ଜୀବନ ରେ ଥିବା ଛୋଟ ଛୋଟ ଚିନ୍ତା କୁ ଦୂରୀଭୂତ କରି ଦୁଃଖ ରେ ଥିବା ଜୀବନ କୁ ସୁଖ ରେ ପରିଣତ କରି ପାରିବେ ।

ଜୀବନରେ ଦୁଃଖ, ଚିନ୍ତା ଓ ସାମସ୍ୟା ଥିବା ସ୍ଵାଭାବିକ ଅଟେ । କାରଣ ପରିବର୍ତ୍ତନ ହିଁ ଏହି ସଂସାର ନିୟମ ଅଟେ । ସମୟ ର ଚକ୍ର ସହ ଜୀବନ ରେ ସୁଖ ଓ ଦୁଃଖ ଲାଗି ରହିଥାଏ । ସବୁ ବେଳେ ଏହି ଚିନ୍ତା ରଖିବା ଉଚିତ କି ଜୀବନ ରେ ସୁଖ ହେଉ ବା ଦୁଃଖ କେଉଁଟା ମଧ୍ୟ ଅଧିକ ଦିନ ଧରି ରହି ନଥାଏ । ତେଣୁ ସୁଖରେ ଭାବ ବିହ୍ଵଳିତ ହୋଇ  ଭାସି ଯିବା ମଧ୍ୟ ଉଚିତ ହୋଇ ନଥାଏ କି, ଦୁଃଖ ରେ ଭାଙ୍ଗି ପଡିବା ମଧ୍ୟ ଉଚିତ ହୋଇ ନଥାଏ ।

ମନ ବିଚଳିତ ହେବା ସାମାନ୍ୟ କଥା ଅଟେ । କିନ୍ତୁ ଏହାକୁ ନିୟନ୍ତ୍ରଣ ରେ କରିବା ଆମର କର୍ତ୍ତବ୍ୟ ଅଟେ । ମନୁଷ୍ୟ ଚାହିଁଲେ ସବୁ କିଛି ସମ୍ଭବ କରି ପାରେ । ମାତ୍ର ଚେଷ୍ଟା ଓ ପ୍ରୟାସ ର ଅଭାବ ଥାଏ । ପ୍ରଯତ୍ନ ପୂର୍ବକ ଅଭ୍ଯାସ ଦ୍ଵାରା ସବୁକିଛି ସମ୍ଭବ ହୋଇ ପାରେ । ଜୀବନ ରେ ଯେତେବେଳେ ଦୁଃଖ ଆସେ । ସେ ସମୟ ରେ ଚିନ୍ତନ କରନ୍ତୁ କି ଏହି ଦୁଃଖ କାହିଁକି ଆସିଲା ଏହା ବିଚାର କରି ତାହାକୁ ଛାଡି ଦିଅନ୍ତୁ । ତାକୁ ଧରି ଚିନ୍ତା କରି କିଛି ଅଧିକ ମଧ୍ୟ କରି ହେବ ନାହିଁ ।

ଚିନ୍ତା ରୁ ମୁକ୍ତି ପାଇ କିପରି ଆପଣ ଜୀବନରେ ସହଜ ସରଳ ଓ ସୁନ୍ଦର ଜୀବନ ଅତିବାହିତ କରିବେ, ତାହା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଦୁଇ ଟି ଅମୂଲ୍ୟ ଉପାୟ ନେଇ କରି ଆସିଛୁ । ଯାହା ଆପଣଙ୍କୁ ସବୁ ପ୍ରକାରର ଚିନ୍ତା ରୁ ମୁକ୍ତ କରିବାରେ ସହାୟକ ହେବ ।

ସେଥି ମଧ୍ୟରୁ ପ୍ରଥମ ଟି ହେଲା; ଆପଣ ରାତିରେ ଶୋଇବା ସମୟ ରେ ବିଛଣା ରେ ବସି ଦିନ ସାରା ଅତିବାହିତ କରିଥିବା ସବୁ ଚିନ୍ତା କୁ ନିଜର ନିଶ୍ଵାସ ର ସହ ବାହାର କରିଦେବେ । ଓ ଏପରି ଚିନ୍ତା କରି ନିଜକୁ କହିବେ । କି ଆଜି ଦିନରେ ମୋ ସହ ଯାହା କିଛି ମଧ୍ୟ ଭଲ ହୋଇଛି ତାହା ପାଇଁ ମୁଁ କୃତଜ୍ଞ ହୋଇ ଈଶ୍ଵର ଙ୍କୁ ପାଦ ପଦ୍ମ ରେ କୃତଜ୍ଞତା ଜଣାଉ ଅଛି । ଓ ମୋ ସହ ଆଜି ଯାହା କିଛି ମଧ୍ୟ ଯେଉଁ କାରଣ ରୁ ଯାହା ପାଇଁ ଖରାପ ହୋଇଛି,

ସେ ମୁଁ ନିଜେ କାରଣ ହୁଏ ବା ଅନ୍ୟ କେହି ହୁଅନ୍ତୁ ନା କାହିଁକି, ତାହା ପାଇଁ ମୁଁ ହୃଦୟ ର ଅନ୍ତରତା ର ସହ କ୍ଷମା କରୁଅଛି । ଏପରି ଚିନ୍ତା କରି ଆପଣ ଶୋଇଯିବେ । ଏହା ପରେ ଦ୍ଵିତୀୟ ରେ ସକାଳେ ଉଠି ଆପଣ ସର୍ବ ପ୍ରଥମେ ଈଶ୍ଵର ଙ୍କୁ ସ୍ମରଣ କରି ପ୍ରଣାମ କରିବେ ।

ଏହା ପରେ ନିଜେ ନିଜକୁ କହିବେ କି ଆଜି ମତେ ଏକ ନୂଆ ଦିନ ର ସହ ଏକ ନୂଆ ଅବସର ମଳିବାକୁ ଯାଉଛି । ଏହି ଦିନରେ ମୋ ସହ ସବୁକିଛି ପ୍ରାପ୍ତ ହେବାକୁ ଯାଉଛି । ଏପରି କହି ଜୀବନ ରେ ଆଗକୁ ବଢିବା ଦ୍ଵାରା ଆପଣଙ୍କ ଦିନ ସକରାତ୍ମକତା ରେ ଭରିଯିବ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଏହାକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button