ରାଜ୍ୟ
ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ – Ibnodisha

[ad_1]

ବ୍ୟୁରୋ : କେନ୍ଦ୍ରାପଡା ସ୍କୁଲ ରେ ବଜ୍ରପାତ ୧୬ପିଲା ଆହତ |ଗରଦପୁର ବ୍ଲକ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ | ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ,ସମସ୍ତେ ପାଟକୁରା ମେଡିକାଲ ରେ ଭର୍ତି |ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ |
ଡାକ୍ତରଙ୍କ ସୁରକ୍ଷାକୁ ନେଇ ଆସିଲା ନୂଆ ନିୟମ: ଖରାପ ବ୍ୟବହାର କଲେ ଚିକିତ୍ସା ପାଇଁ ମନା କରିପାରିବେ ଡାକ୍ତର
The post ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ appeared first on ONA KHABAR.
[ad_2]




