ରାଜ୍ୟ

ଓଡ଼ିଶାରେ ଏକା ଲଢ଼ିବ ବିଜେପି ଭୂପେନ୍ଦ୍ର ଯାଦବଙ୍କ ପ୍ରତିକ୍ରିୟା – Ibnodisha

[ad_1]

ବ୍ୟୁରୋ : ଓଡ଼ିଶାରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ପ୍ରସଙ୍ଗ | କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ପ୍ରତିକ୍ରିୟା | 2024 ରେ ବିଜେପି ଏକା ଲଢ଼ିବ କହିଲେ ଭୂପେନ୍ଦ୍ର | ବିଜେପି ଏକା ଲଢ଼ିବ , କୌଣସି ଗଠବନ୍ଧନ ହେବନି | ଏକା ଲଢ଼ି ରାଜ୍ୟରେ ସରକାର ଗଢ଼ିବୁ କହିଲେ ଭୂପେନ୍ଦ୍ର ଯାଦବ |

ତଦନ୍ତରେ ଉତ୍କର୍ଷତା: ୪ ଓଡିଆ ମନୋନୀତ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button