IBN ଓଡ଼ିଶା ବ୍ୟୁରୋ

ଝିଅମାନେ ଏମିତି ପୁଅଙ୍କୁ ନିଜେ ପଟାନ୍ତି ….ଏବଂ କରନ୍ତି ନିଜର ଜିବନ ସାଥି

ଆମେ ଆଜି ଏମିତି କିଛି ପୁଅ ମାନଙ୍କ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ଯେଉଁ ମାନଙ୍କୁ ଝିଅ ମାନେ ନିଜେ ପଟେଇ ଥାନ୍ତି । ତେବେ ଯେକୈଣସି ବି ଝିଅ ହେଉ ନା କାହିଁକି ଏହି ପୁଅ ମାନଙ୍କୁ ପସନ୍ଦ କରିବେ । ଯଦି ଆପଣ ମାନେ ଏବେ ସିଙ୍ଗେଲ୍ ରହିଛନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ଶଫଳ ଦାୟ ହୋଇ ପାରେ ।

ତେବେ ପ୍ରଥମେ ହେଉଛି ଯେଉଁ ପୁଅ ମାନଙ୍କର ବହୁତ ଝିଅ ସାଙ୍ଗ ରହି ଥାନ୍ତି । ଯେଉଁ ପୁଅ ମାନେ ଝିଅ ମାନଙ୍କ ପାଖରେ ବହୁତ ପପୁଲାର୍ ହୋଇ ଥାନ୍ତି ସେହି ପରି ପୁଅ ମାନଙ୍କୁ ଝିଅ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି । ପପୁଲାର ର ମାନେ ହେଲା ଯେଉଁ ପୁୁଅ ମାନଙ୍କ ବିଷୟ ରେ ଝିଅ ମାନେ ଅଧିକ ଭାବେ ଆଲୋଚନା କରନ୍ତି ।

ସେହି ପରି ବେଳେ ଦ୍ୱତୀୟ ନମ୍ଭର ରେ ରହିଛି ରିଚ୍ ବୟଜ୍ । ଆପଣ ମାନେ ଦେଖି ଥିବେ ବହୁତ ଲୋକ ମାନେ ଏମିତି କମେଣ୍ଟ ଦେଇ ଥାନ୍ତି କି ଯଦି ଆପଣ ମାନଙ୍କ ପାଖରେ ପଇସା ରହିଛି ତେବେ ଝିଅ ମାନେ ତୁମ ପଛରେ ପଡିବେ । ହଁ ଏହି କଥା ସଂମ୍ପର୍ଣ୍ଣ ଭାବେ ଠିକ୍ କଥା ଏହା ଆମେ ଯେମିତି ଭଲ ଘର ଭଲ ଗାଡି ଏବଂ ବହୁଟ ଟଙ୍କା କୁ ପସନ୍ଦ କରନ୍ତି ସେମିତି କ୍ଷେତ୍ର ରେ ଝିଅ ମାନେ ବି ଏହାକୁ ବହୁତ ପରିମାଣ ରେ ପସନ୍ଦ କରନ୍ତି ତେବେ ସେମିତି ବେଳେ ଆପଣ ମାନଙ୍କୁ କହିବୁ କି । ଆପଣ ମାନେ ଯଦି ଧନୀ ହୋଇ ଥିଲେ ତେବେ ସେମିତି ବେଳେ ଝିଅ ମାନେ ଆପଣ ମାନଙ୍କୁ ନିଜେ ପଟେଇବେ ।

ତୃତୀୟ ନମ୍ବରେ ରହିଛି ଫନି ବୟଜ୍ । ଝିଅ ମାନଙ୍କୁ ଫନି ବୟଜ୍ ବହୁତ ପସନ୍ଦ ହୋଇ ଥାଏ । ଏମିତି ପୁଅ ଯିଏ ସମସ୍ତ ଙ୍କୁ ହସାୟ ଖାସ୍ କରି ଝିଅ ମାନଙ୍କୁ । ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ଝିଅ ମାନେ ପସନ୍ଦ କରନ୍ତି । ହେଲେ ହଁ ଆପଣ ମାନେ ନିଜର ଲିମିଟ୍ ରଖନ୍ତୁ ଏବଂ ସେହି ପରି ବେଳେ ଆପଣ ମାନଙ୍କୁ କହିବୁ କି । ଆପଣ ମାନେ ସେମାନଙ୍କୁ ହସାଇବା ଚକର୍ ରେ ନିଜେ ହିଁ କେବେ ତାଙ୍କ ନଜର ରେ ଖସନ୍ତୁ ନାହିଁ ଯାହା ଦ୍ୱାରା ସେମାନେ କେବେ ବି ପସନ୍ଦ କରିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button