ରାଜ୍ୟ

ମୃତ ଶିଶୁକନ୍ୟାକୁ ଧରି ଧାରଣା ଦେଲେ ବାପା-ମା

ମାଜ ଡିଜିଟାଲ ଡେସ୍କ: ଚିକିତ୍ସା ଅବହେଳାରୁ ୫ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶିଶୁକନ୍ୟାର ମୃତଦେହ ରଖି ଧାରଣାରେ ବସିଛନ୍ତି ବାପା-ମାଆ। ଗତ ରାତିରେ ଶିଶୁକନ୍ୟା ଅସୁସ୍ଥ ହେବାରୁ ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ବାପା-ମାଆ।

ହେଲେ ସେଠାରେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିଲା। ତେବେ ଚିକିତ୍ସା ଅବହେଳାରୁ ଏଭଳି ଘଟିଥିବା ବାପା ମା ଅଭିଯୋଗ କରିବା ପରେ ଏସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button